KIIT launches Week-Long Celebration to Mark International Women’s Day : Ommtv
KIIT launches Week-Long Celebration to Mark International Women’s Day : Ommtv
KIIT launches Week-Long Celebration to Mark International Women’s Day : Ommtv
Bhubaneswar, March 4: KIIT DU has launched a week-long celebration to commemorate International Women’s Day being observed on March 8. The main theme is ‘DigitALL: Innovation and Technology for Gender Equality’. KIIT Women Forum (KWF) in association with the Department of Social Sciences is organising the programmes at different schools of the University.The KWF is the brainchild of the Founder of KIIT and KISS Dr Achyuta Samanta to focus on closing gender gaps and building a gender equality policy.The International Women’s Day is commemorated to celebrate the achievements of women and mark a call to action for gender equality. KIIT has remained at the forefront of promoting women’s rights and has been ranked 8th best university worldwide by Times Higher Education for gender equality. Fifty per cent of its workforce comprises women.The ongoing events are centred around equal rights, leadership roles, cyber security and health.On March 1, a special talk on the sub-theme ‘Women, Law and Leadership’ was organised by the KIIT School of Law. It was addressed by speakers such as Director of KIIT School of Law Dr Bhavani Prasad Panda and Faculties of Policy Studies, Doshisha University at Kyoto, Japan Prof Keiji Kawai and Prof Akira Kawaguchi. While Prof Keiji spoke on the life of women in Japan, Prof Kawaguchi discussed the gender gap in Japan.Faculties such as Prof Paromita Chattoraj focused on ‘Women as Change-agents for Law Reforms’ and Prof Binita Behara dwelt on‘Fixing the Broken Rung’. Prof Soumya Mohapatra delivered her presentation on Women, Law and Leadership: Issues and Challenges’.The special talk was followed by a dialogue on ‘Women Security @ cyber space’ the next day, where speakers emphasised the potential of technology for women's empowerment.Principal Technical Officer of National Institute of Electronics & Information Technology (NIELIT) Prashant Gupta sensitised the staff about the use of mobile phones and the internet, advising all to avoid getting lured with offers and sharing sensitive information. A presentation was also made about digital payment platforms, third-party apps and measures to protect against online fraud.Technology remained the central theme of both the discourses on Wednesday and Thursday, especially in the context of greater women's participation in the fast-evolving tech industry. Prof. Sanghamitra Patnaik in her presentation said that more and more should exploit the potential of technology.“The scant presence of women doesn’t just represent a lost opportunity for them but for society as a whole. Greater diversity at work would provide a global and more accurate view of the major challenges our society faces. If women are left out, not only will the gender gap and inequality continue to grow; it will also be harder for us to address and overcome issues related not just to equality but to economic and social problems as well,” she said.The dialogue on women's security and cyberspace was attended, among others, by KIIT VC Prof Sasmita Samanta and the Registrar Jnyana Ranjan Mohanty. The speakers commended the untiring efforts of Dr Samanta towards women's empowerment, saying that the importance given to women in the field of education and employment at KIIT by him cannot be overstated. Professor Krishna Chakraborty of KIIT School of Engineering delivered the welcome address and the President of KIIT Women Forum Pushpalata Patjoshi gave the vote of thanks.On March 3,a seminar on ‘Reproductive Health’ was held at KIMS, a constituent of KIIT DU. The participants at the seminar were sensitised about the overall health of the reproductive system, prevention of sexually transmitted infections, safe pregnancy and delivery, among others.Principal of KIMS School of Nursing Professor Niyati Das, Superintendent of Nursing Sushma Sahu, Vice Principal of KIMS School of Nursing Prof Kalyani Rath and members of KIIT Women Forum such as Dr Soumya Mishra and Deepali Mohanty were present, among others.
