ରାଇରଙ୍ଗପୁର ଉଚ୍ଚ ବିଦ୍ୟାଳୟର 1998 ମେଟ୍ରିକ ପାସ କରିଥିବା ଛାତ୍ର ମାନଙ୍କ ଦ୍ୱାରା ପ୍ରସାଦ ବଣ୍ଟନ
ରାଇରଙ୍ଗପୁର ଉଚ୍ଚ ବିଦ୍ୟାଳୟର 1998 ମେଟ୍ରିକ ପାସ କରିଥିବା ଛାତ୍ର ମାନଙ୍କ ଦ୍ୱାରା ପ୍ରସାଦ ବଣ୍ଟନ
ରାଇରଙ୍ଗପୁର (କୋଳିଙ୍ଗ ବିକାଶ )ଆଜି ରଥ ଯାତ୍ରାର ପ୍ରଥମ ଦିନରେ ରାଇରଙ୍ଗପୁର କଲେଇ ଛକ ପାଖରେ ଆମ୍ଭର ରାଇରଙ୍ଗପୁର ଉଚ୍ଚ ବିଦ୍ୟାଳୟର 1998 ମେଟ୍ରିକ ପାସ କରିଥିବା ଛାତ୍ର ମାନଙ୍କ ଦ୍ୱାରା ପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମ କରାଯାଇଥିଲା। ସେମାନେ ଗତ ବର୍ଷ ମଧ୍ୟ ରଥ ଯାତ୍ରା ଅବସରରେ ପ୍ରସାଦ ବଣ୍ଟନ କାର୍ଯ କୋରଥିଲେ। ଦିନେଶ, ମୁକେଶ, ବିଶାଳ, ଅଭିଷେକ, ସୁମିତ, ଅରୁଣ, ବିଜୟ, ପ୍ରଭାସ, ଆଲୋକ, ପ୍ରବୀଣ, ସଂଜିତ, ନିହାର, ପ୍ରଦୀପ, ବିବେକ, ବିକାଶ, କୋମଳ, କୋମଳାକାନ୍ତ, ମନୋଜକାନ୍ତି, ଜିତେନ୍ଦ୍ର, ରୋତିକାନ୍ତ, ଜୟଦୀପ, ଅନୁପ, ବିଦ୍ୟାଧର, ଅଭିଷେକ, ସୋମୁ, ରୋଜତ, ପୱନ, ଅମିୟ, ବିଭାଶ, ସରୋଜ, ମନୋରଞ୍ଜନ ସମସ୍ତ 1998 ମେଟ୍ରିକ ପାସ କରିଥିବା ପିଲା ପ୍ରସାଦ ବଣ୍ଟନ କରିବା ଦ୍ୱାରା ବେଶ ଖୁସି ଅନୁଭବ କରିଛନ୍ତି ବୋଲି ବାର୍ତା ପ୍ରକାଶ କରିଛନ୍ତି। ସେମାନେ ଉପଦେଶ ଦେଇ କହିଛନ୍ତି ଆମ୍ଭେ ଯେମିତି ସମାଜର ମଙ୍ଗଳ ପାଇଁ କାର୍ଯ୍ୟ କରୁଛୁ। ଆମେ ଚାହୁଁ ଆମ ବିଦ୍ୟାଳୟର ପ୍ରତେକ ପିଲା ଆମ ଭଳିଆ ସମାଜର କିଛି ମଙ୍ଗଳ ଚିନ୍ତା କରନ୍ତୁ ସେମାନେ ଆହୁରି ମଧ୍ୟ ଅନାଥାଶ୍ରମ, ବୃଦ୍ଧା ଶ୍ରମ ଓ ହସ୍ପିଟାଲ ଯାଇକି ଲୋକଙ୍କୁ ସାହାଯ୍ୟ ସହଯୋଗ କରିବେ ବୋଲି ପ୍ରକାଶ କରିଛନ୍ତି। ରାଇରଙ୍ଗପୁରରୁ ଜ୍ୟୋତିରଞ୍ଜନ ଷୋଡଙ୍ଗୀ କୋଳିଙ୍ଗ ବିକାଶ।

