ଅନ୍ତରାଷ୍ଟ୍ରୀୟ ସୁନ୍ଦରୀ ପ୍ରତିଯୋଗିତା  : ଓମଟିଭି

ଓଡ଼ିଶା ରେ କିଛି ନୁତନ ସଂକଳ୍ପ ଓ ବିକଳ୍ପ ର ଆଶା ନେଇ ଓଡ଼ିଶା ରାଜ୍ୟର ରାଜଧାନୀରେ ଆପଣଙ୍କ ସମସ୍ତ କଂ ପାଇଁ ଏକ ନୁତନ ଭାବେ  MR & MISS INDIA GLOBE  (ODISHA) 2022  ରେ ଅୟୋଜିତ କରିବାକୁ ଯାଉଅଛି । ଏହା ଅନ୍ତରାଷ୍ଟ୍ରୀୟ ସ୍ତର ରେ ଏହାର 9TH (ନବମ) ଅବଦାନ ହୋଇଥିବା ବେଳେ ଓଡିଶା ରେ ପ୍ରଥମ ଥର ପାଇଁ ଆପଣଙ୍କ ସମୁଖ ରେ ଏକ ନୁତନ ଆଶା ନେଇ ଆଯୋ

ଅନ୍ତରାଷ୍ଟ୍ରୀୟ ସୁନ୍ଦରୀ ପ୍ରତିଯୋଗିତା  : ଓମଟିଭି

ଅନ୍ତରାଷ୍ଟ୍ରୀୟ ସୁନ୍ଦରୀ ପ୍ରତିଯୋଗିତା  : ଓମଟିଭି

ଭୁବନେଶ୍ବର,: (ଓମ): ଓଡ଼ିଶା ରେ କିଛି ନୁତନ ସଂକଳ୍ପ ଓ ବିକଳ୍ପ ର ଆଶା ନେଇ ଓଡ଼ିଶା ରାଜ୍ୟର ରାଜଧାନୀରେ ଆପଣଙ୍କ ସମସ୍ତ କଂ ପାଇଁ ଏକ ନୁତନ ଭାବେ  MR & MISS INDIA GLOBE  (ODISHA) 2022  ରେ ଅୟୋଜିତ କରିବାକୁ ଯାଉଅଛି । ଏହା ଅନ୍ତରାଷ୍ଟ୍ରୀୟ ସ୍ତର ରେ ଏହାର 9TH (ନବମ) ଅବଦାନ ହୋଇଥିବା ବେଳେ ଓଡିଶା ରେ ପ୍ରଥମ ଥର ପାଇଁ ଆପଣଙ୍କ ସମୁଖ ରେ ଏକ ନୁତନ ଆଶା ନେଇ ଆଯୋଜିତ କରାଯାଇଅଛି । ଇଛୁକ ପ୍ରାର୍ଥୀମାନେ ନିମ୍ନରେ ଦିଆଯାଇଥିବା ମୋବାଇଲ  ନମ୍ବର ରେ ସଂମ୍ପର୍କ କରିପାରିବେ "        +91-8984720549 , +91-9777794572 , &  +91-7008086477                 1 * ସ୍ଥାନ ଭୂବନେଶ୍ୱର                2 * ଏଥିରେ ଉଭୟ ବାଳକ ଓ ବାଳିକା ( ଅବିବାହିତ ) ନାମ ପଞ୍ଜୀକରଣ କରିପାରିବେ             3 * ଏହି କାର୍ଯ୍ୟକ୍ରମ ରେ ଚୟନ ପ୍ରକ୍ରିୟା 3ଟି ସ୍ତର ଥାଏ କରାଯିବ।             ଯଥା (କ) * ପ୍ରତିଭା  ପ୍ରଦର୍ଶନ ପର୍ଯାୟ              (ଖ) * ପ୍ରଶ୍ନ ଓ ଉତ୍ତର ପର୍ଯାୟ             (ଗ) *ସୌନ୍ଦର୍ଯ୍ଯ ପ୍ରଦର୍ଶନ ପ୍ରତିଭା ର ସମସ୍ତ ପ୍ରକ୍ରିୟା କୁ ଭିତ୍ତି କରି ସେଥିରେ ମନୋନୀତ ପ୍ରାଥି ମାନଙ୍କୁ ରାଷ୍ଟ୍ରୀୟ ସ୍ତରରେ ନିଜ ରାଜ୍ୟ ଓ ଦେଶ କୁ ନିଜ କଳାର ପ୍ରତିଭା କୁ ଓପସ୍ଥାପନ କରିବା ର ସୁଯୋଗ ଦିଆଯିବ। ଏତତ୍ ବ୍ୟତୀତ ଏହି କାର୍ଯ୍ୟକ୍ରମ ରେ ପଞ୍ଜିକରଣ କରିଥିବା ସମସ୍ତ ପ୍ରାର୍ଥୀ ( ବାଳକ ଓ ବାଳିକା ) ମାନଙ୍କୁ ଓଡ଼ିଆ ର ସିନେ ଜଗତର " ଚଳଚ୍ଚିତ୍ର, ଧାରାବାହିକ, ଖୁଦ୍ର ଧାରାବାହିକ, ଗୀତ,  ଚିତ୍ର-ଗୀତ,  ବିଜ୍ଞାପନ, ଖୁଦ୍ର ଚଳଚ୍ଚିତ୍ର, ଆଧୁନିକ ଗୀତ, WEB-SERIES ( ପ୍ରତୀଭା ଅନୁଯାଇ ) ଭଜନ ଓ ପ୍ରାଥୀ / ପ୍ରାଥୀନି ର ସୌନ୍ଦର୍ଯ୍ଯ ଜଗତର ଉପସ୍ଥାପନା କୁ ନେଇ ଯୁକ୍ତ ଯୁକ୍ତିଯୁକ୍ତ ସ୍ଥାନରେ ମନୋନୀତ କରାଯିବ ( ସର୍ତ୍ତାବଳୀ ) ଲାଘୁ।                          ଅଧିକ / ଅନ୍ଯାନ୍ଯ / କାର୍ଯ୍ୟକ୍ରମ ସୁଚନା ନିମନ୍ତେ ସଂପର୍କ  *  +91-7008086477 , +91-9777794572, +91-8984720549 ଯୋଗାଯୋଗ କରିବାକୁଅନୁରୋଧ.