ସମକୋଇ ପୂଜା କମିଟିର ଲଡୁନିଲାମ : ଓମଟିଭି

ଅନୁଗୋଳ ବ୍ଲକ ଅଙ୍ଗାରବନ୍ଧ ପଞ୍ଚାୟତ ସମାକୋଇ ଗ୍ରାମରେ ଗଣେଶ ପୂଜା କମିଟିର ଲଡୁ  ନିଲାମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ବିଜେପି  କାର୍ଯ୍ୟକାରିଣୀ ସଦସ୍ୟ ତଥା ରାଜ୍ୟ ଓବିସି ମୋର୍ଚ୍ଚା ସାଧାରଣ ସମ୍ପାଦକ  ପ୍ରତାପ ଚନ୍ଦ୍ର ପ୍ରଧାନ (ନିଲୁ ଭାଇ) ସମକୋଇ ଗ୍ରାମର ପୂଜା କମିଟି ର ସଭାପତି ରାମଚନ୍ଦ୍ର ଦଳ ବେହେରା, ଉପସଭାପତି ଅରବିନ୍ଦ ସାହୁ, ସୁମନ୍ତ ଭୋଇ, ସତ୍ୟବ୍ରତ ସାହୁ, ସୁବ୍ରତ ସାହୁ ଙ୍କ ନେତୃତ୍ୱରେ କମିଟିର ସଦସ୍ୟମାନେ ପ୍ରଥମେ ଅତିଥିମାନଙ୍କୁ ସଭା ମଞ୍ଚକୁ ପାଛୋଟି ଆଣିଥିଲେ ।

ସମକୋଇ ପୂଜା କମିଟିର ଲଡୁନିଲାମ : ଓମଟିଭି

ସମକୋଇ ପୂଜା କମିଟିର ଲଡୁନିଲାମ : ଓମଟିଭି
 
(ରିପୋର୍ଟ : ଜିତେନ୍ ସାହୁ) : ଅନୁଗୋଳ ବ୍ଲକ ଅଙ୍ଗାରବନ୍ଧ ପଞ୍ଚାୟତ ସମାକୋଇ ଗ୍ରାମରେ ଗଣେଶ ପୂଜା କମିଟିର ଲଡୁ  ନିଲାମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ବିଜେପି  କାର୍ଯ୍ୟକାରିଣୀ ସଦସ୍ୟ ତଥା ରାଜ୍ୟ ଓବିସି ମୋର୍ଚ୍ଚା ସାଧାରଣ ସମ୍ପାଦକ  ପ୍ରତାପ ଚନ୍ଦ୍ର ପ୍ରଧାନ (ନିଲୁ ଭାଇ) ସମକୋଇ ଗ୍ରାମର ପୂଜା କମିଟି ର ସଭାପତି ରାମଚନ୍ଦ୍ର ଦଳ ବେହେରା, ଉପସଭାପତି ଅରବିନ୍ଦ ସାହୁ, ସୁମନ୍ତ ଭୋଇ, ସତ୍ୟବ୍ରତ ସାହୁ, ସୁବ୍ରତ ସାହୁ ଙ୍କ ନେତୃତ୍ୱରେ କମିଟିର ସଦସ୍ୟମାନେ ପ୍ରଥମେ ଅତିଥିମାନଙ୍କୁ ସଭା ମଞ୍ଚକୁ ପାଛୋଟି ଆଣିଥିଲେ । ତା ପରେ ନାଚ, ଗୀତ, କୋଇଜି ପ୍ରତି ଯୋଗିତା ଆରମ୍ବ ହୋଇଥିଲା । ଆଖ ପାଖ ଅଞ୍ଚଳ ତଥା ଗାଁର ବହୁ ମାନ୍ୟଗନ୍ୟ ବ୍ୟକ୍ତିମାନେ ଏହି ନିଲାମରେ ଭାଗ ନେଇଥିଲେ । ଏହି କାର୍ଯ୍ୟକ୍ରମରେ ଅଙ୍ଗାରବନ୍ଧ ଗ୍ରାମ ପଞ୍ଚାତର ବିଜୟ ସାହୁ, ଗିରିଶ ସ୍ବାଇଁ, ସୁଧିର ବେହେରା, ପ୍ରାଥସାରଥୀ ପ୍ରଧାନ, ପିଣ୍ଟୁ ପ୍ରଧାନ ପ୍ରଭୁତି ଅତିଥି ଭାବେ ଯୋଗଦେଇ ପ୍ରତିଯୋଗୀ ମାନଙ୍କୁ ଉସ୍ତାହିତ କରିଥିଲେ । ସର୍ବାଧିକ ନିଲାମ ବଢ଼ି ଛଅ ହଜାର ପାଞ୍ଚଶହ ଏକଟଙ୍କା ଅଙ୍ଗାରବନ୍ଧ ଗ୍ରାମର ଚଉବନ ସାହୁ ଗ୍ରହଣ କରିଥିଲେ । ଶେଷରେ କମିଟିର ସଦସ୍ୟ ମାନେ ଶାନ୍ତି ଶୁଙ୍ଖଳା ସହିତ ପୂଜା ସମାପନ ହୁଇଥିବାରୁ, ଉପସ୍ଥିତ ଜନସାଧରଣ, ଓ ଗ୍ରାମବାସୀ ଙ୍କୁ ଧନ୍ୟବାଦ ଦେଇଥିଲେ।