ଭୁବନେଶ୍ୱର ଡୁମୁଡୁମାରେ ରଜ ମହୋତ୍ସବ ଧୁମ୍ ଧାମ୍ ରେ ପାଳିତ : Ommtv

Raja

ଭୁବନେଶ୍ୱର ଡୁମୁଡୁମାରେ ରଜ ମହୋତ୍ସବ ଧୁମ୍ ଧାମ୍ ରେ ପାଳିତ : Ommtv
ଭୁବନେଶ୍ୱର ଡୁମୁଡୁମାରେ ରଜ ମହୋତ୍ସବ ଧୁମ୍ ଧାମ୍ ରେ ପାଳିତ : Ommtv
ଭୁବନେଶ୍ୱର: ଆର୍ଯ୍ୟସ୍ୱପ୍ନ ଯୁବ ପରିଷଦ ଓ ମାଆ ସନ୍ତୋଷୀ ଆଞ୍ଚଳିକ ଉନ୍ନୟନ ସଂଘ, କ୍ରିଏଟିଭ୍ ମାସ, ଦିବ୍ୟ ଜ୍ଞାନ ପ୍ରସାର ସମିତି, ଉତ୍କଳ ସାହିତ୍ୟ ଓ କଳା ସଂସଦର ମିଳିତ ଆନୁକୂଲ୍ୟରେ ଡୁମୁଡୁମା ଫେଜ୍-୩ ଠାରେ ରଜ ମହୋତ୍ସବ-୨୦୨୩ ଧୁମଧାମରେ ପାଳିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବରେ ସମାଜସେବୀ ଡ଼ ନାରାୟଣ ମହାପାତ୍ର ଯୋଗ ଦେଇ ସଭାକୁ ସମ୍ଭୋଧିତ କରିଥିଲେ। ଅନ୍ୟାନ୍ୟ ସମ୍ମାନନୀୟ ଅତିଥି ଭାବରେ ଶ୍ରୀ ଫିରୋଜ କୁମାର ସାହୁ, ଶ୍ରୀମତୀ ସୁରେଶ୍ଵର ନାୟକ, ବେଣୁଧର ପାତ୍ର, କୁମାରଚନ୍ଦ୍ର ସେଠୀ, ଡ଼ଃ ପ୍ରସନ୍ନ କୁମାର ସାମନ୍ତ, ଗଦାଧର ପାତ୍ର ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ଅଶୋକ କୁମାର ପରିଡ଼ା ଓ ମାଆ ସନ୍ତୋଷୀ ଆଞ୍ଚଳିକ ଉନ୍ନୟନ ସଂଘର ସମ୍ପାଦକ ଶ୍ରୀ ମନୋରଂଜନ ଜେନା ପରିଚାଳନା କରିଥିଲେ #raja #Ommtv #omtv #Kalingacinearts #NBPC #tudum2023 #trend #viralvideo #Bhubaneswar