DAV ZONAL SPORTS MEET-2022 CONCLUDED AT DAV KALINGA NAGAR : Ommtv
The Zonal Level Girls’ Kho-Kho and Boys’ Table Tennis Tournament 2022 organised under the aegis of DAV National Sports Meet-2022 concluded in a glittering ceremony here at DAV Public School, Kalinga Nagar. In an exciting final match in Kho-Kho, DAV Public
DAV ZONAL SPORTS MEET-2022 CONCLUDED AT DAV KALINGA NAGAR : Ommtv
DAV NTPC, KANIHA & DAV CHANDRASEKHARPUR CLINCHED THE TITLE IN GIRLS’ KHO-KHO AND TABLE TENNIS BOYS RESPECTIVELY
Bhubaneswar, 3.11- The Zonal Level Girls’ Kho-Kho and Boys’ Table Tennis Tournament 2022 organised under the aegis of DAV National Sports Meet-2022 concluded in a glittering ceremony here at DAV Public School, Kalinga Nagar. In an exciting final match in Kho-Kho, DAV Public School, Kaniha beat last time champion DAV, Pokhariput by 7 points and emerged champion. Similarly in boys’ table tennis, DAV, Chndrasekharpur emerged champion defeating DAV, CDA, Cuttack in 3-2 set. Both the tournaments provided an outstanding platform for hundreds of gifted sports geniuses from 15 DAV Schools of Odisha Zone to showcase their talents.
In a colourful closing ceremony organized for this purpose, Principal of the host school-cum- cluster-in charge Sri Bipin Kumar Sahoo commended the participants for their spirit of true sportsmanship displayed throughout the event. Joining the prize giving ceremony as the guest, Mr Niranjan Swain, Principal, LR DAV Cuttack felicitated the winner and runners-up teams with trophies. The event was conducted smoothly by the Physical Education department of the school with the co-operation of all the staff members under the supervision of the Principal.
ଡି.ଏ.ଭି ଜାତୀୟ କ୍ରୀଡ଼ା ଜୋନାଲ୍ ଖୋ-ଖୋ ଓ ଟେବୁଲ ଟେନିସ୍ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ / ଖୋ-ଖୋ ବାଳିକା ବିଭାଗରେ ଡି.ଏ.ଭି ଏନ୍.ଟି.ପି.ସି. କଣିହାଁ ଚାମ୍ପିଅନ୍ / ଟେବୁଲ୍ ଟେନିସ୍ ବାଳକ ବିଭାଗରେ ଡି.ଏ.ଭି ଚନ୍ଦ୍ରଶେଖରପୁର ଚାମ୍ପିଅନ୍ : Ommtv
ଭୁବନେଶ୍ୱର : ୦୩.୧୧: ସ୍ଥାନୀୟ କଳିଙ୍ଗ ନଗର ସ୍ଥିତ ଡି.ଏ.ଭି ସ୍କୁଲଠାରେ ଡି.ଏ.ଭି ଜାତୀୟ କ୍ରୀଡ଼ା ଜୋନାଲ୍ ବାଳିକା ଖୋଖୋ ଟୁର୍ଣ୍ଣାମେଣ୍ଟ ଏବଂ ବାଳକ ଟେବୁଲ ଟେନିସ୍ ୨୦୨୨ ଅନୁଷ୍ଠିତ ହୋଇଯାଇଛି । ଏହି ଖୋଖୋ ଟୁର୍ଣ୍ଣାମେଣ୍ଟରେ ଡି.ଏ.ଭି ପବ୍ଲିକ୍ ସ୍କୁଲ ଏନ୍. ଟି. ପି. ସି . କଣିହାଁ ଦଳ ଚିତ୍ତାକର୍ଷକ ଓ ସଂଘର୍ଷପୂର୍ଣ୍ଣ ଖେଳ ପ୍ରଦର୍ଶନ କରି ଫାଇନାଲରେ ଡି.ଏ.ଭି ପୋଖରିପୁଟକୁ ୭ ପଏଣ୍ଟ ବ୍ୟବଧାନରେ ପରାସ୍ତ କରି ଚାମ୍ପିଆନ୍ ଆଖ୍ୟା ଅର୍ଜନ କରିଅଛି । ସେହିପରି ଟେବୁଲ ଟେନିସ୍ ଟୁର୍ଣ୍ଣାମେଣ୍ଟରେ ଡି.ଏ.ଭି ପବ୍ଲିକ୍ ସ୍କୁଲ ଚନ୍ଦ୍ରଶେଖରପୁର ଫାଇନାଲରେ ଡି.ଏ.ଭି ସି.ଡି.ଏ, କଟକକୁ ୩-୨ ସେଟ୍ରେ ପରାସ୍ତ କରି ଚାମ୍ପିଆନ୍ ଆଖ୍ୟା ଅର୍ଜନ କରିଅଛି । ଏହି ଅବସରରେ ଆୟୋଜିତ ଉଦ୍ଯାପନୀ ଉତ୍ସବରେ କଟକ ସ୍ଥିତ ଏଲ ଆର ଡି.ଏ.ଭି ସ୍କୁଲର ଅଧ୍ୟକ୍ଷ ନିରଞ୍ଜନ ସ୍ୱାଇଁ, ଆୟୋଜକ ବିଦ୍ୟାଳୟର ଅଧ୍ୟକ୍ଷ ବିପିନ୍ କୁମାର ସାହୁ, ବରିଷ୍ଠ ପର୍ଯ୍ୟବେକ୍ଷିକା ଦିପାଞ୍ଜଳୀ ସାହୁ ଯୋଗଦେଇ ବିଜୟୀ ଓ ରନର୍ସଅପ୍ ଦଳକୁ ପୁରସ୍କାର ବିତରଣ ପୂର୍ବକ ଉତ୍ସାହିତ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟଟି ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଏବଂ କର୍ମକର୍ତ୍ତାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସୁଚାରୁରୂପେ ସଂପାଦିତ ହୋଇଥିଲା ।
(ଅଧ୍ୟକ୍ଷ)