Today, Hon'ble Union Minister for Education and Skill Development, Mr. Dharmendra Pradhan : Ommtv

Today, Hon'ble Union Minister for Education and Skill Development, Mr. Dharmendra Pradhan,

Today, Hon'ble Union Minister for Education and Skill Development, Mr. Dharmendra Pradhan : Ommtv

ସାତମାଇଲରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧମେନ୍ଦ୍ର : ଓମଟିଭି

(ରିପୋର୍ଟ : ଶଶିକାନ୍ତ ଗଡନାୟକ, ଢେଙ୍କାନାଳ) ଆଜି ମାନ୍ୟବର କେନ୍ଦ୍ର ଶିକ୍ଷା  ଓ ଦକ୍ଷତା ବିକାଶ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜିଲ୍ଲାର ବିଭିନ୍ନ କାର୍ଯ୍ୟକ୍ରମ ଗସ୍ତ ସମୟରେ ହିନ୍ଦୋଳ ସାତମାଇଲ ସ୍ଥିତ ଜନତା କଲେଜ ପକ୍ଷରୁ ଆୟୋଜିତ ସମ୍ବର୍ଦ୍ଧନା ପ୍ରଦାନ ଗ୍ରହଣ କରି କଲେଜ ପରିସରରେ ବୁଲି ଅଧ୍ୟକ୍ଷ ଙ୍କ କାର୍ଯ୍ୟାଳୟରେ ଏକ ବୈଠକ ରେ ଯୋଗଦାନ କରିଥିଲେ। କଲେଜ ଅଧ୍ୟକ୍ଷ ସୁଧାଂଶୁ ବେହେରା, ପୂରାତନ ଛାତ୍ର ସଂଗଠନ ସଭାପତି ରତିକାନ୍ତ ଗଡନାୟକ ଙ୍କ ସହ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରି ସମାଧାନ ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ପୂରାତନ ଛାତ୍ର ସଂସଦ ପକ୍ଷରୁ ସମ୍ପାଦକ ଦିଲ୍ଲୀପ କୁମାର ଦାସ, ତ୍ରିନାଥ ବେହେରା ପ୍ରମୂଖ ବହୁ ପୂରାତନ ଛାତ୍ର ଉପସ୍ଥିତ ଥିଲେ। ମନ୍ତ୍ରୀ ଙ୍କ ସହ ପୂର୍ବତନ ରାଜ୍ୟସଭା ସାଂସଦ ରୁଦ୍ର ନାରାୟଣ ପାଣି, ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା ଉପସ୍ଥିତ ଥିଲେ। କଲେଜ ବରିଷ୍ଠ ପ୍ରାଧ୍ୟାପକ ମହେଶ୍ଵର ପଟ୍ଟନାଯକ ଧନ୍ୟବାଦ ଅର୍ପଣ କରିଥିଲେ।

(Report: Shashikant Gadnayak, Dhenkanal) Today, Hon'ble Union Minister for Education and Skill Development, Mr. Dharmendra Pradhan, during his visit to various programs in the district, attended a meeting at the President's office in the college premises and received the promotion organized by the Janata College at Hindola Satmile. College president Sudshanshu Behera discussed various issues with former student union president Ratikant Gadnayak and promised to take necessary steps to resolve them. On behalf of the Alumni Parliament,