DAV, KALINGA NAGAR CELEBRATED ITS ANNUAL DAY : Ommtv
ଡିଏଭି କଳିଙ୍ଗ ନଗରର ବାର୍ଷିକୋତ୍ସବ “ରୌପ୍ୟାୟନମ୍” ପାଳିତ : Ommtv
ଡିଏଭି କଳିଙ୍ଗ ନଗରର ବାର୍ଷିକୋତ୍ସବ “ରୌପ୍ୟାୟନମ୍” ପାଳିତ : Ommtv
(ଡିଜିଟାଲ୍ ଶିକ୍ଷା ବ୍ୟବସ୍ଥାକୁ ସଫଳ କରିବାରେ ଡିଏଭି ବିଦ୍ୟାଳୟସମୂହର ଭୂମିକା ଗୁରୁତ୍ୱପୂର୍ଣ୍ଣ)
ଭୁବନେଶ୍ୱର ୧୯.୧୨: ଡିଏଭି କଳିଙ୍ଗ ନଗରର ୨୫ତମ ପୂ ିର୍ ଉପଲକ୍ଷେ ରୈାପ୍ୟଜୟନ୍ତୀ ପାଳନ ଅବସରରେ ବାର୍ଷିକୋତ୍ସବ ‘ରୈାପ୍ୟାୟନମ୍’ ପାଳିତ ହୋଇଯାଇଛି । ଏହି ବର୍ଣ୍ଣାଢ୍ୟ ଉତ୍ସବରେ ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ଏବଂ ମୁଖ୍ୟ ମନ୍ତ୍ରୀଙ୍କ ପ୍ରମୁଖ ଉପଦେଷ୍ଟା (ଶିକ୍ଷା ବିଭାଗ) ତଥା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଚେୟାରମ୍ୟାନ ଶ୍ରୀ ଉପେନ୍ଦ୍ର ତ୍ରିପାଠୀ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ । ଆଧୁନିକ କଳାକୌଶଳ ଶିକ୍ଷାର ମାନକୁ ଡିଜିଟାଲ୍ ପ୍ଲାଟଫର୍ମ ମାଧ୍ୟମରେ ଉନ୍ନତ କରିଛି ଏବଂ ନେଟ୍ ଜିରୋ କ୍ୟାମ୍ପସ୍ ବ୍ୟବସ୍ଥାରେ ଡି.ଏ.ଭି ରାଜ୍ୟର ସର୍ବୋଚ୍ଚ ସ୍ଥାନରେ ଉପନୀତ ବୋଲି ମୁଖ୍ୟ ଅତିଥି ନିଜ ଅଭିଭାଷଣରେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଡିଏଭିର ଆ ଳିକ ନିର୍ଦ୍ଦେଶକ ଡ. କେଶବ ଚନ୍ଦ୍ର ଶତପଥିଙ୍କୁ ସମ୍ବର୍ଦ୍ଧିତ ଏବଂ “କଫି ଟେବଲ ବୁକ୍” ର ଶୁଭ ଉନ୍ମୋଚନ କରାଯାଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ବିପିନ କୁମାର ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ । ବିଦ୍ୟାଳୟର ଚେୟାରମ୍ୟାନ ଶ୍ରୀ ମଦନ ମୋହନ ପଣ୍ଡା ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ନିଜର ସ୍ୱାଗତ ଅଭିଭାଷଣରେ ଉତ୍ତମ ଶିକ୍ଷା, ପାରିବାରିକ ସଂସ୍କାର ଓ ଶୃଙ୍ଖଳା ଜ୍ଞାନ ସଂପର୍କରେ ପିଲାମାନଙ୍କୁ ଉପଦେଶ ଦେବାକୁ ଅଭିଭାବକମାନଙ୍କୁ ପରାମର୍ଶ ଦେଇଥିଲେ । ଏହି ଉତ୍ସବରେ ଅନ୍ୟତମ ଅତିଥିଭାବେ ବିଦ୍ୟାଳୟର ମ୍ୟାନେଜର ଡ. ଭାଗ୍ୟବତୀ ନାୟକ, ଡିଏଭି ଚନ୍ଦ୍ରଶେଖରପୁରର ଭାଇସ୍ ଚେୟାରମ୍ୟାନ ଶ୍ରୀଯୁକ୍ତ ଶରତ ଚନ୍ଦ୍ର ମିଶ୍ର, ଡିଏଭି ଆଞ୍ଚଳିକ ଜୋନ୍-‘ସି’ର ସହ ନିର୍ଦ୍ଦେଶିକା ତଥା ଡିଏଭି ପୋଖରୀପୁଟର ଅଧ୍ୟକ୍ଷା ଡ. ସୁଜାତା ଏବଂ ଡିଏଭି ଆଞ୍ଚଳିକ ଜୋନ୍ – ‘ଇ’ର ସହ ନିର୍ଦ୍ଦେଶିକା ତଥା ଡିଏଭି ୟୁନିଟ୍ – ୮ର ଅଧ୍ୟକ୍ଷା ଈପ୍ସିତା ଦାସ, ପ୍ରତିଭା ମିଶ୍ର, ବସନ୍ତ ମଞ୍ଜରୀ ଶତପଥୀ, ମିନାକ୍ଷୀ ସାହୁ ଓ ବିଭିନ୍ନ ଡିଏଭିର ଅଧ୍ୟକ୍ଷଅଧ୍ୟକ୍ଷା ଓ ଶିକ୍ଷକଶିକ୍ଷୟିତ୍ରୀମାନେ ଯୋଗ ଦେଇଥିଲେ । ଚଳିତ ଶିକ୍ଷାବର୍ଷର ସ୍କୁଲର ବେଷ୍ଟ ଅଲରାଉଣ୍ଡର ଭାବେ କ୍ରିଷ୍ଣପ୍ରିୟା ଅଗ୍ରୱାଲ୍, ଶ୍ରେଷ୍ଠ ଚିତ୍ରକାର ଭାବେ ପାୟୋସ୍ନୀ ମିଶ୍ରଙ୍କୁ ନରେନ୍ଦ୍ର ଗିରି ସ୍ମାରକୀ ପୁରସ୍କାର, ୨୦୨୧-୨୨ ବର୍ଷରେ ସର୍ବାଧିକ ନମ୍ବର ରଖି ସ୍କୁଲକୁ ଗୌରବାନ୍ୱିତ କରିଥିବା ଛାତ୍ରୀ ଈପ୍ସିତା ପାତ୍ରଙ୍କ ପିତାମାତାଙ୍କୁ ବେଷ୍ଟ ପ୍ୟାରେଣ୍ଟସ୍ ଅଫ୍ ଦ ଇୟର ପୁରସ୍କାର ଏହା ସହିତ ବିଭିନ୍ନ କ୍ଷେତ୍ରରେ ସଫଳତା ଅର୍ଜନ କରିଥିବା ବିଦ୍ୟାଳୟର କୃତୀ ଛାତ୍ରଛାତ୍ରୀ ତଥା ଶିକ୍ଷକଶିକ୍ଷୟିତ୍ରୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ବିଦ୍ୟାଳୟ ଓ ଅଭିଭାବକମାନଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କରିବା ନିମନ୍ତେ ଆୟୋଜିତ କ୍ରିକେଟ୍ ଏବଂ ଝୋଟି ପ୍ରତିଯୋଗିତାରେ ବିଜୟୀ ଅଭିଭାବକମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା । ଚଳିତ ବର୍ଷ ୮୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଚିତ୍ତାକର୍ଷକ ସାସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ କରାଯାଇଥିଲା । ବିଦ୍ୟାଳୟର ପର୍ଯ୍ୟବେକ୍ଷକପର୍ଯ୍ୟବେକ୍ଷିକା, ଶିକ୍ଷକଶିକ୍ଷୟିତ୍ରୀ, ଅଭିଭାବକ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି କରତାଳିରେ କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ବରିଷ୍ଠ ପର୍ଯ୍ୟବେକ୍ଷିକା ଦୀପାଞ୍ଜଳି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
DAV, KALINGA NAGAR CELEBRATED ITS ANNUAL DAY : Ommtv
SILVERY JOURNEY SAGA CULMINATES IN ‘ROUPYAAYANAM’
