OMM TV ଶ୍ରୀ ଶ୍ରୀ ଆୟୁ ର୍ବେଦ ମହାବିଦୟାଳୟ

Sri Sri University

OMM TV ଶ୍ରୀ ଶ୍ରୀ ଆୟୁ ର୍ବେଦ ମହାବିଦୟାଳୟ
OMM TV ଶ୍ରୀ ଶ୍ରୀ ଆୟୁ ର୍ବେଦ ମହାବିଦୟାଳୟର୍େ ଶିର୍୍ୟାପନୟନ
ଗୁରୁ ବାର ପୂବବାହ୍ନ 10 ଘଟିକା ସମୟରର ଶ୍ରୀ ଶ୍ରୀ
ଆୟୁ ରବବଦ ବିଜ୍ଞାନ ମହାବିଦୟାଳୟରର ଶିକ୍ଷାବର୍ବ 2022-23 ରର ର ାଗଦାନ କରିଥିବା ସମସ୍ତ
ଛାତ୍ରଛାତ୍ରୀମାନଙ୍କର ଶିରର୍ୟାପନୟନ କା ବୟକ୍ରମ କରା ାଇଥିଲା | ଏହି ଉତ୍ସବ ପ୍ରାରମ୍ଭରର ଗୁରୁ ପୂଜା
ଓ ଧନ୍ଵନ୍ତରୀ ପୂଜା କରା ାଇ ସମସ୍ତ ଛାତ୍ରଛାତ୍ରୀ ମାନଙ୍କ ସହ ଅଧ୍ୟାପକ ଅଧ୍ୟାପିକାମାରନ ର ାଗରଦଇ
ରବୈଦିକ ରୀତିରର ଶପଥ ପାଠ କରିଥିରଲ | ଚିକିତ୍ସା ବିଜ୍ଞାନକୁ ସମାଜର କଲୟାଣ ପାଇ ଁ ବୟବହାର
କରିବା ସହ ନିଜର ସ୍ୱାଥବ ପାଇ ଁ ଅପବୟବହାର ନ କରିବାକୁ ପ୍ରତିଶୃତି ବଦ୍ଧ ରହାଇଥିରଲ | କା ବୟକ୍ରମରର
ବିଶ୍ୱବିଦୟାଳୟ ରପ୍ରସିରେଣ୍ଟ ପ୍ରରେସର ରଜିତା କୁଲକର୍ଣ୍ବୀ ଅନଲାଇନ ମାଧ୍ୟମରର ଆଶୀବବାଦ ପ୍ରଦାନ
କରିଥିରଲ ଏବଂ କୁଳପତି ପ୍ରରେସର ବି. ଆର. ଶମବା, ୋଇରରକ୍ଟର ଅରପରସନ ରଗୌରବ ବମବା,
ଆୟୁ ରବବଦ ମହାବିଦୟାଳୟ େିନ ପ୍ରରେସର (ୋ.) ପ୍ରଦୀପ କୁମାର ପଣ୍ଡା, ସି ଏ ଓ ୋ. ସନ୍ଧ୍ୟା ସାଦନା,
ଚିକିତ୍ସାଳୟ ସୁପରୀନରଟରଣ୍ଡଣ୍ଟ ପ୍ରରେସର (ୋ.) ଦୁଗବା ପ୍ରସାଦ ଦାଶ, ୋଇରରକ୍ଟର ଏଚ. ଆର୍ . େି.ସି
ଓ ଜନ ସମ୍ପକବ ଅଧିକାରୀ ଡ଼. ବିଜୟଲକ୍ଷ୍ମୀ ମହାନ୍ତି ପ୍ରମୁଖ ର ାଗ ରଦଇଥିରଲ | ପ୍ରସାଦ ରସବନ ପରର
ଅପରାହ୍ନରର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କା ବୟକ୍ରମ ପରିରବର୍ଣ କରା ାଇଥିଲା । ଏହି
ସମସ୍ତ କା ବକ୍ରମକୁ ମହାବିଦୟାଳୟର ଅଧ୍ୟାପକ ଅଧ୍ୟାପିକା ଏବଂ ସରବବାପରି ରକୌଶିକ କପୁରିଆ ଦ୍ୱାରା
ପରିଚାଳନା କରା ାଇଥିଲା ।#SSU #stisriuniversity #Cuttack #Odisha #India #Gururabisankar #OmmTv #OmTV #KalingaCineArts