ସ୍ଥାନୀୟ ଆଦିମାତା କଲୋନୀ,ଗାଡ଼କଣ,ଭୁବନେଶ୍ବର ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ବିଂଶ ଜ୍ଞାନ ବିଜ୍ଞାନମେଳା: Ommtv Kalinga Vikas

ତା- ୦୨-୦୮-୨୦୨୫ ରିଖ ଶନିବାର ଦିନ ଅନିଷ୍ଠିତ ହୋଇଯାଇଅଛି | ବିଦ୍ୟାଳୟ ସଭାପତି ଶ୍ରୀଯୁକ୍ତ

ଗୋବିନ୍ଦ ଚନ୍ଦ୍ର ସାହୁଙ୍କ ପୌରହିତ୍ୟରେ ଜ୍ଞାନ ବିଜ୍ଞାନ ମେଳା ଆୟୋଜନ କରାଯାଇଥିଲା | ଆଇ .ଏମ.ଏମ.ଟି

ର ଅବସର ପ୍ରାପ୍ତ ବୈଜ୍ଞାନିକ ଶ୍ରୀଯୁକ୍ତ ବିଷ୍ଣ ଚରଣାରବିନ୍ଦ ମହାନ୍ତିଙ୍କ କର କମଳରେ ଜ୍ଞାନ ବିଜ୍ଞାନ ମେଳାଟି

ଉଦଘାଟିତ ହୋଇଥିଲା | ଭୟ ବିହୀନ ଭାଗ ନେବା ଓ ବିଫଳତା ମଧ୍ଯରୁ ସଫଳତା ଖୋଜିବା ହେଉଛି

ବୈଜ୍ଞାନିକ ର ଗୁଣ ବୋଲି ଅତିଥିଙ୍କ ଆହ୍ବାନ ଥିଲା | ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଦୀପ୍ତିମୟ ରଥ

ସ୍ବାଗତ ଭାଷଣ ଓ ଅତିଥୁ ପରିଚୟ ଦେଇଥିଲେ | ଏହିଜ୍ଞାନ ବିଜ୍ଞାନ ମେଳାରେ କନିଷ୍ଠ ବର୍ଗର ୫୪ ଟି ପ୍ରକଳ୍ପ, ଶିଶୁ

ବର୍ଗର ୪୦ଟି ପ୍ରକଳ୍ପ,ବାଲ ବର୍ଗର ୫୧ଟି ପ୍ରକଳ୍ପ ଓ କିଶୋର ବର୍ଗର ୫୮ ଟି ପ୍ରକଳ୍ପ ସ୍ଥାନିତ ହୋଇଥିଲା | ଗଣିତ

ବିଜ୍ଞାନ ସଂସ୍କୃତି ଜ୍ଞାନ ପ୍ରଶ୍ନ ମଞ୍ଚ ,ପଦ୍ମ ବାଚନ ମୂର୍ତ୍ତି କଳା ,କଥା କଥନ ,ବିଜ୍ଞାନ ଓ ଗଣିତ ପ୍ରୟୋଗ

ପ୍ରତିଯୋଗିତାରେ ସର୍ବମୋଟ ୨୫୩ ଜଣ ଶିଶୁ ଅଂଶ ଗ୍ରହଣ କରିଥିଲେ | ଏହି ବିଜ୍ଞାନ ମେଳାକୁ ସ୍ଥାନୀୟ

ବିଦ୍ୟାଳୟ ର ଶିଶୁ,ଅଭିଭାବକ,ଶୁଭେଛୁ ମାନେ ପରିଦର୍ଶନ କରି ସୁଚିନ୍ତିତ ମତାମତ ଦେଇଥିଲେ |ସମାରୋପ

କାର୍ଯ୍ୟକ୍ରମ ବିଦ୍ୟାଳୟ ସମ୍ପାଦକ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ସାହୁଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଥିଲା | ମୁଖ୍ୟ

ଅଡିଅ ରୂପେ ଉତ୍କଳ ବିଶ୍ବ ବିଦ୍ୟାଳୟର ସହକାରୀ ପ୍ରଶାପକ ଶ୍ରୀଯୁକ୍ତ ସନାତନ ମାଝୀ ଶିଶୁ ବୈଜ୍ଞାନିକ ମାନଙ୍କୁ

ଆଧ୍ୟାତ୍ମିକ ଶାରୀରିକ ମାନସିକ ପ୍ରାଣିକ ଦୃଷ୍ଟିରୁ ଆମେ ସଶକ୍ତ ହେବାପାଇଁ ଉଦବୋଧନ ରଖୁଥିଲେ |

ବିଦ୍ୟାଳୟର ଉପଦେଷ୍ଟା ଶ୍ରୀଯୁକ୍ତ ନନ୍ଦକିଶୋର ସାହୁ ମଞ୍ଚାସିନ ରହି ପ୍ରତି ବର୍ଗର ବୃତି ପ୍ରତିଯୋଗୀ ମାନଙ୍କୁ

ପୁରସ୍କୃତ କରିଥିଲେ | ଶ୍ରେଷ୍ଠ ପ୍ରକଳ୍ପ ଗୁଡିକୁ ସଂକୁଳ ବିଜ୍ଞାନ ମେଳା କୁ ଚୟନ କରାଯାଇଥିଲା କାର୍ଯ୍ୟ କ୍ରମକୁ

ଆହାର୍ଯ୍ୟ ଜୀବନ ମିଶ୍ର ପରିଚାଳନା କରିଥିଲେ | ସମସ୍ତ ପ୍ରକଳ୍ପ ଗୁଡିକୁ ଆମବିଦ୍ୟାଳୟ ର ବରିଷ୍ଠ ବିଜ୍ଞାନ

ଆଚାର୍ଯ୍ୟ ବିଚିତ୍ର ଦାଶ, ପ୍ରଫୁଲ ଦାସ,ଦୀପକ ସାହୁ,ମନୋରଞ୍ଜନ ପାଢ଼ୀ, ଶ୍ରୀକାନ୍ତ ସାହୁକ, ତତ୍ତ୍ବାବଧାନରେ

କରାଯାଇଥିଲା ଓ ସେମାନଙ୍କୁ ଆମ ବିଦ୍ୟାଳୟର ଅନ୍ୟ ସମସ୍ତ ଆଚାର୍ଯ୍ୟ ଓ ଆଚାର୍ଯ୍ୟ। ପୂର୍ଣ୍ଣ ସହଯୋଗ କରି

ସଫଳ କରିଥିଲେ |