*ରାଇରଙ୍ଗପୁରରେ ASECA ପକ୍ଷରୁ ପ୍ରେସ ମିଟ *

*ରାଇରଙ୍ଗପୁରରେ ASECA ପକ୍ଷରୁ ପ୍ରେସ ମିଟ *

*ରାଇରଙ୍ଗପୁରରେ ASECA ପକ୍ଷରୁ ପ୍ରେସ ମିଟ *
*ରାଇରଙ୍ଗପୁରରେ ASECA ପକ୍ଷରୁ ପ୍ରେସ ମିଟ *
ରାଇରଙ୍ଗପୁର,(ଭଞ୍ଜଭୂମି ସମାଚାର  )ରାଇରଙ୍ଗପୁରରେ THE ASECA COUNICIL(ODISHA )ପକ୍ଷରୁ ଏକ ପ୍ରେସ ମିଟ ଆୟଜିତ ହୋଇଛି। ଏହି ଅବସରରେ ସଂଗଠନର କର୍ମକର୍ତ୍ତା ଡ଼କ୍ଟର ମାଝୋ ମୁର୍ମୁ, ଶ୍ରୀ ସିରୁ ସୋରେନ, ଶ୍ରୀ କାଁହୁଚୋରଣ ସୋରେନ, ଶ୍ରୀ ଧୋନେଶ୍ୱର ମୁର୍ମୁ, ମୁଚିରାମ ହେମ୍ବ୍ରମ, ମନୋରଞ୍ଜନ ହାଁଷଦା, ବାଲାଇ ଟୁଡୁ, ବୁଢାନ ମୁର୍ମୁ, ନାନୋକରାମ ସୋରେନ, ଫାଗୁ ବାସ୍କେ ଓ ସଦସ୍ୟମାନେ ଉପସ୍ଥିତ ରହି ସଂଗଠନ ସମ୍ପର୍କିତ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। ପ୍ରେସମିଟରେ ଅଞ୍ଚଳର ବିଭିନ୍ନ ପ୍ରତିନିଧି ମଧ୍ୟ ଉପସ୍ଥିତ ଥିଲେ।ରାଇରଙ୍ଗପୁରରୁ ଜ୍ୟୋତିରଞ୍ଜନ ଷଡ଼ଙ୍ଗୀଙ୍କ ରିପୋର୍ଟ ଭଞ୍ଜଭୂମି ସମାଚାର।

What's Your Reaction?

like

dislike

love

funny

angry

sad

wow

FOUNDER OMMTV MEDIA PVT. LTD. & KALINGA CINE ARTS FOUNDATION