ମହିଳାଙ୍କୁ ମାଣ୍ଡିଆ ଚାଷ ଓ ଉତ୍ପାଦକ ପ୍ରସ୍ତୁତି ପ୍ରଶିକ୍ଷଣ ଶିବିର  : Ommtv

ମହିଳାଙ୍କୁ ମାଣ୍ଡିଆ ଚାଷ ଓ ଉତ୍ପାଦକ ପ୍ରସ୍ତୁତି ପ୍ରଶିକ୍ଷଣ ଶିବିର  : Ommtv

ମହିଳାଙ୍କୁ ମାଣ୍ଡିଆ ଚାଷ ଓ ଉତ୍ପାଦକ ପ୍ରସ୍ତୁତି ପ୍ରଶିକ୍ଷଣ ଶିବିର  : Ommtv

ମହିଳାଙ୍କୁ ମାଣ୍ଡିଆ ଚାଷ ଓ ଉତ୍ପାଦକ ପ୍ରସ୍ତୁତି ପ୍ରଶିକ୍ଷଣ ଶିବିର  : Ommtv

 : ସୁସ୍ଥ ଓ ନିରୋଗି ରହିବା ପାଇଁ ଖାଦ୍ୟ ରେ ଗହମ ଚାଉଳ ବ୍ୟତୀତ ମିଲେଟ ବା ମାଣ୍ଡିଆ କୁ ଯୋଡିଲେଣି ଆଜିର ଯୁବପିଢ଼ି। କାରଣ ଖାଦ୍ୟ ଭିତରେ ବର୍ତମାନ ମାଣ୍ଡିଆ ସବୁଠାରୁ ସୁସ୍ଥ ଖାଦ୍ୟ ରୂପେ ଗଣା ଯାଉଛି l ଏହି ମାଣ୍ଡିଆ ବା ମିଲେଟକୁ ଲୋକଙ୍କ ନିକଟରେ କିପରି ଅଧିକରୁ ଅଧିକ ଭାବେ ପହଞ୍ଚା ଯାଇ ପାରିବ ସେଇ ଉଦେଶ୍ୟରେ ଇନ୍ଫୋସିଟି ଓ ହବରେ ଶତାଧିକ ଏସଚଜି ଏବଂ ଏଫପିଓ ମହିଳା ଉଦ୍ୟାଗୀଙ୍କୁ ନେଇ ମିଲେଟମୋର ଏଗ୍ରୋ ଇଣ୍ଡଷ୍ଟ୍ରିଜ୍ ପ୍ରାଇଭେଟ ଲିମିଟେଡ୍ ତରଫରୁ ଉଡାଣ ନାମରେ ଏକ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇଥିଲା । ଯାହାର ମୂଳ ଲକ୍ଷ ଥିଲା କିପରି ମାଣ୍ଡିଆକୁ ଲୋକାଭିମୁଖୀ କରାଯାଇପାରିବ। ସେଥିପାଇଁ ମାଣ୍ଡିଆ ରେ ଅନେକ ପ୍ରକାର ଉତ୍ପାଦକ କରୁଥିବା ଏହାର ପ୍ରତିଷ୍ଠାତା ତଥା ଯୁବ ଉଦ୍ୟଗୀ ବ୍ରଜକିଶୋର ସ୍ୱାଇଁ ଅତିଥିଭାବେ ଯୋଗଦେଇ ସମସ୍ତଙ୍କୁ ଏହାର ଉପକାରିତ ବିଷୟରେ ବୁଝାଇଥିଲେ।  ଦିନକୁ ୧୦ଟନ ରୁ ଅଧିକ ମାଣ୍ଡିଆ ପ୍ରସ୍ତୁତ କରିପାରୁଥିବା କ୍ଷମତା ବିଷୟରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମରେ ଅନୁଷ୍ଠାନର ନିର୍ଦ୍ଦେଶକ ସୁସିଲ କୁମାର ଦାସ, ସାଧାରଣ ପରିଚାଳକ ଶ୍ରେଶ ଲେଙ୍କା, ଏବଂ ମାନବ ସମ୍ବଳ ଓ ବ୍ୟବସାୟ ସହଭାଗୀ ଶ୍ରୀମତୀ ସୁମିତ୍ରା ସାହୁ ଅଂଶ ଗ୍ରହଣ କରି ଭବିଷ୍ୟତ ଦିନରେ ସେମାନେ ୫୦୦ରୁ ଅଧିକ ଏଫପିଓ ସହିତ ଯୋଡି ହବା ପାଇଁ ଯୋଜନା କରିଥିବାର ପ୍ରକାଶ କରିଥିଲେ । ଏଥିସହ ସମ୍ମାନଜନକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍ ଏବଂ “ଓଡିଶା ମିଲେଟ ମିଶନ” କୁ ଜାତୀୟ ସ୍ତରରେ ମାଣ୍ଡିଆ ର ଅଭିବୃଦ୍ଧିର ପଥ ଦେଖାଇବା ପାଇଁ ଅନୁଷ୍ଠାନ ପକ୍ଷରୁ ଧନ୍ୟବାଦ ଅର୍ପଣ କରାଯାଇଥିଲା। କାର୍ଯ୍ୟକ୍ରମରେ ହର ପ୍ରସାଦ, କୁମୁଦିନୀ ସ୍ଵାଇଁ, ଆଶିଷ୍ ଝା ଏବଂ ପ୍ରଭାବର ମହାନ୍ତି ଯୋଗଦେଇ ମାଣ୍ଡିଆ ଚାଷୀମାନଙ୍କୁ ଉତ୍ସାହିତ କରିଥିଲେ।

Today's youth have added millet or mandia to their diet in addition to wheat and rice to stay healthy. Because Mandia is currently considered as the healthiest food in the world. In order to make this Mandia or millet more accessible to the people, a training camp was organized by Milletmore Agro Industries Pvt. . How can Mandya be made populist, whose origin was lakhs? That's why in Mandia That's why its founder and young entrepreneur Brajkishore, who has many types of products in Mandia, attended as a guest and explained to everyone about its benefits. He discussed the capacity to produce more than 10 tons of mandia per day. Institute Director Susil Kumar Das, General Manager Shresh Lenka, and Human Resource and Business Partner Ms. Sumitra Sahu participated in the program and revealed that they plan to connect with more than 500 FPOs in the future. Also Hon'ble Chief Minister In addition, honorable Chief Minister Naveen Patnaik, 5 Chairman VK Pandian and "Odisha Millet Mission" were thanked by the institute for showing the path of growth of Mandia at the national level. Har Prasad, Kumudini Swayku, Ashish Jha and Efheer Mohanty participated in the program and encouraged the farmers of Mandia.