KIIT Silver Carnival Kicks Off : Ommtv

KIIT Silver Carnival Kicks Off : Ommtv

KIIT Silver Carnival Kicks Off : Ommtv

KIIT Silver Carnival Kicks Off : Ommtv

 The much-awaited Silver Jubilee Carnival of KIIT Deemed-to-be-University got off to a colourful start on Friday. It was inaugurated by the Founder of KIIT and KISS Dr. Achyuta Samanta. The carnival marks the penultimate phase of the three-month-long Silver Jubilee celebration of the University. The carnival will continue up to February 16. The entire campus along with different schools and departments has been given a decorative look with illuminations.  Decorative plants and flowers have added to the beauty of the green campus along with fancy lights at night. No wonder then, a festive mood has enveloped the university campus.Cultural programmes have been scheduled during the carnival. Prominent singers and artists will visit the campus every evening to entertain the crowd. Food stalls have been set up, offering a range of delicacies.The inauguration of the carnival was also attended by the Vice Chancellor of KIIT Prof. Sasmita Samanta, Pro-VC Prof Saranjit Singh, Registrar Jnyana Ranjan Mohanty, senior officers, faculty members and students of KIT educational institutions, among others. 

କିଟ୍‍ ସିଲ୍‍ଭର୍‍ କାର୍ନିଭାଲ୍‍ ଉଦ୍‍ଘାଟିତ - ମନ ମୋହୁଛି କିଟ୍‍ ପରିସର : Ommtv
: କିଟ୍‍ର ୨୫ବର୍ଷ ପୂର୍ତ୍ତି ରୌପ୍ୟ ଜୟନ୍ତୀ ଅବସରରେ ଗତ ନଭେମ୍ବର ୧୬ରୁ ଫେବୃଆରୀ ୨୬ ତାରିଖ ପର୍ଯ୍ୟନ୍ତ ରୌପ୍ୟ ଜୟନ୍ତୀ ବର୍ଷ ପାଳିତ ହେଉଛି । ଏହି ପରିପ୍ରେକ୍ଷୀରେ ଆଜି କିଟ୍‍ ସିଲ୍‍ଭର କାର୍ନିଭାଲ୍‍ ଉଦ୍‍ଘାଟିତ ହୋଇଯାଇଛି । କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସିଲ୍‍ଭର୍‍ କାର୍ନିଭାଲ୍‍କୁ ଉଦଘାଟନ କରିଥିଲେ । ଉଦ୍‍ଘାଟନୀ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ କିଟ୍‍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସସ୍ମିତାରାଣୀ ସାମନ୍ତ, ଉପକୁଳପତି ପ୍ରଫେସର ଶରଣଜିତ ସିଂହ, କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି ଓ କିଟ୍‍ ଶିକ୍ଷାନୁଷ୍ଠାନ ସମୂହର ବରିଷ୍ଠ ପଦାଧିକାରୀ, ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ । ଏହି ସିଲ୍‍ଭର୍‍ କାର୍ନିଭାଲ୍‍ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିପାଇଁ ରଙ୍ଗ ବେରଙ୍ଗ ଆଲୋକମାଳାରେ ସଜେଇ ହୋଇଛି କିଟ୍‍ ଶିକ୍ଷାନୁଷ୍ଠନସମୂହର ସମସ୍ତ କ୍ୟାମ୍ପସ୍‍ । ଦିନବେଳା ରଙ୍ଗ ବେରଙ୍ଗର ଫୁଲ ଓ ସବୁଜିମା ସାଂଗକୁ ରାତିର ଆଲୋକମାଳା କିଟ୍‍ କ୍ୟାମ୍ପସ୍‍କୁ ଉତ୍ସବମୁଖର କରିଛି । କିଟ୍‍ ସିଲ୍‍ଭର୍‍ କାର୍ନିଭାଲ୍‍ ଅବସରରେ ପ୍ରତିଦିନ କ୍ୟାମ୍ପସରେ ସାଂସ୍କୃତିକ କାର୍ଯ୍ୟକ୍ରମ ସାଂଗକୁ ବିଭିନ୍ନ ପ୍ରକାର ଫୁଡ୍‍ ଷ୍ଟଲ୍‍ ଖୋଲାଯାଇଛି । ଏହା ଛଡ଼ା କିଟ୍‍ର ବିଭିନ୍ନ କ୍ୟାମ୍ପସରେ ଫେସନ୍‍ ସୋ, ହସ୍ତକଳା ଓ ଚିତ୍ରକଳା ପ୍ରଦର୍ଶନୀ, ଫଟୋ ପ୍ରଦର୍ଶନୀ ନୃତ୍ୟ ଓ ସଙ୍ଗୀତ ଆଦି ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଆୟୋଜନର ବ୍ୟବସ୍ଥା କରାଯାଇଛି । ପ୍ରତ୍ୟେକ ସଂଧ୍ୟାରେ ବିଶିଷ୍ଟ କଣ୍ଠଶିଳ୍ପୀ ଓ କଳାକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ମଧ୍ୟରେ ନାହିଁ ନଥିବା ଉଲ୍ଲାସ ଦେଖାଦେଇଛି।