ଜିଲ୍ଲାର LIC ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଲେ ସମସ୍ତ ଏଜେଣ୍ଟ : ଓମଟିଭି

 ଅନୁଗୋଳ ଜିଲ୍ଲାର LIC ର ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଆଜି ଜିଲ୍ଲାର ସମସ୍ତ ଏଜେଣ୍ଟ ଧାରଣା ଦେଇଛନ୍ତି। ଏଜେଣ୍ଟ ମାନଙ୍କ ଠାରୁ ମିଳିଥିବା ସୂଚନା ଅନୁଯାଇ ବହୁ ସମୟ ଧରି ବିଭିନ୍ନ ଦାବି କରିଥିଲେ ମଧ୍ୟ କୌଣସି ସୁଫଳ ଏଜେଣ୍ଟ ମାନଙ୍କୁ ମିଳି ନଥିବା ରୁ ବାଧ୍ୟ ହୋଇ ଜିଲ୍ଲା LIC ର ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖ ରେ ଧାରଣା ଦେଇଛନ୍ତି ।

ଜିଲ୍ଲାର LIC ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଲେ ସମସ୍ତ ଏଜେଣ୍ଟ : ଓମଟିଭି

ଜିଲ୍ଲାର LIC ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଲେ ସମସ୍ତ ଏଜେଣ୍ଟ : ଓମଟିଭି

(ରିପୋର୍ଟ:ଜିତେନ୍ ସାହୁ) : ଅନୁଗୋଳ ଜିଲ୍ଲାର LIC ର ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଆଜି ଜିଲ୍ଲାର ସମସ୍ତ ଏଜେଣ୍ଟ ଧାରଣା ଦେଇଛନ୍ତି। ଏଜେଣ୍ଟ ମାନଙ୍କ ଠାରୁ ମିଳିଥିବା ସୂଚନା ଅନୁଯାଇ ବହୁ ସମୟ ଧରି ବିଭିନ୍ନ ଦାବି କରିଥିଲେ ମଧ୍ୟ କୌଣସି ସୁଫଳ ଏଜେଣ୍ଟ ମାନଙ୍କୁ ମିଳି ନଥିବା ରୁ ବାଧ୍ୟ ହୋଇ ଜିଲ୍ଲା LIC ର ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖ ରେ ଧାରଣା ଦେଇଛନ୍ତି । LIC କୁ ୬୬ ବର୍ଷ ପୂରଣ ହେବା ପରେ ବି ମଧ୍ୟ ଏଜେଣ୍ଟ ମାନଙ୍କର କୌଣସି ଦାବି ପୁରଣ କରାଯାଉ ନାହିଁ। LIC ରେ ଏଜେଣ୍ଟ ମାନଙ୍କର କମିସନ କୁ କାଟି ଦିଆଯାଉଛି। ଯାହା ଫଳରେ ଏଜେଣ୍ଟ ମାନେ କୌଣସି ସୁବିଧା ପାଇଁ ପାରୁ ନାହାନ୍ତି। ଯଦି LIC କୌଣସି ଦାବି ପୁରଣ ନ କରେ ତା ହେଲେ ଏହି ଧାରଣା ବହୁ ତୀବ୍ର ତର ହେବ ବୋଲି ଧାରଣା ଦେଇଥିବା ଏଜେଣ୍ଟ ମାନେ ଚେତାବନୀ ଦେଇଛନ୍ତି।