ଭୁବନେଶ୍ୱର, ୪ା୨: ଅନ୍ତର୍ଜାତୀୟ ମହିଳା ଦିବସ ପରିପ୍ରେକ୍ଷୀରେ କିଟ୍ ବିଶ୍ୱବିଦ୍ୟାଳୟ ପରିସରରେ ବିଭିନ୍ନ କାର୍ଯ୍ୟକ୍ରମ ଚାଲୁ ରହିଛି । ସାମାଜିକ, ସାଂସ୍କୃତିକ, ଅର୍ଥନୈତିକ ଓ ରାଜନୈତିକ ଆଦି କ୍ଷେତ୍ରରେ ମହିଳାଙ୍କ ସଫଳତା ଏବଂ ସେମାନଙ୍କ ଅଧିକାର ସମ୍ପର୍କରେ ସଚେତନ କରାଇବା ପାଇଁ ପ୍ରତିବର୍ଷ ମାର୍ଚ୍ଚ ୮ ତାରିଖରେ କିଟ୍ ପକ୍ଷରୁ ଅର୍ନ୍ତଜାତୀୟ ମହିଳା ଦିବସ ପାଳନ କରାଯାଇଥାଏ । ଚଳିତବର୍ଷର ବିଷୟବସ୍ତୁ ଥିଲା ‘ଡିଜିଟଲ୍: ଇନୋଭେସନ୍ ଆଣ୍ଡ ଟେକ୍ନୋଲୋଜି ଫର ଜେଣ୍ଡର ଇକ୍ୱାଲିଟି’ । ମହିଳା ଦିବସ ପାଇଁ କିଟ୍ ପକ୍ଷରୁ ମାର୍ଚ୍ଚ ମାସ ସାରା ମହିଳା ସଚେତନତା ଭିତ୍ତିକ ବିଭିନ୍ନ କାର୍ଯ୍ୟକ୍ରମ ଚାଲୁ ରହିଥାଏ । ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଆଇନ୍ ବ୍ୟବସ୍ଥାରେ ମହିଳାଙ୍କ ନେତୃତ୍ୱ, ସାଇବର ନିରାପତ୍ତା କ୍ଷେତ୍ରରେ ମହିଳାଙ୍କ ଭୂମିକା ଏବଂ ମହିଳାଙ୍କ ପ୍ରଜନନ ସ୍ୱାସ୍ଥ୍ୟ ଆଦି ବିଷୟ ବସ୍ତୁ ଉପରେ ଆଲୋଚନା ସହ ପ୍ରଜନନ ସ୍ୱାସ୍ଥ୍ୟ ସଂକ୍ରାନ୍ତରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରଜନନ ପ୍ରଣାଳୀରେ ସାମଗ୍ରିକ ସୁସ୍ଥତା, ଯୌନ ସଂକ୍ରମଣ ରୋକିବା, ନିରାପଦ ଗର୍ଭ ଧାରଣ ଓ ପ୍ରସବ ଏବଂ ପ୍ରଜନନ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ପ୍ରଦାନ କରାଯାଇଥିଲା । କିଟ୍ ନର୍ସିଂ ସ୍କୁଲର ଛାତ୍ରଛାତ୍ରୀମାନେ ପଥପ୍ରାନ୍ତ ନାଟକ ମାଧ୍ୟମରେ ଋତୁସ୍ରାବ ଜନିତ ସମସ୍ୟା ଏବଂ ଏ ନେଇ ସମାଜରେ ପ୍ରଚଳିତ ବିଭିନ୍ନ ଅନ୍ଧବିଶ୍ୱାସକୁ ଦୂର କରିବା ପାଇଁ ସଚେନତ କରାଇଥିଲେ । ଏହି ଅବସରରେ କିଟ୍ ନର୍ସିଂ ସ୍କୁଲର ଅଧ୍ୟକ୍ଷା ପ୍ରଫେସର ନିୟତି ଦାସ, ନର୍ସିଂ ସୁପରିଣ୍ଟେଣ୍ଡେଣ୍ଟ ସୁଷମା ସାହୁ, ଉପାଧ୍ୟକ୍ଷା ପ୍ରଫେସର କଲ୍ୟାଣୀ ରଥ ଏବଂ କିଟ୍ ୱିମେନ୍ ଫୋରମ୍ ସଦସ୍ୟା ଦୀପାଳି ମହାନ୍ତି ପ୍ରମୁଖ ଉପସ୍ଥିତ ହୋଇଥିଲେ । ବକ୍ତା ଭାବେ
