Celebrations Break Out In KIIT-KISS Campuses on Chandrayaan-3’s Moon Landing : Ommtv

Celebrations Break Out In KIIT-KISS Campuses on Chandrayaan-3’s Moon Landing : Ommtv

Celebrations Break Out In KIIT-KISS Campuses on Chandrayaan-3’s Moon Landing : Ommtv

Celebrations Break Out In KIIT-KISS Campuses on Chandrayaan-3’s Moon Landing : Ommtv

 

Bhubaneswar, Aug 23: Exuberant celebrations filled the air within the KIIT and KISS campuses on Wednesday evening as students came together to mark the historic achievement of Chandrayaan-3's successful landing on the Moon's surface.

 

As the lunar mission made its gentle descent onto the Moon and touched down on the lunar surface, the live visuals of which were being streamed on television screens, more than 60,000 students of KIIT and KISS broke into spontaneous celebration. Their enthusiasm knew no bounds as they cheered, shared greetings, and exchanged sweets in a jubilant atmosphere.

 

In keeping with the wishes of the Founder Dr. Achyuta Samanta, the administrations of KIIT and KISS had made elaborate arrangements to enable students, faculty, and staff to witness the historic event in real-time. Across the campuses, digital display boards attracted large gatherings of students who had, like the rest of the nation, anxiously awaited this historic moment.

 

Earlier on that day, students from KIIT and KISS had actively engaged in various activities leading up to the landing, extending their heartfelt best wishes to the ISRO scientists behind the momentous lunar mission. The campuses adorned themselves with the national Tricolor, and the corridors echoed chants of unity and patriotism, such as 'Om' and 'Bharat Mata Ki Jai'.

 

At KISS, students took part in rituals like "puja" and "yajna" at the revered Jagannath Temple (Bani Kshetra), sending their best wishes to the dedicated scientists and experts. Teachers from KISS joined their students in extending well wishes to the scientific community involved in this remarkable lunar endeavour. 

 

ଚନ୍ଦ୍ରଯାନ-୩ର ସଫଳ ଅବତରଣ

କିଟ୍ ଓ କିସ୍ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଖୁସିର ଲହରୀ

ଭୁବନେଶ୍ୱର ୨୩ ।୮: ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରଯାନ-୩ ସଫଳ ଅବତରଣ କରିଛି । ବୁଧବାର ନିର୍ଦ୍ଧାରିତ ସମୟରେ ଏହା ଅବତରଣ କରିଥିବା ବେଳେ ଏହି ପ୍ରକ୍ରିୟାର ସିଧା ପ୍ରସାରଣ ଦେଖିବା ପାଇଁ କିଟ୍‍ ଓ କିସ୍‍ର ବିଭିନ୍ନ ଅଡିଟୋରିୟମରେ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା । ଛାତ୍ରଛାତ୍ରୀମାନେ ଏହାର ସିଧା ପ୍ରସାରଣ ଦେଖି କିଟ୍‍ର ୩୦ ହଜାର ଛାତ୍ରଛାତ୍ରୀ ଓ କିସ୍‍ର ୩୦ ହଜାର ଛାତ୍ରଛାତ୍ରୀଙ୍କ ମଧ୍ୟରେ  ବେଶ ଉତ୍ସାହ ଓ ଅନନ୍ଦ ଦେଖିବାକୁ ମିଳିଥିଲା । ‘ଭାରତମାତା କି ଜୟ’ ନାରାରେ ସମଗ୍ର କ୍ୟାମ୍ପସ ପ୍ରକମ୍ପିତ ହୋଇଥିଲା ।  ଭାରତୀୟ ବୈଜ୍ଞାନିକ ଏବଂ ଇସ୍ରୋର ଜୟଜୟକାର କରିଥିଲେ । ସକାଳେ ଉଭୟ କିଟ୍‍ ଓ କିସ୍‍ ଛାତ୍ରଛାତ୍ରୀମାନେ ଚନ୍ଦ୍ରଯାନ-୩ର ସଫଳ ଅବତରଣ କାମନା କରି ଶୁଭ ମନାସିଥିଲେ । କିସ୍‌ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା ସହ ହୋମ, ବେଦ ପାଠ ଏବଂ ଦୀପ ଦାନ ଆଦି ଆୟୋଜନ କରାଯାଇଥିଲା ।  କିସ୍‌ର ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀମାନେ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପୂଜାର୍ଚ୍ଚନା କରି ଚନ୍ଦ୍ରଯାନର ସଫଳ ଅବତରଣ କାମନା କରିଥିଲେ । ସ୍କୁଲ ପରିସରରେ ଚନ୍ଦ୍ରଯାନ-୩ର ଏକ ମଡେଲ ରଖି ଛାତ୍ରଛାତ୍ରୀମାନେ ଠାକୁରଙ୍କ ପୂଜାର୍ଚ୍ଚନା କରିଥିଲେ । ଦେଶର ବୈଜ୍ଞାନିକଙ୍କ ଉପରେ ସମ୍ପୂର୍ଣ୍ଣ ଭରସା ରହିଥିବା ଛାତ୍ରଛାତ୍ରୀମାନେ ପ୍ରକାଶ କରିଥିଲେ । କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ପରାମର୍ଶ କ୍ରମେ ଛାତ୍ରଛାତ୍ରୀଙ୍କୁ ଚନ୍ଦ୍ରଯାନ ଅବତରଣର ସିଧା ପ୍ରସାରଣ ପ୍ରଦର୍ଶନର ବନ୍ଦୋବସ୍ତ କରାଯାଇଥିଲା । ଏଥି ପାଇଁ ଛାତ୍ରଛାତ୍ରୀମାନେ ଶ୍ରୀ ସାମନ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ।