childrens day dhenkanala : ommtv

childrens day dhenkanala : ommtv

childrens day dhenkanala : ommtv
www.ommtv.in ଢେଙ୍କାନାଳ ଶଶିକାନ୍ତ ଗଡନାୟକ) ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ଙ୍କ ଜନ୍ମ୍ ଜୟନ୍ତୀ ପାଳନ ଅବସରରେ ହିନ୍ଦୋଳ ବ୍ଲକ୍ ଅନ୍ତର୍ଗତ ଦୁଦୁରକୋଟ ବରସାହି ଗ୍ରାମ ସ୍ଥିତ ଅଙ୍ଗନବାଡି କେନ୍ଦ୍ର ରେ ଆୟୋଜିତ ଶିଶୁ ଦିବସ ପାଳନ ଶୃଙ୍ଖଳାର ସହ ପାଳିତ ହୋଇଛି। ମୁଖ୍ୟ ଅତିଥି ଭାବେ ସମାଜସେବୀ ତଥା ହିନ୍ଦୋଳ ବରିଷ୍ଠ ନାଗରିକ ମଞ୍ଚ ର ମୁଖ୍ୟ ସଂଗଠକ ରତିକାନ୍ତ ଗଡନାୟକ ଯୋଗ ଦେଇ ନେହେରୁ ଙ୍କ ଫଟୋ ଚିତ୍ର ରେ ମାଲ୍ୟାର୍ପଣ କରି ଶିଶୁ ମାନଙ୍କୁ ଉଦବୋଧନ ଦେବା ସହ ଚକୋଲେଟ୍ ବିସ୍କୁଟ ବଣ୍ଟନ କରିଥିଲେ। ଶିକ୍ଷୟତ୍ରୀ ନୃପତି ସାମଲ ଓ ସହଯୋଗୀ ସତ୍ୟଭାମା ସାମଲ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସ୍ଵେଚ୍ଛାସେବୀ ପ୍ରଦ୍ୟୁମ୍ନ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ।