ଲାଞ୍ଜିଗଡ ବ୍ଲକରେ ବିଦେଶୀ ମଦ,ଦେଶୀ ମଦ ଓ କଫ ସିରଫ,ଏବଂ ଅନ୍ୟ ନିଶା ବନ୍ଦ ହେବ କେବେ :Ommtv Kalinga Vikas
ଲାଞ୍ଜିଗଡ ବ୍ଲକରେ ବିଦେଶୀ ମଦ,ଦେଶୀ ମଦ ଓ କଫ ସିରଫ,ଏବଂ ଅନ୍ୟ ନିଶା ବନ୍ଦ ହେବ କେବେ :Ommtv Kalinga Vikas
ଲାଞ୍ଜିଗଡ ବ୍ଲକରେ ବିଦେଶୀ ମଦ,ଦେଶୀ ମଦ ଓ କଫ ସିରଫ,ଏବଂ ଅନ୍ୟ ନିଶା ବନ୍ଦ ହେବ କେବେ :Ommtv Kalinga Vikas
କଳାହାଣ୍ଡି ଜିଲ୍ଲା,୦୨/୦୮ (କବି) ଜିଲ୍ଲା ପ୍ରତିନିଧି (ମହେଶ୍ୱର) ଙ୍କ ରିପୋର୍ଟ ଲାଞ୍ଜିଗଡ ବ୍ଲକରେ ଦିନକୁ ଦିନ ଦେଶୀ ମଦ,ଗଞ୍ଜେଇ,ଧଳା ଜହର, କଫ ସିରଫ ଦୋକାନ ପ୍ରାଦୁର୍ଭାବ ବଢ଼ି ଚାଲିଛି I ଲାଞ୍ଜିଗଡ ଠାରେ ଯେତେବେଳେ ଅବକାରୀ ବିଭଗ କାର୍ଯ୍ୟାଳୟ ଥିଲI ସେହି ସମୟରେ ଦେଶୀ ମଦ କୋଠି ଏଇ ପ୍ରକାର ଦେଖିବାକୁ ମିଳୁନଥିଲା କିନ୍ତୁ କୋରନI ସମୟରେ ସରକାର ଙ୍କ ଠାରୁ ଅନୁମତି ପ୍ରାପ୍ତ ବିଦେଶୀ ମଦ ଦୋକାନ ବନ୍ଦ ହୋଇ ରହିଲା ଯାହା ଫଳରେ ତାରି ସ୍ଥାନୀୟ କିଛି ଲୋକ ଫାଇଦା ଉଠାଇଲେ ମହୁଲପୋଚ ମଦ,ଗୁଡ଼ ମଦ,ହାଣ୍ଡିଆ କରି ଦେଶୀ ମଦ ବିକ୍ରି କୋଠି ଛୋତୁ ଫୁଟିଲା ଭଳି ଖୋଲି ଚାଲିଛି ତା ସହିତ ମଧ୍ୟ୍ୟ ଗଞ୍ଜେଇ,ଧଳା ପାଉଡର ଜହର, କଫ ସିରଫ ଲାଞ୍ଜିଗଡରେ ଚୋରାରେ ବିକ୍ରି ଚାଲିଛି I

ଲାଞ୍ଜିଗଡରୁ ଆବକାରୀ କାର୍ଯ୍ୟାଳୟ ଯେଉଁ ଦିନ ଠାରୁ ଉଠିଗଲା ସେହି ଦିନଠାରୁ ଲାଞ୍ଜିଗଡ ବ୍ଲକରେ ଦେଶୀ ମଦ ଦୋକାନ, ଗଞ୍ଜେଇ ସମସ୍ତ ନିଶା ଦ୍ରବ୍ୟ ପ୍ରଦ୍ରୁଭବ ବଢ଼ିଗଲା I ଏପଟେ ସରକାରଙ୍କ ଅନୁମତି ପ୍ରାପ୍ତ ବିଦେଶୀ ମଦ ଦୋକାନ ପ୍ରିଣ୍ଟ ଦର ଠାରୁ ଚଢ଼ା ଦରରେ ବିଦେଶୀ ମଦ ମନ ମୁତାବକ ଦରରେ ବିକ୍ରି ଚାଲିଛି,କିନ୍ତୁ ପ୍ରତେକ ଗ୍ରାମରେ ଗୋଟେ ଗୋଟେ ଡିପୋ ବିଦେଶୀ ମଦ ଦୋକାନ ଖୋଲି ଦେଇଛନ୍ତି ସରକାରୀ ଅନୁମତି ପ୍ରାପ୍ତ ଦୋକାନ I ଯାହା ଲାଞ୍ଜିଗଡ ବ୍ଲକରେ ପ୍ରତେକ ଗ୍ରାମରେ ଆପଣମାନେ ଦେଖିବାକୁ ପାଇବେ ଦେଶୀ ମଦ କୋଠି ସହ ବିଦେଶୀ ମଦ କୋଠି ଓ ଲାଞ୍ଜିଗଡ ସହରରେ ବ୍ଲକରେ ଲୁଚା ଛପା ବିକ୍ରି ଚାଲିଛି ଗଞ୍ଜେଇ,ଧଳା ଜହର,କପ ସିରଫ ବାହାର ରାଜ୍ୟରୁ ଆସି ଦିନ ଦୁଇ ପ୍ରହରରେ ଲାଞ୍ଜିଗଡର ମୁଖ୍ୟ ମାର୍କେଟ ଉପରେ ବିକ୍ରି ଚାଲିଛି କିନ୍ତୁ ତାରି ପ୍ରତି ଅବକାରୀ ବିଭାଗର ନା ପୋଲିସ ବିଭାଗର ନଜର ପଡୁନି ଦେଖୁକି ଵି ନଜାଣିଲା ଭଳି ଚୁପ ରହୁଛନ୍ତି I ଯଦି ଅବକାରୀ ବିଭାଗ ଓ ପୋଲିସ ବିଭାଗ ଯଥା ଶୀଘ୍ର ଗାଁ ଗାଁ ରେ ଛୋତୁ ଭଳି ଫୁଟିଥିବା ଦେଶୀ ମଦ କୋଠି ଆଉ ବିଦେଶୀ ମଦ କୋଠି ବନ୍ଦ ନ କରନ୍ତି ତେବେହେଲେ ମଦ ପିଇ ବୋହୁ ଲୋକ ମରୁଥିବେ ତାହା ସଙ୍ଗେ ସଙ୍ଗେ ମଦ ଓ ଅନ୍ୟ ନିଶା ଖାଇ ପିଇ ଗାଡି ଚଲାଇ ଯାଉଥିବା ସମୟରେ ଦୁର୍ଘଟଣା ମାନ ଘଟୁଥିବ ଓ ସେଠାରେହିଁ ଲୋକ ମୃତ୍ୟୁ ବରଣ କରୁଥିବେ I ଲାଞ୍ଜିଗଡ ବ୍ଲକରେ ମଦ ଗୋଟେ ଖାଲି ନୁହଁ କମ ଦାମରେ ଯେଉଁ କଫ ସିରଫ, ଗଞ୍ଜେଇ, ଧଳା ଜହର ବିକ୍ରି ଚାଲିଛି ନିଶା ଗୋଟେ ଏଇ ପ୍ରକାର ଜିନିଷ ହାଇଗଲାଣି ଯେ ନିଜ ଘରେ ଗଣ୍ଡଗୋଳ ବାପ ପୁଅ ଭିତରେ ନିଶା ଖାଇ ବIଡ଼ିଆ ବାଡ଼ି ବା ଗାଁ ଗାଁ ଭିତରେ ଗଣ୍ଡଗୋଳ ହୋଇ ଆସନ୍ତୋଷ୍ଟ ଗଢି ଉଠୁଛି I ଲାଞ୍ଜିଗଡରେ ଆଜି ଯେଉଁ ଲାଞ୍ଜିଗଡରେ ଵେଦେଶୀ ମଦ ଦୋକାନ ଯେଉଁ ପ୍ରିଣ୍ଟ ଦରରୁ ଚଢ଼ା ଦରରୁ ବିକ୍ରି କରୁଛି ତାକୁ ବନ୍ଦ କରାଯାଉ ବୋଲି ଜନ ସାଧାରଣରେ ଅସନ୍ତୋଷ୍ଟ ସୃଷ୍ଟି ହୋଇଛି I ଲାଞ୍ଜିଗଡ ବ୍ଲକର ଜ୍ଞାନୀ ଭଦ୍ର ବ୍ୟକ୍ତି ମାନେ କହିବା କଥାଯେ ସବୁଦିନ ପାଇଁ ଦେଶୀ ମଦ ଓ ବିଦେଶୀ ମଦ କୋଠି,ଗଞ୍ଜେଇ, କଫ ସିରଫ, ଧଳା ଜହର ସମ୍ପୂର୍ଣ ରୂପେ ସବୁଦିନ ପାଇଁ କରଦିଆଯାଉ ନହେଲେ ଲାଞ୍ଜିଗଡର କିଛି ଅନୁଷ୍ଠାନ ଭବିଷ୍ୟତରେ ଆନ୍ଦୋଳନ ପାଇଁ ମୁଖ୍ୟ ରାସ୍ତାକୁ ଉଲ୍ହାଇବେ ବୋଲି ଆମରୀ ଅIଘରେ ମତ ବ୍ୟକ୍ତ ପ୍ରକାଶ କରିଛନ୍ତି I