Bhubaneswar, 19.12- DAV Public School celebrated its annual day “ROUPYAAYANAM” amidst great zest, enthusiasm and jubilation with a distinct spark given to the occasion to mark its glorious journey for twenty-five years. Shri Upendra Tripathy, IAS (Retd.), Principal Advisor (Education) to the Chief Minister and Chairman, Odisha Adarsh Vidyalaya was the Chief Guest on the occasion. In the formal meeting organized in this connection,
Chairman of the school Sj Madan Mohan Panda delivered the welcome address which recounted the long struggle that the school had to pass through in order to reach its present stature while Principal Mr Bipin Kumar Sahoo presented the annual report that echoed with the glorious achievements of the students in different spheres highlighting the glorious trajectory of the school from its humble beginning to its majestic presence till date. In his address to the audience, the chief guest emphasised on the important role played by school in general and DAV institutions in particular in providing quality education to students and for their upliftment in all spheres of excellence. Regional Director Dr. K.C. Satapathy commended the steady growth of the school in all areas of academic brilliance and reaffirmed that DAV institutions of the zone are committed to their goal of providing quality education to its students. On this occasion, the chief guest and other dignitaries felicitated the meritorious students as well as their parents for their contribution and unveiled the ‘Coffee Table Book’ released to mark the silver jubilee of the Alma mater. Mr. Satyabrata Patra and Mrs.Mahasweta Patra, parents of Miss Ipsita Patra the highest scorers in the AISSCE-2021-22, were awarded ‘Parents of the Year Award’. Miss Abha Priyadarshini Best Girl Child for the session was awarded with ‘Asha Memorial Award’ while Miss Krishna Jena and Miss Krishnapriya Agarwal- Best All-Rounder of classes X and XII for the session 2021-22 were honoured with ‘J.P. Memorial Award and Best All-Rounder award respectively. It was followed by a colourful cultural extravaganza meticulously presented by more than 800 students from L.K.G to XII. The dignitaries present on the occasion includes the former Chairman of the school and Vice Chairman of DAV Public School, Chandrasekharpur, Sj Sarat Chandra Misra, Founder Principal and Regional Director, DAV Institutions, Odisha, Dr K.C Satapathy, Manager of the school Dr Bhagaybati Nayak, ARO, Dr (Ms) Sujata Sahoo, Mrs Ipsita Das, Principals of DAV Public schools of Bhubaneswar and Cuttack, Members of PTCC and School Managing Committee. Mrs Dipanjali Sahu, Senior Academic Supervisor rendered the vote of thanks at the end of the meeting.The celebration was a great success and this was made possible by the whole-hearted support and co-operation of all the students and staff members.