୧୨ ରେ 5T ସଚିବ ଭି,କେ, ପାଣ୍ଡିଆନ୍ ଙ୍କ ହିନ୍ଦୋଳ କାର୍ଯ୍ୟକ୍ରମ : Ommtv

୧୨ ରେ 5T ସଚିବ ଭି,କେ, ପାଣ୍ଡିଆନ୍ ଙ୍କ ହିନ୍ଦୋଳ କାର୍ଯ୍ୟକ୍ରମ

୧୨ ରେ 5T ସଚିବ ଭି,କେ, ପାଣ୍ଡିଆନ୍ ଙ୍କ ହିନ୍ଦୋଳ କାର୍ଯ୍ୟକ୍ରମ : Ommtv

(ହିନ୍ଦୋଳ ରତିକାନ୍ତ ଗଡନାୟକ): ଆଗାମୀ ୧୨ ତାରିଖ ବୁଧବାର ଦିନ ଅପରାହ୍ନ ୨ ଟା ସମୟରେ 5T ସଚିବ ଭି,କେ, ପାଣ୍ଡିଆନ୍ ଙ୍କ ହିନ୍ଦୋଳ ବ୍ଲକ୍ କାର୍ଯ୍ୟକ୍ରମ ପାଇଁ ଆଜି ରାସୋଳ ଦାମାନି ଗାଲାରିଆ ମଣ୍ଡପ ରେ ହିନ୍ଦୋଳ ବିଜେଡି ଦଳ ସଭାପତି ବରୁଣ କୁମାର ସର ଙ୍କ ଆବାହକତ୍ବରେ ଏକ ପ୍ରସ୍ତୁତି ବୈଠକ ହିନ୍ଦୋଳ ନିର୍ବାଚନମଣ୍ଡଳୀ ପର୍ଯ୍ୟବେକ୍ଷକ ଭୁବନେଶ୍ଵର ଉତ୍ତରା ବିଧାୟକ ସୁଶାନ୍ତ କୁମାର ରାଉତ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ ଙ୍କ ସମେତ ହିନ୍ଦୋଳ ଓଡ଼ାପଡ଼ା ବ୍ଲକ୍ ସମସ୍ତ ଦଳୀୟ କର୍ମକର୍ତ୍ତା ଓ ପଦବୀଧାରୀ ସମସ୍ତ ନେତୃମଣ୍ଡଳୀ ଯୋଗ ଦେଇଥିଲେ।ପର୍ଯ୍ୟବେକ୍ଷକ ଶ୍ରୀ ରାଉତ ସମସ୍ତେ ମିଳି ମିଶି ଦଳ ସଂଗଠନ କୁ ଆହୁରି ସୁଦୃଢ କରିବା ପାଇଁ ପରାମର୍ଶ ଦେଇଥିଲେ। ସର୍ବଶେଷରେ 5T ସଚିବ ଙ୍କ କାର୍ଯ୍ୟକ୍ରମ କୁ ସଫଳ କରିବା ନିମନ୍ତେ ବିଧାୟିକା ସୀମାରାଣୀ ନାୟକ ସମସ୍ତଙ୍କ ସହଯୋଗ କାମନା କରିଥିଲେ। #Dhenkanal #Hindol #Ommtv #OmTV #viral #trend #viralpage #viralreels #trendingreels #trending #VKPandian #5T