ଅଷ୍ଟମ ଅନ୍ତର୍ଜାତୀୟ ଯୋଗ ଦିବସରେ ମାନବିକତା ପାଇଁ ଯୋଗର ବାର୍ତ୍ତା ଉଦେଶ୍ୟ ରେ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ଦ୍ୱାରା ଏକାଧିକ ଉତ୍ସବ ପାଳିତ |

ଶ୍ରୀ ବିଶ୍ୱବିଦ୍ୟାଳୟ ସହଯୋଗ ରେ କୋଣାର୍କ ସୂର୍ଯ୍ୟ ମନ୍ଦିରରେ ଅଷ୍ଟମ ଆନ୍ତର୍ଜାତୀୟ ଯୋଗ ଦିବସ ଯାହାକି ଆୟୁଷ ମନ୍ତ୍ରଣାଳୟ ,ପୂର୍ବ ତଟ ରେଳବାଇ, ରେଳ ମନ୍ତ୍ରଣାଳୟ, ଭାରତୀୟ ପୋଷ୍ଟ ଏବଂ ଅନ୍ୟାନ୍ୟ ସଂଗଠନଗୁଡିକ ଦ୍ୱାରା ଆୟୋଜିତ ହୋଇଯାଇଛି |

ଅଷ୍ଟମ ଅନ୍ତର୍ଜାତୀୟ ଯୋଗ ଦିବସରେ ମାନବିକତା ପାଇଁ ଯୋଗର ବାର୍ତ୍ତା ଉଦେଶ୍ୟ ରେ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ଦ୍ୱାରା  ଏକାଧିକ ଉତ୍ସବ ପାଳିତ |

ଅଷ୍ଟମ ଅନ୍ତର୍ଜାତୀୟ ଯୋଗ ଦିବସରେ ମାନବିକତା ପାଇଁ ଯୋଗର ବାର୍ତ୍ତା ଉଦେଶ୍ୟ ରେ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ଦ୍ୱାରା

