ସମୂଦ୍ର କୂଳ ଜମିମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ : ଓମଟିଭି

କିଛି ଜମି ମାଫିଆ ମାନେ, ସମୁଦ୍ର କୂଳରେ ଥିବା ଝାଉଁ ଜଙ୍ଗଲ କାଟି ଧୋଂଶ କରି ସାରିଲେଣି, ପ୍ରାୟ ଆନୁମାନିକ 5 ଏକର ରୁ ଅଧିକ ଝାଉଁ ଜଙ୍ଗଲ କାଟି ଧୋନସ କରି ସାରିଲେଣି , ଏ ଜଙ୍ଗଲ କାହା ସ୍ୱାର୍ଥରେ କଟାଯାଉଛି, ଯାହା ବାତ୍ୟା ସମୟରେ ଆମର ରକ୍ଷା କବଚ ପାଲଟି ଥାଏ, ଜୁଆର ପାଣି ଓ ପବନରୁ ଆମକୁ ବଞ୍ଚାଇ ଥାଏ,

ସମୂଦ୍ର କୂଳ ଜମିମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ : ଓମଟିଭି

ସମୂଦ୍ର କୂଳ ଜମିମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ : ଓମଟିଭି

(ଓମ): କିଛି ଜମି ମାଫିଆ ମାନେ, ସମୁଦ୍ର କୂଳରେ ଥିବା ଝାଉଁ ଜଙ୍ଗଲ କାଟି ଧୋଂଶ କରି ସାରିଲେଣି, ପ୍ରାୟ ଆନୁମାନିକ 5 ଏକର ରୁ ଅଧିକ ଝାଉଁ ଜଙ୍ଗଲ କାଟି ଧୋନସ କରି ସାରିଲେଣି , ଏ ଜଙ୍ଗଲ କାହା ସ୍ୱାର୍ଥରେ କଟାଯାଉଛି, ଯାହା ବାତ୍ୟା ସମୟରେ ଆମର ରକ୍ଷା କବଚ ପାଲଟି ଥାଏ, ଜୁଆର ପାଣି ଓ ପବନରୁ ଆମକୁ ବଞ୍ଚାଇ ଥାଏ, ହେନ୍ତାଳ ବଣ ତ ନଷ୍ଟ କରିଦେଲେ ବର୍ତ୍ତମାନ, ଝାମୁ ଜଙ୍ଗଲ ବି କାଟି ଧୋସ କରି ସାରିଲେଣି, କିଛି ଆସାଧୁ କାଠ ମାଫିଆ ମାନେ, ଯାହା ଚନକଣ ପୂର୍ବରୁ jsw ପରଜନ୍ତ ପ୍ରାୟ 5000 ରୁ ଉର୍ଦ୍ଧ ଗଛ ହେବ, ମୁଁ ଶୁଣିବାକୁ ପାଇଲି ଜେ ସେମାନେ permission ଆଣି ଗଛ କାଟୁଛନ୍ତି , ଛୁଆ ଆପଣ ଜନ୍ମ କରି ପାରିବେ କିନ୍ତୁ ତାକୁ ମାରି ପାରିବେ ନାହିଁ ଜାହା ଗଛ ଲଗାଇ ଫୋଟ ଉଠାଇ ଗଛ କାଟିବା ମଧ୍ଯ ସେଇଆ, ମୁଁ ଯେତବେଳେ ଶୁଣିଲି permission ଆଣି ଗଛ କାଟିଛନ୍ତି, ତେଣୁ କରି ମୁଁ କୁଜଙ୍ଗ forest Range officer ଙ୍କ ସହିତ କଥା ହେଲି ସିଏ ମନା କରିଲେ କହିଲେ, ଅମେ କାହାକୁ ଅନୁମତି କାଟିବା ପାଇଁ ଦେଇ ପାରିବୁ ନାହିଁ, ତହସିଲଦାର ଙ୍କ ସହିତ କଥା ହୁଅନ୍ତୁ, ମୁଁ ଗତ କାଲି ତହସିଲଦାର ମାଡ଼ାମଙ୍କ ସହିତ କଥା ହେଲି, ମାଡାମ ମଧ୍ଯ ମନା କରିଲେ, ଆମେ କିଏ ଜଙ୍ଗଲ ଜମୀ କାଟିବାକୁ permission ଦେବାକୁ, ତେବେ ଏ ମାଫିଆ ମାନେ କାହା ପ୍ରରୋଚନାରେ କାଟୁଛନ୍ତି ଓ ସେ କଟା କାଠ ଗୁଡ଼ିକ କାହାକୁ ବିକ୍ରୀ କରାଯାଉଛି, ମୁଁ ଆଜି ଏ ବାବଦରେ National Green Tribunal ରେ ଏକ petition ଦାଖଲ କରିବାକୁ ଯାଉଛି, ଏହାର ଏକ ଉ୍ଚସ୍ତରୀୟ ତଦନ୍ତ କରାଯାଉ....ଗଛ ଗଛ ଗଛ ଆଉ ସବୁ ପଛ..ଗଛ ବଞ୍ଚିଲେ ଆମେ ବଞ୍ଚିବା