କଭ୍ୟାଂଶ ଏଣ୍ଟେରପ୍ରାଇଯେସ ର ସୁପର ଇକୋ ଇଲେକ୍ଟ୍ରିକ ଭାଇକିଲ  ଶୋ ରୁମ ଭୁବନେଶ୍ୱର ବମିଖାଲରେ ଖୋଲିଲା : ଓମଟିଭି

କଭ୍ୟାଂଶ ଏଣ୍ଟେରପ୍ରାଇଯେସର ସୁପର ଇକୋ ଇଲେକ୍ଟ୍ରିକ ଭାଇକିଲ  ଶୋ ରୁମ ଭୁବନେଶ୍ୱର ବମିଖାଲ ଠାରେ ଖୋଲି ଯାଇଛି l ଏହି ଅବସରରେ ସଂସ୍ଥାର ମାଲିକ ଓ ଅନ୍ୟ ଅତିଥିମାନେ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଛନ୍ତି।

କଭ୍ୟାଂଶ ଏଣ୍ଟେରପ୍ରାଇଯେସ ର ସୁପର ଇକୋ ଇଲେକ୍ଟ୍ରିକ ଭାଇକିଲ  ଶୋ ରୁମ ଭୁବନେଶ୍ୱର ବମିଖାଲରେ ଖୋଲିଲା : ଓମଟିଭି

କଭ୍ୟାଂଶ ଏଣ୍ଟେରପ୍ରାଇଯେସ ର ସୁପର ଇକୋ ଇଲେକ୍ଟ୍ରିକ ଭାଇକିଲ  ଶୋ ରୁମ ଭୁବନେଶ୍ୱର ବମିଖାଲରେ ଖୋଲିଲା : ଓମଟିଭି

(ରିପୋର୍ଟ: ସ୍ମୃତି ରଂଜନ ଦାସ) : କଭ୍ୟାଂଶ ଏଣ୍ଟେରପ୍ରାଇଯେସର ସୁପର ଇକୋ ଇଲେକ୍ଟ୍ରିକ ଭାଇକିଲ  ଶୋ ରୁମ ଭୁବନେଶ୍ୱର ବମିଖାଲ ଠାରେ ଖୋଲି ଯାଇଛି l ଏହି ଅବସରରେ ସଂସ୍ଥାର ମାଲିକ ଓ ଅନ୍ୟ ଅତିଥିମାନେ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଛନ୍ତି। ଆଜିକାର ତେଲ ଦର ଦାମ ବଢ଼ିଥିବା ଦୁନିଆରେ ଇ ଗାଡ଼ିର ଚାହିଦା ବଢ଼ୁଥିଲା ବେଳେ ବ୍ୟାଟେରି ଚାର୍ଯ୍ୟ ଗାଡ଼ି ବ୍ୟବସାୟ କରିବା ଏକ ଲାଭଦାୟକ ବୋଲି ଦର୍ଶାଇ ଏହି ଗାଡ଼ି ସୋରୁମ ଆରମ୍ଭ କରାଯାଇଛି ‌ବୋଲି କହିଛନ୍ତି ସଂସ୍ଥା ମାଲିକ । ଅନ୍ୟ ପକ୍ଷରେ ରାଜଧାନୀ ସମେତ ଅନ୍ୟ ସବୁ ବଡ଼ ବଡ଼ ସହର ଗୁଡ଼ିକରେ ଦିନକୁ ଦିନ ଏହି ଇ ଗାଡ଼ି ଗୁଡ଼ିକର ଚାହିଦା ଅଧିକ ଥିବାରୁ ପ୍ରତିଟି ସହରରେ ଏହାର ବ୍ୟବହାର କରୁଥିବା ଉପଭୋକ୍ତା ସଂଖ୍ୟା ଅଧିକ । ରାଜଧାନୀରୁ ଇକୋ ପରିବେଶ କରିବା ଉଦ୍ୟେଶରେ ଇ ଗାଡ଼ି ଚଲାଇବା ଓ ଅଧିକ ଅର୍ଥ ଖର୍ଚ୍ଚରୁ ମୁକ୍ତି ପାଇବା ନେଇ ଏପରି ସଂଳ୍ପପ ‌ନିଆଯାଇଛି।