KIIT DU Inks MoU With George Washington University : Ommtv
KIIT DU Inks MoU With George Washington University
KIIT DU Inks MoU With George Washington University : Ommtv
Bhubaneswar, May 2: The KIIT-DU has signed an MoU with George Washington University (GWU) in the United States for students and faculty exchange programmes. The MoU was signed recently between Prof. Sasmita Samanta, VC, KIIT DU and Christopher Bracey, Provost and Executive Vice President, Academic Affairs, GWU.As per the MoU, both institutes will join efforts to educate highly qualified individuals to prepare them in the field of Business Analytics, Information Systems and Project Management. The programmes will be offered both at KIIT and at the GWE campus in the United States through credit transfers. The programmes are STEM Certified.All students who satisfactorily complete all the requirements of the programme will receive either the degree of Master’s of Science in Business Analytics (MSBA), Master’s of Science in Project Management (MSPM) and Master’s of Science in Information Systems Technology (MSIST) degrees from GWU. The programmes are divided into credits which will be taught both at KIIT and GWU. GWU shall provide the courses and faculty for the programme. To obtain the degree, the student must complete all the GWU-required courses with a cumulative GPA of 3.0. Students whose GPA falls below 3.0 at any time during the programme may be placed on probation or dismissed, consistent with published GWU policies.For this initiative Dr. Achyuta Samanta, Founder, KIIT & KISS thanked Mark S. Wrighton, President, GWU, and Shivraj Kanungo, Vice Dean, Graduate Programs Business School, GWU.
କିଟ୍ ଓ ଜର୍ଜ ୱାଶିଂଟନ୍ ବିଶ୍ୱବିଦ୍ୟାଳୟ ମଧ୍ୟରେ ବୁଝାମଣା ସ୍ୱାକ୍ଷର : Ommtv
ଭୁବନେଶ୍ୱର,୨ ।୫: କିଟ୍ ବିଶ୍ୱବିଦ୍ୟାଳୟ ଓ ଆମେରିକାର ଜର୍ଜ ୱାଶିଂଟନ୍ ବିଶ୍ୱବିଦ୍ୟାଳୟ ସ୍କୁଲ୍ ଅଫ୍ ବିଜିନେସ୍ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହି ବୁଝାମଣାପତ୍ରରେ କିଟ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ କୁଳପତି ପ୍ରଫେସର ସସ୍ମିତା ସାମନ୍ତ ଏବଂ ଜର୍ଜ ୱାଶିଂଟନ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏହାର ପ୍ରୋଭୋଷ୍ଟ ତଥା ଏକାଡେମିକ୍ ଆଫାୟାର୍ସ କାର୍ଯ୍ୟକାରୀ ଉପସଭାପତି ଖ୍ରୀଷ୍ଟଫର୍ ବ୍ରାକେ ସ୍ୱାକ୍ଷର କରିଛନ୍ତି। ବୁଝାମଣପତ୍ର ଅନୁଯାୟୀ ଉଭୟ ଅନୁଷ୍ଠାନ ଉଚ୍ଚଶିକ୍ଷିତ ବ୍ୟକ୍ତିମାନଙ୍କୁ ଆକାଉଣ୍ଟିଂ ଆନାଲିଟିକ୍ସ, ବିଜିନେସ୍ ଆନାଲିଟିକ୍ସ, ଫାଇନାନ୍ସ, ଇନ୍ଫରମେସନ୍ ସିଷ୍ଟମ୍, ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ ଏବଂ ଇଣ୍ଟରଡିସିପ୍ଲିନାରୀ ବିଜିନେସ୍ ଷ୍ଟଡିଜ୍ ଆଦି କ୍ଷେତ୍ରରେ କାର୍ଯ୍ୟ କରିବା ନିମନ୍ତେ ପ୍ରସ୍ତୁତ କରିବେ। କିଟ୍ର ଛାତ୍ରଛାତ୍ରୀମାନେ ଜର୍ଜ ୱାଶିଂଟନ୍ ବିଶ୍ୱବିଦ୍ୟାଳୟରେ ବିଜିନେସ୍ ଆନାଲିଟିକ୍ସ, ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ ଏବଂ ଇନ୍ଫରମେସନ୍ ସିଷ୍ଟମ୍ ଟେକ୍ନୋଲୋଜିରେ ସ୍ନାତକୋତ୍ତର (ମାଷ୍ଟର ଡିଗ୍ରୀ) ପଢ଼ିଲେ ସେମାନଙ୍କୁ ଏହିସବୁ ପାଠ୍ୟକ୍ରମରେ ୬ଟି କ୍ରେଡିଟ୍ କରିବାକୁ ପଡ଼ିବ ନାହିଁ । ଏହା ଦ୍ୱାରା ମ୍ୟାନେଜମେଣ୍ଟ କ୍ଷେତ୍ରରେ ଉଚ୍ଚଶିକ୍ଷା ଲକ୍ଷ୍ୟ ରଖିଥିବା ଓଡ଼ିଶା ତଥା ଭାରତୀୟ ଛାତ୍ରଛାତ୍ରୀମାନେ ବିଶେଷ ଉପକୃତ ହେବେ ବୋଲି କିଟ୍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସସ୍ମିତା ସାମନ୍ତ କହିଛନ୍ତି। ଏହି ପ୍ରୟାସ ପାଇଁ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଜର୍ଜ ୱାଶିଂଟନ୍ ବିଶ୍ୱବିଦ୍ୟାଳୟ ସଭାପତି ଜର୍ଜ ରିଂଟନ୍ , ମାର୍କ ଏସ୍. ୱାଶିଂଟନ୍ ଏବଂ ବିଶ୍ୱବିଦ୍ୟାଳୟ ବିଜିନେସ୍ ସ୍କୁଲ୍ର ଗ୍ରାଜୁଏଟ୍ ପ୍ରୋଗ୍ରାମ ଭାଇସ୍ ଡିନ୍ ଶିବରାଜ କାନୁନ୍ଗୋଙ୍କୁ ଧନ୍ୟବାଦ ଜଣାଇଛନ୍ତି।