ସେହିପରି ଗୁରୁବାର ଲିଙ୍ଗଗତ ସମାନତା, ସର୍ଜନା, ପ୍ରଯୁକ୍ତିବିଦ୍ୟା ଏବଂ ସାଇବର ସୁରକ୍ଷା ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଶିଷ୍ଟ ସାଇବର ବିଶେଷଜ୍ଞ ପ୍ରଶାନ୍ତ ଗୁପ୍ତା ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୋବାଇଲ ଫୋନ ଏବଂ ଇଣ୍ଟରନେଟର ସୁରକ୍ଷିତ ବ୍ୟବହାର ନେଇ ସଚେତନ କରାଇବା ସହ ତାଲିମ ପ୍ରଦାନ କରିଥିଲେ । ଏହା ସହ ଅନ୍ଲାଇନରେ ହେଉଥିବା ଠକେଇଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଥିଲେ । କିଟ୍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସସ୍ମିତା ସାମନ୍ତ ପ୍ରଯୁକ୍ତି ବିଦ୍ୟା ଏବଂ ସାଇବର ସୁରକ୍ଷା ମହିଳାଙ୍କ ପାଇଁ କେତେ ଉପଯୋଗୀ ସେ ବିଷୟରେ କହିଥିଲେ । କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି କିଟ୍ କିସ୍ ପ୍ରତିଷ୍ଠାତା ପ୍ରଫେସର ଅଚ୍ୟୁତ ସମାନ୍ତ ନାରୀଶିକ୍ଷା ଏବଂ ନିଯୁକ୍ତିକୁ କିଭଳି ଗୁରୁତ୍ୱ ଦେଉଛନ୍ତି ସେ ବିଷୟରେ ଆଲୋକପାତ କରିଥିଲେ । କିଟ୍ ୱିମେନ୍ ଫୋରମ୍ ପକ୍ଷରୁ ଅଯୋଜିତ ଏହି କାର୍ଯ୍ୟକ୍ରମରେ କିଟ୍ ସ୍କୁଲ ଅଫ ଇଞ୍ଜିନିୟରିଂର ପ୍ରଫେସର କ୍ରୀର୍ଷ୍ଣା ଚକ୍ରବର୍ତ୍ତୀ, କିଟ୍ ୱିମେନ୍ ଫୋରମ୍ ଅଧ୍ୟକ୍ଷା ପୁଷ୍ପଲତା ପାଟ୍ଟଯୋଶୀ ପ୍ରମୁଖ ଉପସ୍ଥିତ ଥିଲେ ।
ମହିଳାମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାରୁ କିଭଳି ଆଇନଗତ ସୁବିଧା ପାଇପାରିବେ ସେ ନେଇ ମଙ୍ଗଳବାର ଆଲୋଚନା କରାଯିବା ସହ ଉପସ୍ଥିତ ଅତିଥିମାନେ ମହିଳାମାନେ ଆଇନ୍ ପେଶା ପ୍ରତି ଆଗ୍ରହ ରଖିବା ଆବଶ୍ୟକ ବୋଲି କହିଥିଲେ । ଏଥିରେ କିଟ୍ ଲ ସ୍କୁଲର ନିର୍ଦ୍ଦେଶକ ପ୍ରଫେସର ଭବାନୀ ପ୍ରଶାଦ ପଣ୍ଡା, ଜାପାନ ଦୋଶିଶା ବିଶ୍ୱବିଦ୍ୟାଳୟର ପ୍ରଫେସର କେଜି କାୱାଇ ଏବଂ ପ୍ରଫେସର ଆକିରା କାୱାଗୁଚି, ପ୍ରଫେସର ପରମିତା ଚତୋରାଜ, ପ୍ରଫେସର ବିନିତା ବେହେରା, ପ୍ରଫେସର ଜିନିଆ କୁଣ୍ଡୁ, ପ୍ରଫେସର ପାରୋମିତା ଚାଟ୍ଟୋରାଜ, ପ୍ରଫେସର ସୌମ୍ୟା ମହାପାତ୍ର ଓ ପ୍ରଫେସର ସଙ୍ଘମିତ୍ରା ପଟ୍ଟନାୟକ ପ୍ରମୁଖ ବକ୍ତା ଭାବେ ଯୋଗ ଦେଇଥିଲେ ।