KIIT-TBI 9th Biotech Conclave Experts Call for Collaborative Industry-Academia Interface : Ommtv

KIIT-TBI 9th Biotech Conclave Experts Call for Collaborative Industry-Academia Interface

KIIT-TBI 9th Biotech Conclave  Experts Call for Collaborative Industry-Academia Interface : Ommtv

KIIT-TBI 9th Biotech Conclave

Experts Call for Collaborative Industry-Academia Interface

 Bhubaneswar, August 25: The 9th two-day Biotech Industry Conclave-2023 with a theme “Biotechnology and its Expanding Horizons” began at KIIT School of Biotechnology with the participation of more than 30 industry leaders, five-panel discussions, and 22 talks on the industry-academia interface and how to make students technology-ready for the ever-growing biotech sector.

In his Keynote address Sanjeev Vashishta, MD, Pathkind Diagnostics called for a vibrant industry academia cooperation to take the biotech industry to a new level. With India’s given credentials as a technology superpower and its strong base in the IT-driven sector, the biotech-digital collaboration would certainly make India a major player in innovations in healthcare, food production, building a knowledge economy, digital governance and ultimately bridging the socio-economic gap, as India still stands 139th in per capita income, though it’s the 5th major economy in the world with gross GDP, he said. He also added that Biotechnology in convergence with digital technology could bring in a sea change in creating a sustainable society in India.

The upcoming fields like genetic engineering, gene therapy, bio-medical research for better medicines, vaccines, and pandemic preparedness would make a new world and the students should take the opportunity during the two-day conclave to explore their potentials, he added.

Vaggu Raghavendra Goud, CEO, EMPE Diagnostics said, “Now India has 730 biotech companies with 500 plus indigenous products, but still the industry is hungry to have more innovations and ideas into the market and students can play a greater role by getting ideas from the conclave like this by KIIT-TBI.” Pharma and bio-pharma industry has the potential to become a Rs 5,000 crore worth sector in the near future, Goud urged the students to take a call as the future belongs to collaborative efforts, he added.

Prof Saranjit Singh, Pro Vice-Chancellor, KIIT-DU said “The future belongs to Biotech and Digital Technology ideas as currently automobile industry has become a 35 percent digitally-driven sector though it was primarily a domain of Mechanical Engineering.” Speaking on the development of intricate circuits (chips) through VLSI designs and future demand for the interdisciplinary projects would need biotech students, Prof Singh, a veteran in Mechanical Engineering, advised the students to hone their skills accordingly, to become “market-ready” so that they could grab every possible opportunity in future.

Giving introductory remarks Prof. Jyana Ranjan Mohanty, Registrar, KIIT-DU narrated how through a journey of 17 years KIIT-TBI has become a unique happening place for technology incubation, hand-holding of start-up ecosystem for making successful prototypes for production and contributing immensely in research and development sector.

 

