journalists' demands: Odisha Joint Forum of Journalists : Ommtv Round The Clock

 journalists' demands: Odisha Joint Forum of Journalists : Ommtv Round The Clock

 journalists' demands: Odisha Joint Forum of Journalists : Ommtv Round The Clock
 journalists' demands: Odisha Joint Forum of Journalists : Ommtv Round The Clock
Bhubaneswar: The election manifestos of different political parties should include major promises on protection of journalists. This was demanded by Sambadika Milita Mancha (Joint Forum of Journalists) in Odisha in a press meet in Bhubaneswar on Friday.
Representatives of the Mancha had submitted a memorandum to BJP Co-In-Charge Lata Usendi at the party headquarters in Delhi and Odisha BJP President Manmohan Samal recently seeking inclusion of the demands of journalists. Similarly, the Mancha had also handed over memorandums to Odisha Pradesh Congress Committee President Sarat Patnaik in Delhi and BJD election Manifesto Committee Chairman Chandrasekhar Sahu over the same demands including introduction of a special law for protection of working journalists, inclusion of journalists working for different weekly newspapers and web channels and news portals under insurance coverage, insurance for journalists' parents parents and enhancement of journalists' welfare fund.
Mancha convenor Dr Lingaraj Sahoo said, "Demands of different organisations and Associations have been fulfilled ahead of the elections. So, the genuine and long-standing demands of journalists working under difficult conditions should not be ignored."

ନିର୍ବାଚନ ଇସ୍ତହାରରେ ରହୁ ସାମ୍ବାଦିକଙ୍କ ପାଇଁ ପ୍ରତିଶୃତି                                     
ଭୁବନେଶ୍ୱର,୫/୪ : ନିର୍ବାଚନର ଇସ୍ତହାରରେ ରହୁ ସାମ୍ବାଦିକଙ୍କ ସମସ୍ୟା ସମାଧାନର ପ୍ରତିଶୃତି । ନିର୍ବାଚନ ଇସ୍ତହାରରେ ଏହାକୁ ରଖିବା ପାଇଁ ସାମ୍ବାଦିକ ମିଳିତ ମଂଚ ପକ୍ଷରୁ ନୂଆ ଦିଲ୍ଲୀରେ ବିଜେପି କେନ୍ଦ୍ରୀୟ କାର୍ଯ୍ୟାଳୟରେ ନେତାଙ୍କୁ ଦାବି ଜଣାଇବା ସହ ଦଳର ପ୍ରଭାରୀ ଲତା ଉସେଣ୍ଡିଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ସେହିପରି ବିଭିନ୍ନ କେନ୍ଦ୍ରୀୟ ନେତାଙ୍କୁ ଏ ସମ୍ପର୍କରେ ଦାବି ଉପସ୍ଥାପନା କରାଯିବା ସହ ବିଜେପି ରାଜ୍ୟ ସଭାପତି ମନମୋହାନ ସାମଲ, ପିସିସି ସଭାପତି ଶରତ ପଟ୍ଟନାୟକ ନୂଆ ଦିଲ୍ଲୀରେ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ସେହିପରି ଓଡ଼ିଶାରେ ବିଜେଡ଼ି ନେତା ମାନଙ୍କୁ ମଧ୍ୟ ଏ ସମ୍ପର୍କରେ ଦାବି କରାଯାଇଥିଲା । ବିଜେଡ଼ି ନିର୍ବାଚନ ଇସ୍ତହାର କମିଟି ଅଧ୍ୟକ୍ଷ ଚନ୍ଦ୍ରଶେଖର ସାହୁଙ୍କ ସହ ଆଲୋଚନା କରାଯିବା ସହ ତାଙ୍କୁ ଦାବିପତ୍ର ପ୍ରଦାନ ହୋଇଛି । ସାମ୍ବାଦିକ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଆଇନ୍ ପ୍ରଣୟନ ନିମନ୍ତେ ନିର୍ବାଚନ ଇସ୍ତହାରରେ ରଖିବାକୁ ଦାବି କରିଛି ସାମ୍ବାଦିକ ମିଳିତ ମଂଚ । ଅନେକ ସମୟରେ କାର୍ଯ୍ୟରତ ସାମ୍ବାଦିକମାନେ କର୍ତବ୍ୟ କରୁଥିବା ବେଳେ ବହୁବାର ଆକ୍ରମଣର ଶିକାର ହେଉଛନ୍ତି । ଏଣୁ ସ୍ୱତନ୍ତ୍ର ଆଇନ୍ ପ୍ରଣୟନ ତୁରନ୍ତ କରିବା, ବିଭିନ୍ନ ସାମ୍ବାଦିକଙ୍କ ସମେତ ବାପା ଓ ମା’ ପାଇଁ ବୀମାର ସାମିଲ କରିବା, ବିଭିନ୍ନ ସାପ୍ତାହିକ ଖବରକାଗଜ, ଅନୁମତିପ୍ରାପ୍ତ ୱେବ୍ ଚ୍ୟାନେଲ ଏବଂ ପୋଟାଲ ନ୍ୟୁଜ୍ ସଂସ୍ଥାର ସାମ୍ବାଦିକଙ୍କୁ ସ୍ୱାସ୍ଥ୍ୟ ବୀମାରେ ଅନ୍ତର୍ଭକୁକ୍ତ କରିବା, ସାମ୍ବାଦିକ କଲ୍ୟାଣ ପାଣ୍ଠିକୁ ବୃଦ୍ଧି କରିବା, ଅବସରପ୍ରାପ୍ତ ଭର୍ତା ପ୍ରଦାନ କରିବା, କ୍ୱାଟର ପ୍ରଦାନ ଆଦି ଇସ୍ତହାରରେ ରଖିବାକୁ ଦାବି କରାଯାଇଛି ।