KIMS Doctor Urges Caution Against Self-Medication For Fever, Highlights Dangers Of Antibiotic Resistance:Ommtv
KIMS Doctor Urges Caution Against Self-Medication For Fever, Highlights Dangers Of Antibiotic Resistance
KIMS Doctor Urges Caution Against Self-Medication For Fever, Highlights Dangers Of Antibiotic Resistance:Ommtv
Bhubaneswar: In the wake of a surge in fever-related cases in the city, KIMS Vice Principal and Medicine specialist Prof. Dr. Shubhransu Patro has cautioned against self-medication for fever, emphasising the need to consult a doctor before resorting to any form of treatment. Dr. Patro highlights that fever can be a symptom of various underlying diseases, and taking medication without a proper diagnosis can have consequences."Fever can be a symptom of several diseases, be it due to infection or other underlying health conditions. It is crucial to understand that not all fevers are because of infection only. As there are many types of infections, so all infections will not respond to antibiotics also,” he explained.Dr Patro stressed the importance of seeking medical advice when experiencing a fever, as the appropriate treatment varies depending on the underlying cause.He also cautioned against using over-the-counter medications and self-prescribing antibiotics. "Taking antibiotics without a proper diagnosis can contribute to antibiotic resistance, which is a significant concern for the future of healthcare," Dr Patro warned.To avoid the perils of antibiotic resistance and the risk of side effects from inappropriate medication, Dr. Patro advised individuals to consult a doctor when experiencing a fever. "By visiting a healthcare professional, you can undergo necessary tests to determine the root cause of the fever and receive tailored treatment," he stated. "This not only ensures effective treatment but also reduces the risk of unnecessary antibiotic use."
ଭାଇରାଲ ଜ୍ୱର ହେଲେ ମନଇଚ୍ଛା ଔଷଧ ଖାଇବା ବିପଜ୍ଜନକ: କିମ୍ସ ବିଶେଷଜ୍ଞଷ୍ଠିତ : Ommtv
ଭୁବନେଶ୍ୱର,୨୫ ।୯: ଭାଇରାଲ ଜ୍ୱର ହେଲେ ଡାକ୍ତରଙ୍କ ବିନା ପରାମର୍ଶରେ କୌଣସି ଔଷଧ ନ ଖାଇବାକୁ କିମ୍ସ ମେଡିକାଲ କଲେଜ ଉପାଧ୍ୟକ୍ଷ ତଥା ବିଶିଷ୍ଟ ଭେଷଜ ବିଶେଷଜ୍ଞ ପ୍ରଫେସର ଡା. ଶୁଭ୍ରାଂଶୁ ପାତ୍ର ସତର୍କ କରାଇଛନ୍ତି । ଏହା ସହ କୌଣସି ପ୍ରକାର ଚିକିତ୍ସା କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି । ଜ୍ୱର ବିଭିନ୍ନ ଅନ୍ତର୍ନିହିତ ରୋଗର ଲକ୍ଷଣ ହୋଇପାରେ ଏବଂ ଉପଯୁକ୍ତ ରୋଗ ନିର୍ଣ୍ଣୟ ନକରି ଔଷଧ ସେବନ କଲେ ଏହାର ପରିଣାମ ଓଲଟା ହୋଇପାରେ ବୋଲି ସେ ସତର୍କ କରାଇଛନ୍ତି । ଜ୍ୱର ଅନେକ ରୋଗର ଲକ୍ଷଣ ହୋଇପାରେ, ତାହା ସଂକ୍ରମଣ କାରଣରୁ ହେଉ କିମ୍ବା ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା କାରଣରୁ ହୋଇପାରେ । ତେବେ ସମେସ୍ତ ବୁଝିବା ଜରୁରୀ ଯେ- ସବୁ ପ୍ରକାର ଜ୍ୱର କେବଳ ସଂକ୍ରମଣ କାରଣରୁ ହୁଏ ନାହିଁ । ଅନେକ ପ୍ରକାରର ସଂକ୍ରମଣ ଅଛି । ସମସ୍ତ ସଂକ୍ରମଣ ଆଣ୍ଟିବାୟୋଟିକ୍ ପ୍ରତି ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରି ନ ଥାଏ । ଜ୍ୱର ଅନୁଭବ କରିବା ସମୟରେ ଡାକ୍ତରୀ ପରାମର୍ଶ ନେବା ଉପରେ ଗୁରୁତ୍ୱାରୋପ କରି ଡା. ପାତ୍ର କରିଛନ୍ତି ଔଷଧ ଦୋକାନରୁ ନିଜେ ମନଇଛା ଆଣ୍ଟିବାୟୋଟିକ୍ ଆଣି ବ୍ୟବହାର କରିବା ଉଚିତ ନୁହେଁ । ଉପଯୁକ୍ତ ରୋଗ ନିର୍ଣ୍ଣୟ ବିନା ଆଣ୍ଟିବାୟୋଟିକ୍ ସେବନ ଭବିଷ୍ୟତ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଚିନ୍ତାର ବିଷୟ ବୋଲି ଡାକ୍ତର ପାତ୍ର ଚେତାବନୀ ଦେଇଛନ୍ତି । ଆଣ୍ଟିବାୟୋଟିକ୍ ପ୍ରତିରୋଧର ବିପଦ ଏବଂ ଅନୁପୁଯୁକ୍ତ ଔଷଧ ଦ୍ୱାରା ପାର୍ଶ୍ୱ ପ୍ରତିକ୍ରିୟା ହେବାର ଆଶଙ୍କାକୁ ଏଡ଼ାଇବା ପାଇଁ ଡାକ୍ତର ପାତ୍ର ଜ୍ୱର ଅନୁଭବ କଲେ ତୁରନ୍ତ ନିକଟସ୍ଥ ଡାକ୍ତରଖାନାକୁ ଯାଇ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ ବୋଲି କହିଛନ୍ତି । ଜଣେ ଡାକ୍ତରଙ୍କ ପାଖକୁ ଗଲେ ଜ୍ୱରର ମୂଳ କାରଣ ଜଣା ପଡିଥିଏ ଏବଂ ଆବଶ୍ୟକ ପରୀକ୍ଷା କରି ଉପଯୁକ୍ତ ଚିକିତ୍ସା ପାଇପାରିଥାଏ । ଏହାଦ୍ୱାରା ଜଣେ ରୋଗୀ ପ୍ରଭାବଶାଳୀ ଚିକିତ୍ସା ପାଇବା ସହ ଅନାବଶ୍ୟକ ଆଣ୍ଟିବାୟୋଟିକ୍ ବ୍ୟବହାରର ବିପଦକୁ ମଧ୍ୟ ହ୍ରାସ କରିଥାଏ ବୋଲି ଡ. ପାତ୍ର କହିଛନ୍ତି ।