ଏକାଧିକ ଉତ୍ସବ ପାଳିତ |

ଭୁବନେଶ୍ବର, (ଓମ): ଶ୍ରୀ ବିଶ୍ୱବିଦ୍ୟାଳୟ ସହଯୋଗ ରେ କୋଣାର୍କ ସୂର୍ଯ୍ୟ ମନ୍ଦିରରେ ଅଷ୍ଟମ ଆନ୍ତର୍ଜାତୀୟ ଯୋଗ ଦିବସ ଯାହାକି ଆୟୁଷ
ମନ୍ତ୍ରଣାଳୟ ,ପୂର୍ବ ତଟ ରେଳବାଇ, ରେଳ ମନ୍ତ୍ରଣାଳୟ, ଭାରତୀୟ ପୋଷ୍ଟ ଏବଂ ଅନ୍ୟାନ୍ୟ ସଂଗଠନଗୁଡିକ ଦ୍ୱାରା ଆୟୋଜିତ
ହୋଇଯାଇଛି | ଏହି ପରିପେକ୍ଷା ରେ ଆଜାଡି କା ଅମୃତ ମହୋତ୍ସବ; କାର୍ଯ୍ୟକ୍ରମ ଅନ୍ତର୍ଗତ ମନୋନୀତ ୭୫ ଟି ଐତିହା ସ୍ଥାନ ମଧ୍ୟରୁ
କୋଣାର୍କ ସୂର୍ଯ୍ୟ ମନ୍ଦିରରେ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ସାଧାରଣ ଯୋଗ ପ୍ରୋଟୋକଲ୍ ପରିଚାଳନା କରିଥିଲେ| କୋଣାର୍କ ମନ୍ଦିରରେ ଏହି
କାର୍ଯ୍ୟକ୍ରମ ସକାଳ ୬ ଟାରୁ ୮ .୩୦ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ପ୍ରାୟ ୨ ,୮ ୦୦ ରୁ ଉର୍ଦ୍ଧ ଲୋକ କେନ୍ଦ୍ର ସରକାରୀ
ଅନୁଷ୍ଠାନ, ସାଧାରଣ ନାଗରିକ, ଛାତ୍ର ଏବଂ ବିଶେଷଜ୍ଞ ଅଂଶଗ୍ରହଣ କରିଥିଲେ । ବିଶାଳ ସମାବେଶ ରେ ରେଳ ,ଯୋଗାଯୋଗ ଏବଂ
ଇଲେକ୍ଟ୍ରୋନିକ୍ସ ,କେନ୍ଦ୍ର ମନ୍ତ୍ରୀ ଶ୍ରୀ ଅଶ୍ୱନୀ ବୈଷ୍ଣବ ,ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି, ଡ ରାଜଶ୍ରୀ ମଲ୍ଲିକ, ମାନ୍ୟବର ସାଂସଦ
(ଲୋକସଭା); ଶ୍ରୀ ତୁଷାରକାନ୍ତୀ ବେହେରା, ମାନ୍ୟବର ମନ୍ତ୍ରୀ, ଇଲେକ୍ଟ୍ରୋନିକ୍ସ, ଆଇଟି , ଯୁବ ଓ କ୍ରୀଡା ବ୍ୟପାର;ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର
କୁଳପତି ପ୍ରଫେସର ବି ଆର ଶର୍ମା , ଶ୍ରୀ ଶରଦ କୁମାର ଶ୍ରୀବାସ୍ତବ, ଜେନେରାଲ୍ ମ୍ୟାନେଜର (ଇନ ଚାର୍ଜ ), ପୂର୍ବ ତଟ ରେଳପଥ ସମ୍ମାନିତ
ଅତିଥି ଭାବେ ଯୋଗ ଦେଇଥିଲେ | ସ୍ୱାସ୍ଥ୍ୟ ଏବଂ ସୁସ୍ଥତା ବିଭାଗର ସହକାରୀ ପ୍ରଫେସର ଡ।ଶ୍ରୀମତୀ ପ୍ରତୀଭା ଶ୍ରୀ ଓ ଏ ମେ
(ଯୋଗ) ର ଛାତ୍ରୀ ଚୈତନୟା ତ୍ରିପାଠୀ ଏହା ପରିଚାଳନା କରିଥିଲେ| ବିଶ୍ୱବିଦ୍ୟାଳୟର ଏହି କାର୍ଯ୍ୟକ୍ରମ ପାଇଁ ସହକାରୀ ପ୍ରଫେସର
ଡ ଦୀନେଶ ସ୍ୱାଇଁ ଏବଂ ମ୍ୟାନେଜର ଅପରେସନ ଡ଼ ମଳୟ ମଲ୍ଲ ଅପେରସନସ ସଂଯୋଜନା କରିଥିଲେ
ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟରେ ଯୋଗ ର ଏକ ବିଭିନ୍ନ ପ୍ରାଧାନ୍ୟ ରହିଛି ଯୋଗ ଏକ ସାଧାରଣ ସୂତ୍ର ଯାହା ସାମଗ୍ରିକ ଶିକ୍ଷା ପ୍ରଦାନ ଲକ୍ଷର ଏକ
ଅଂଶ ଭାବରେ ଏଠି ଅଧ୍ୟୟନରତ ଛାତ୍ର ଛାତ୍ରୀ ମାନେ ପ୍ରତ୍ୟେକ ଦିନ ଅଭ୍ୟାସ କରନ୍ତି | ଆମେ କେବଳ ନିଜ ପାଇଁ ପ୍ରତିବଦ୍ଧ ନୁହଁ ବରଂ
ଅନେକଙ୍କ ନିକଟରେ ପହଂଚିବା ଏବଂ ସାମଗ୍ରିକ କଲ୍ୟାଣର ଏକ ଇକୋସିଷ୍ଟମ ସୃଷ୍ଟି କରିବାରେ ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିଛୁ | ଶ୍ରୀ ଶ୍ରୀ
ବିଶ୍ୱବିଦ୍ୟାଳୟ, ସ୍ୱାସ୍ଥ୍ୟ ସୁସ୍ଥତା ବିଭାଗ ତତ୍ଵଵେବଧାନ ରେ ସକାଳ ୬ ଘଟିକା ରୁ ୮ ଘଟିକା ପର୍ଯ୍ୟନ୍ତ ବିଶ୍ୱବିଦ୍ୟାଳୟରେ ସାଧାରଣ ଯୋଗ
ପ୍ରୋଟୋକଲ୍ ପାଳନ କରାଯାଇଥିଲା | ୩୦୦ ଛାତ୍ର ଛାତ୍ରୀ ଓ କର୍ମଚାରୀ ଯୋଗ ଅଭ୍ୟାସ କରିଥିଲେ | |ଅନେକ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର
ପ୍ରଶିକ୍ଷକମାନେ କଟକ ଓ ଭୁବନେଶ୍ୱର ର ବିଭିନ୍ନ ଅନୁଷ୍ଠାନରେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ | ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ,
ଓଡ଼ିଶା, କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ଫୋର୍ସ (ସିଏସ୍ଏଫ୍) , ମୁଣ୍ଡାଲି, ଓଡିଶା ହାଇଡ୍ରୋ ପାୱାର୍ କର୍ପୋରେସନ୍ ଇତ୍ୟାଦି
ଅନ୍ତର୍ଭୁକ୍ତ ବିଶ୍ୱବିଦ୍ୟାଳୟ ଏହାର ଛାତ୍ର ଛାତ୍ରୀ ଓ ସମାଜର ସ୍ୱାସ୍ଥ୍ୟ ଓ ନିରନ୍ତର କଲ୍ୟାଣ ପାଇଁ ଉଦ୍ୟମ କରୁଛି