ECoR OBSERVED GANDHI JAYANTI - SWACHHTA PAKHWADA CONCLUDED : OmmTv

To mark the Birth Anniversary of the Father of the Nation, Mahatma Gandhi several programmes were organised at East Coast Railway’s HQ Rail Sadan, Chandrasekharpur, Bhubaneswar, today.

ECoR OBSERVED GANDHI JAYANTI - SWACHHTA PAKHWADA CONCLUDED : OmmTv

ECoR OBSERVED GANDHI JAYANTI - SWACHHTA PAKHWADA CONCLUDED : OmmTv

* Prabhat Pheri and plantation drive organised

* Nukkad Natak on cleanliness awareness

 * Winners of different competitions of Swachhata Pakhwada awarded

Bhubaneswar:

To mark the Birth Anniversary of the Father of the Nation, Mahatma Gandhi several programmes were organised at East Coast Railway’s HQ Rail Sadan, Chandrasekharpur, Bhubaneswar, today. Principal Heads of the Departments, Senior Officials and Staff of ECoR led by Shri Sharad Kumar Srivastava, General Manager (I/C) paid floral tributes on the photograph of Mahatma Gandhi.

Later, all the ECoR officials participated in the Prabhat Pheri and plantation drive. On this occasion a Nukkad Natak was performed to raise awareness about the importance of cleanliness.East Coast Railway has organized Swachhata Pakhwada from 16th Sep. to 30th Sept'2022 with great enthusiasm and spontaneous participation by all Railwaymen in every field. During the observance of Swachhata Pakhwada ECoR, various competitions like drawing, painting, essay writing, etc. were organised amongst the ward of the railway employees. On the occasion of the closing of the Pakhwada, the General Manager (I/C) awarded the winners of these competitions with certificates and trophies.

 

Principal Chief Mechanical Engineer Shri R. Rajgopal co-ordinated the programme. All the Principal Heads of the Departments, Senior officials and staff were present on this occasion.

ପୂର୍ବତଟ ରେଳପଥ ପକ୍ଷରୁ ଗାନ୍ଧୀ ଜୟନ୍ତୀ ପାଳିତ-ସ୍ଵଚ୍ଛତା ପକ୍ଷ୍ୟ (ପଖୱାଡା) ସମାପନ* ପ୍ରଭାତ ଫେରୀ ଏବଂ ବୃକ୍ଷରୋପଣ କାଯ୍ୟକ୍ରମ ର  ଆୟୋଜନ
* ସ୍ୱଚ୍ଛତା ସଚେତନତା ଉପରେ ନୁକ୍କଡ  ନାଟକ
* ସ୍ୱଚ୍ଛତା ପକ୍ଷ୍ୟର ବିଭିନ୍ନ ପ୍ରତିଯୋଗିତାର ବିଜେତାଙ୍କୁ  ପୁରସ୍କାର ବିତରଣ

ଭୁବନେଶ୍ୱର: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜନ୍ମ ବାର୍ଷିକୀ ଆଜି ପୂର୍ବ ତଟ ରେଳବାଇର ମୁଖ୍ୟ କାର୍ଯ୍ୟାଳୟ  ରେଳ ସଦାନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ଠାରେ ପାଳିତ ହୋଇଛି। ପୂବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ଶରଦ କୁମାର ଶ୍ରୀବାସ୍ତବଙ୍କ ନେତୃତ୍ୱରେ ସମସ୍ତ ବିଭାଗୀୟ ପ୍ରମୁଖ ଅଧିକାରୀ, ବରିଷ୍ଠ ଅଧିକାରୀ ଏବଂ ପୂର୍ବତଟ ରେଳପଥ ର ମହିଳା କଲ୍ୟାଣ ସଂଗଠନର  କର୍ମଚାରୀ ମାନେ ମହାତ୍ମା ଗାନ୍ଧୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ |
ଏହାପରେ ସମସ୍ତ ପୂର୍ବତଟ ରେଳପଥର ଅଧିକାରୀମାନେ ପ୍ରଭାତ ଫେରି ଏବଂ ବୃକ୍ଷରୋପଣ କାର୍ଯ୍ୟକ୍ରମରେ  ଭାଗ ନେଇଥିଲେ | ଏହି ଅବସରରେ ସ୍ୱଚ୍ଛତାର ମହତ୍ୱ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଏକ ନୁକ୍କଡ ନାଟକ ର ଆୟୋଜନ କରାଯାଇଥିଲା। ପୂର୍ବତଟ  ରେଳପଥ  16 ସେପ୍ଟେମ୍ବର ରୁ 30 ସେପ୍ଟେମ୍ବର 2022 ପର୍ଯ୍ୟନ୍ତ ସ୍ଵଚ୍ଛତା ପକ୍ଷ୍ୟ (ପଖୱାଡା) ର ଆୟୋଜନ କରିଥିଲା। ସମସ୍ତ ସ୍ତରର ରେଳବାଇ କର୍ମଚାରୀ ମାନେ ଷ୍ଟେସନ, ଟ୍ରେନ୍, କୋଚ୍ ରକ୍ଷଣାବେକ୍ଷଣ ଡିପୋ, ବିଭିନ୍ନ କାର୍ଯ୍ୟାଳୟ, କର୍ମକ୍ଷେତ୍ର ଏବଂ ରେଳ କଲୋନୀରେ ଆୟୋଜିତ ସ୍ଵଚ୍ଛତା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।  ସ୍ଵଚ୍ଛତା ପକ୍ଷ୍ୟ ପାଳନ ସମୟରେ ପୂର୍ବତଟ ରେଳ କର୍ମଚାରୀଙ୍କ ପିଲା ମାନଙ୍କ  ମଧ୍ୟରେ ଚିତ୍ରାଙ୍କନ, ଚିତ୍ର, ପ୍ରବନ୍ଧ ଲେଖା ଇତ୍ୟାଦି ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ସ୍ଵଚ୍ଛତା ପକ୍ଷ୍ୟ ସମାପନ  ଅବସରରେ ପୂବତଟ ରେଳପଥର ମହାପ୍ରବନ୍ଧକ  ଏହି ପ୍ରତିଯୋଗିତାର ବିଜେତାମାନଙ୍କୁ ପ୍ରମାଣପତ୍ର ଏବଂ ଟ୍ରଫି ପ୍ରଦାନ କରିଥିଲେ। ପ୍ରମୁଖ ମୁଖ୍ୟ ମେକାନିକାଲ୍ ଇଞ୍ଜିନିୟର ଶ୍ରୀ ଆର ରାଜଗୋପାଲ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଏହି ଅବସରରେ ବିଭାଗର ସମସ୍ତ ମୁଖ୍ୟ, ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀ ମାନେ  ଉପସ୍ଥିତ ଥିଲେ।