Krishnachandrapur High Primary School Principal Puspanjali Dwivedi's Farewell Tribute : Ommtv

Krishnachandrapur High Primary School Principal Puspanjali Dwivedi's Farewell Tribute : Ommtv (Dhenkanal Shashikant Gadnaik) Today, Principal of Krishnachandrapur Higher Primary School in Hindob Block was raised in the farewell ceremony of Puspanjali Dwivedi. The meeting was held under the chairmanship of retired Principal Krishnachandra Das under the coordination of senior teacher Utkalmani Majhi. Representative

Krishnachandrapur High Primary School Principal Puspanjali Dwivedi's Farewell Tribute : Ommtv

କୃଷ୍ନଚନ୍ଦ୍ରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ପୁଷ୍ପାଞ୍ଜଳୀ ଦ୍ଵିବେଦୀ ଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା : Ommtv
(ଢେଙ୍କାନାଳ ଶଶିକାନ୍ତ ଗଡନାୟକ)ଆଜି ହିନ୍ଦୋଳ ବ୍ଲକ୍ ଅନ୍ତର୍ଗତ କୃଷ୍ନଚନ୍ଦ୍ରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ପୁଷ୍ପାଞ୍ଜଳୀ ଦ୍ଵିବେଦୀ ଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ସମାରୋହରେ ପାଳିତ ହୋଇଛି।ବରିଷ୍ଠ ଶିକ୍ଷକ ଉତ୍କଳମଣି ମାଝୀଙ୍କ ସଂଯୋଜନା ରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ କୃଷ୍ନଚନ୍ଦ୍ର ଦାଶଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ ସୁକାନ୍ତି ରାଉତ, ମୁଖ୍ୟବକ୍ତା ଭାବେ ଓମ୍ ଟିଭି ପ୍ରତିନିଧି ରତିକାନ୍ତ ଗଡନାୟକ, ସମ୍ମାନୀତ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟା ମାମାଲି ଦାଶ, ଶିକ୍ଷାବିତ୍ ତୁଷାରକାନ୍ତ ମିଶ୍ର, ସି ଆର ସି ଜିତେନ୍ଦ୍ର ରାଉତ, ମୋ ସ୍କୁଲ୍ ଅଭିଯାନ ସଭାପତି ସୁବ୍ରତ ଆଚାର୍ଯ୍ଯ,ସମିତି ସଭ୍ୟା ଉଷାରାଣୀ ଆଚାର୍ଯ୍ଯ, ସମ୍ବାଦ ପ୍ରତିନିଧି ପ୍ରଶାନ୍ତ କୁମାର ଜେନାମଣୀ ପ୍ରମୂଖ ଯୋଗଦାନ କରି ବିଦାୟୀ ପ୍ରଧାନ ଶିକ୍ଷୟତ୍ରୀ ଙ୍କ ଗୁଣାବଳୀ ଉପରେ ଉଦବୋଧନ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ପରିଚାଳନା କମିଟି ସଭ୍ଯ, ମୋ ସ୍କୁଲ୍ ଅଭିଯାନ ସଭ୍ଯ ଓ ଗ୍ରାମ କମିଟି ସଭ୍ୟ ମାନେ ଯୋଗ ଦେଇ ଥିଲେ।ଏହି ଅବସରରେ ପରିସରରେ ପଣ୍ଡିତ ଗୋପବନ୍ଧୁ ଙ୍କ ସ୍ଥାପିତ ଏକ ନୂତନ ପ୍ରତିମୂର୍ତ୍ତୀ କୁ ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା। ବରିଷ୍ଠ ଶିକ୍ଷକ ଗଙ୍ଗାଧର ଦାଶ ଙ୍କ ଦ୍ଵାରା ସମସ୍ତ କାର୍ଯ୍ୟକ୍ରମ ପରିଚାଳନା ହୋଇଥିଲା ଓ ବରିଷ୍ଠ ଶିକ୍ଷକ ରମେଶ ଚନ୍ଦ୍ର ସାମଲ ଧନ୍ୟବାଦ ଅର୍ପଣ କରିଥିଲେ। #Krushanachandrapurhighschool #Dhenkanal #Hindol #OmmTv #OmTV #KalingaCineArts #NBPC

Krishnachandrapur High Primary School Principal Puspanjali Dwivedi's Farewell Tribute : Ommtv
(Dhenkanal Shashikant Gadnaik) Today, Principal of Krishnachandrapur Higher Primary School in Hindob Block was raised in the farewell ceremony of Puspanjali Dwivedi. The meeting was held under the chairmanship of retired Principal Krishnachandra Das under the coordination of senior teacher Utkalmani Majhi. Representative