ଖଜୁରିଆକଟା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ରୋଗୀ କଲ୍ୟାଣ ସମିତି କାର୍ଯ୍ୟକାରୀ କମିଟି ବୈଠକ : Ommtv

Executive Committee Meeting of Khajuriakata Group Health Center's Patient Welfare Committee

ଖଜୁରିଆକଟା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ରୋଗୀ କଲ୍ୟାଣ ସମିତି କାର୍ଯ୍ୟକାରୀ କମିଟି ବୈଠକ : Ommtv

ଖଜୁରିଆକଟା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ରୋଗୀ କଲ୍ୟାଣ ସମିତି କାର୍ଯ୍ୟକାରୀ କମିଟି ବୈଠକ : Ommtv

 (ଢେଙ୍କାନାଳ ଶଶିକାନ୍ତ ଗଡନାୟକ)ହିନ୍ଦୋଳ ବ୍ଲକ୍ ଅନ୍ତର୍ଗତ ଖଜୁରିଆକଟା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ରୋଗୀ କଲ୍ୟାଣ ସମିତି କାର୍ଯ୍ୟକାରୀ କମିଟି ବୈଠକ ମେଡିକାଲ ଅଫିସର ଡାଃ ସାଗର ପ୍ରଧାନ ଙ୍କ ଆବାହକତ୍ବରେ ଓ ହିନ୍ଦୋଳ ଅତିରିକ୍ତ ବିଡିଓ ଅଶୋକ କୁମାର ମିଶ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ବରିଷ୍ଠ ସଦସ୍ୟ ସମାଜସେବୀ ରତିକାନ୍ତ ଗଡନାୟକ, ଧରଣୀଧର ପାଲ,କେଶବ ସାମଲ,କୁକୁଟା ସରପଞ୍ଚ ସୁପ୍ତି ମଞ୍ଜରୀ ସାହୁ ଙ୍କ ସମେତ ବି,ପି,ଏମ୍ ପ୍ରିୟଦର୍ଶିନୀ ସାହୁ,ଆୟୁଷ ଡାକ୍ତର ତପସ୍ଵିନୀ ମିଶ୍ର,ପି,ଏଚ,ଇ,ଓ ନଗେନ୍ ନାୟକ,ଆକାଉଣ୍ଟ ମ୍ୟାନେଜର୍ ବିଚିତ୍ରାନନ୍ଦ ବେହେରା, ବି,ଇ,ଓ ଅର୍ଜୁନ କୁମାର ସାହୁ ପ୍ରମୂଖ ଯୋଗ ଦେଇ ଚଳିତ ବର୍ଷ 2,50000 ଟଙ୍କାର ବ୍ୟୟ ଅଟକଳ ମଞ୍ଜୁରୀ ଅନୁମୋଦନ ଲାଭ ହୋଇଥିଲା। କର୍ଯ୍ୟକାରୀ କମିଟି ସଦସ୍ୟ ଭାବେ ଥାଇ ମଧ୍ୟ ହିନ୍ଦୋଳ ଏସ୍,ଡି,ଏମ୍,ଓ,ବ୍ଲକ୍ ସି,ଡି,ପି,ଓ,,ଆର,ଡବ୍ଲ୍ଯୁଏସ୍,ଏସ୍,ଜେ,ଇ,ବୈଠକରେ ଅନୁପସ୍ଥିତି ଥିଲେ। ଏମାନେ ପ୍ରତି ବୈଠକରେ ନିୟମିତ ଅନୁପସ୍ଥିତ ରହୁଥିବାରୁ ବୈଠକ ରେ ଜନ ସାଧାରଣଙ୍କ ତରଫରୁ ପ୍ରତିନିଧିତ୍ଵ କରିଥିବା ସଭ୍ଯ ମାନେ କ୍ଷୋଭ ପ୍ରକାଶ କରିଥିଲେ। #OmmTv #OmTV #NBPC #KalingaCineArts #Dhenkanal #Odishagovernment