ନବମ କିଟ୍‍-ଟିବିଆଇ ବାୟୋଟେକ୍‍ କନ୍‍କ୍ଲେଭ ଉଦ୍‍ଘାଟିତ

ଭୁବନେଶ୍ୱର,୨୫ ।୮: କିଟ୍‍ ବିଶ୍ୱବିଦ୍ୟାଳୟରେ କିଟ୍‍-ଟେକ୍ନୋଲୋଜି ବିଜିନେସ୍‍ ଇନ୍‍କ୍ୟୁବେଟର (କିଟ-ଟିବିଆଇ)ର ନବମ ବାୟୋଟେକ୍‍ ଶିଳ୍ପ ସମାବେଶ-୨୦୨୩ ଶୁକ୍ରବାର ଉଦ୍‍ଘାଟିତ ହୋଇଛି। ଦୁଇଦିନ ଧରି ଚାଲିବାକୁ ଥିବା ଏହି ସମାବେଶର ବିଷୟବସ୍ତୁ ବାୟୋଟେକ୍ନୋଲୋଜି  ଏବଂ ଏହାର ପରିବର୍ଦ୍ଧିତ କ୍ଷେତ୍ର ରହିଥିବା ବେଳେ ଏଥିରେ ୩୦ରୁ ଉର୍ଦ୍ଧ ଶିଳ୍ପସଂସ୍ଥାର ମୁଖ୍ୟ ଯୋଗଦେଇଛନ୍ତି। ଏହି ଦୁଇଦିନିଆ ସମାବେଶରେ ୫ ପ୍ୟାନେଲ୍‍ ଆଲୋଚନା ଏବଂ ଶିଳ୍ପ ଏବଂ ବାୟୋଟେକ୍‍ ବିଶେଷଜ୍ଞଙ୍କ ମଧ୍ୟରେ ସମ୍ପର୍କ ଓ ବଢ଼ି ଚାଲିଥିବା ବାୟୋଟେକ୍‍ କ୍ଷେତ୍ର ପାଇଁ ଛାତ୍ରଛାତ୍ରୀଙ୍କୁ ପ୍ରାଦ୍ୟୋଗିକୀଜ୍ଞାନ ସମ୍ପନ୍ନ କରାଇବା ଉପରେ ୨୨ଟି ବକ୍ତୃତା କାର୍ଯ୍ୟକ୍ରମ ରହିଛି। ଉଦ୍‍ଘାଟନୀ ଉତ୍ସବରେ ସମାବେଶର ବିଷୟବସ୍ତୁ ଉପରେ ସୂଚନା ପ୍ରଦାନ କରି ପାଥ୍‍କାଇଣ୍ଡ ଡାଇଗ୍ନୋଷ୍ଟିକ୍‍ସର ପରିଚାଳନା ନିର୍ଦ୍ଦେଶକ ସଞ୍ଜୀବ ବଶିଷ୍ଠ କହିଲେ, ବାୟୋଟେକ୍‍ ଶିଳ୍ପକୁ ଏକ ନୂତନସ୍ତରରେ ପହଞ୍ଚାଇବା ପାଇଁ  ଶିଳ୍ପସଂସ୍ଥା ଓ ବାୟୋଟେକ୍ନୋଲୋଜି ବିଶେଷଜ୍ଞଙ୍କ ମଧ୍ୟରେ ନିରନ୍ତର ସହଯୋଗର ଆବଶ୍ୟକତା ରହିଛି। ସେ କହିଥିଲେ, ବୈଷୟିକ ସୁପର ପାୱାର ଭାବେ ସମଗ୍ର ବିଶ୍ୱରେ ଭାରତ ଖ୍ୟାତି ଅର୍ଜ୍ଜନ କରିବା ସହ ସୂଚନା ପ୍ରଯୁକ୍ତି ପର୍ଯ୍ୟବସିତ କ୍ଷେତ୍ରରେ ଏକ ଦୃଢ଼ ଆଧାର ମଧ୍ୟ ରହିଛି। ବାୟୋଟେକ୍‍ ଓ ପ୍ରଯୁକ୍ତିବିଦ୍ୟାର ମିଳିତ ସଂଶ୍ଳିଷ୍ଟରେ ସ୍ୱାସ୍ଥ୍ୟସେବା, ଖାଦ୍ୟ ଉତ୍ପାଦନ, ଡିଜିଟାଲ୍‍ ପ୍ରଶାସନ ସର୍ଜନା କ୍ଷେତ୍ରରେ ଭାରତ ବିଶ୍ୱର ଏକ ଅଗ୍ରଣୀ ଦେଶ ଭାବେ ଉଭା ହୋଇପାରିବ ବୋଲି ଶ୍ରୀ ବଶିଷ୍ଠ କହିଥିଲେ। ଇଏମପିଇ ଡାଇଗ୍ନୋଷ୍ଟିକ୍‍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାଗୁ ରାଘବେନ୍ଦ୍ର ଗୌଡ଼ କହିଲେ, ଭାରତରେ ଏବେ ୭୩୦ ବାୟୋଟେକ୍‍ କମ୍ପାନୀ ରହିଥିବା ବେଳେ ୫ଶହରୁ ଊର୍ଦ୍ଧ୍ୱ ସ୍ୱଦେଶୀ ଉତ୍ପାଦ ରହିଛି । କିନ୍ତୁ ବର୍ତ୍ତମାନ ସମୟରେ  ବାୟୋଟେକ୍‍ ଶିଳ୍ପ ଆହୁରି ନୂଆ ନୂଆ ସର୍ଜନା ଆବଶ୍ୟକ କରୁଛି। ଏଭଳି ସମାବେଶରୁ ଛାତ୍ରଛାତ୍ରୀମାନେ ନୂତନ ସର୍ଜନା ନିମନ୍ତେ ଚିନ୍ତାଧାରା ପାଇ ପାରିବା ସହ ଏ କ୍ଷେତ୍ରରେ ପ୍ରମୁଖ ଭୂମିକା ନେଇପାରିବେ ବୋଲି ସେ ମତ ପ୍ରକାଶ କରିଥିଲେ। ବାୟୋଟେକ୍‍ ଓ ଡିଜିଟାଲ୍‍ ଟେକ୍ନୋଲୋଜିର ଭବିଷ୍ୟତ ଉଜ୍ଜଳ ବୋଲି କିଟ୍‍ ବିଶ୍ୱବିଦ୍ୟାଳୟର ଉପକୁଳପତି ପ୍ରଫେସର ଶରଣଜିତ୍‍ ସିଂହ କହିଥିଲେ। ତେଣୁ ସମୟର ଆବଶ୍ୟକତାକୁ ଦେଖି ନିଜର ଦକ୍ଷତା ବୃଦ୍ଧି କରିପାରିଲେ ଭବିଷ୍ୟତରେ ଯେ କୌଣସି ସମ୍ଭାବନାର ସୁଯୋଗ ନେଇପାରିବେ ବୋଲି ସେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। କିଟ୍‍ ବିଶ୍ୱବିଦ୍ୟାଳୟର କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି ପ୍ରାରମ୍ଭିକ ସୂଚନା ପ୍ରଦାନ କରି ୧୭ବର୍ଷର ଯାତ୍ରା ମଧ୍ୟରେ କିଟ୍‍- ଟିବିଆଇ କିପରି ବୈଷୟିକ ଓ ଇନ୍‍କ୍ୟୁବେସନ୍‍ ପାଇଁ ଏକ ଅନନ୍ୟ ସ୍ଥାନ ପାଲଟିଛି ତାହା ଉପରେ ଆଲୋକପାତ କରିଥିଲେ।