Nirman Sramika Samilani : Ommtv

Nirman Sramika Samilani

Nirman Sramika Samilani  : Ommtv

(Dhenkanal Shashikant Gadnaik) On behalf of Dhenkanal District Labor Department, Hindul Block Level Construction Workers Conference was held today at Damini Plaza Hall in Rasod. As the chief guest, Hindu activist Samarani Nayak, as the keynote speaker, as the chief speaker, as the chief speaker, as the chief speaker, the chief guest was the block vice-president Barun Kumar Sir, as the guest of honor, and the labor leader Basudev Sahu Pramukh gave a speech on various welfare schemes for the construction workers of the government.The meeting was held under the chairmanship of the president of Hindu Construction Workers Union, Trilochan Sathappana, and the coordination of District Labor Department Officer, Laksha Dalei. The chief guest distributed new identity cards and financial assistance and equipment to the workers. More than 300 construction workers of Hindul block participated in it. District Deputy Labor Officer, Khaldhar Barala gave vote of thanks. Pramod Behera, editor of Hindu Construction Workers Union, worker Ganeshwar Behera conducted the major program.

(ଢେଙ୍କାନାଳ ଶଶିକାନ୍ତ ଗଡନାୟକ) ଢେଙ୍କାନାଳ ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ଆଜି ହିନ୍ଦୋଳ ବ୍ଲକ୍ ସ୍ତରୀୟ ନିର୍ମାଣ ଶ୍ରମିକ ସମ୍ମିଳନୀ ରାସୋଳ ସ୍ଥିତ ଦାମିନୀ ପ୍ଲାଜା ହଲ୍ ରେ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ,ମୁଖ୍ୟ ବକ୍ତା ଭାବେ ହିନ୍ଦୋଳ ବ୍ଲକ ଅଧ୍ୟକ୍ଷା ସସ୍ମିତା ରାଣୀ ନାୟକ, ସମ୍ମାନିତ ଅତିଥି ଭାବେ ବ୍ଲକ୍ ଉପାଧ୍ୟକ୍ଷ ବରୁଣ କୁମାର ସର,ଶ୍ରମିକ ନେତା ବାସୁଦେବ ସାହୁ ପ୍ରମୂଖ ଯୋଗ ଦେଇ ସରକାର ଙ୍କ ନିର୍ମାଣ ଶ୍ରମିକ ମାନଙ୍କ ପାଇଁ ବିଭିନ୍ନ କଲ୍ଯାଣ ମୂଳକ ଯୋଜନା ଉପରେ ଉଦବୋଧନ ଦେଇଥିଲେ। ହିନ୍ଦୋଳ ନିର୍ମାଣ ଶ୍ରମିକ ସଂଘର ସଭାପତି ତ୍ରିଲୋଚନ ସେନାପତି ଙ୍କ ସଭାପତିତ୍ବରେ ଜିଲ୍ଲା ଶ୍ରମ ବିଭାଗ ଅଧିକାରୀ ସଂଗ୍ରାମ ଦଲେଇ ଙ୍କ ସଂଯୋଜନାରେ ସଭା ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଶ୍ରମିକ ମାନଙ୍କୁ ନୂତନ ପରିଚୟ ପତ୍ର ଓ ଆର୍ଥିକ ସହାୟତା ଓ ଉପକରଣ ବଣ୍ଟନ କରିଥିଲେ। ଏଥିରେ ହିନ୍ଦୋଳ ବ୍ଲକର ୩୦୦ ରୁ ଉର୍ଦ୍ଧ ନିର୍ମାଣ ଶ୍ରମିକ ଯୋଗଦାନ କରିଥିଲେ। ଜିଲ୍ଲା ଉପ ଶ୍ରମ ଅଧିକାରୀ ହଳଧର ବରାଳ ଧନ୍ୟବାଦ ଅର୍ପଣ କରିଥିଲେ। ହିନ୍ଦୋଳ ନିର୍ମାଣ ଶ୍ରମିକ ସଂଘର ସମ୍ପାଦକ ପ୍ରମୋଦ ବେହେରା, କର୍ମକର୍ତ୍ତା ଗଣେଶ୍ଵର ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। #Dhenkanal #Ommtv #trend #viralpage #virals #Omtv #Nirmansramikakalyanjojana