ଆନ୍ଧ୍ରର ରାଜ୍ୟପାଳଙ୍କୁ ଭେଟିଲେ ସ୍ମୃତିଲିପିର ସଂପାଦକ : ଓମଟିଭି 

ଯାଜପୁର ଜିଲ୍ଲାସ୍ଥିତ କୋରେଇ ବ୍ଲକ ହଳଦିଗଡିଆ ଗ୍ରାମର ସତ୍ୟନାରାୟଣ ପାଠାଗାର ଆନୁକୁଲ୍ୟରେ ଦିର୍ଘ ୨୫ ବର୍ଷଧରି

ଆନ୍ଧ୍ରର ରାଜ୍ୟପାଳଙ୍କୁ ଭେଟିଲେ ସ୍ମୃତିଲିପିର ସଂପାଦକ : ଓମଟିଭି 

ଆନ୍ଧ୍ରର ରାଜ୍ୟପାଳଙ୍କୁ ଭେଟିଲେ ସ୍ମୃତିଲିପିର ସଂପାଦକ : ଓମଟିଭି 

(ଓମ ): ଯାଜପୁର ଜିଲ୍ଲାସ୍ଥିତ କୋରେଇ ବ୍ଲକ ହଳଦିଗଡିଆ ଗ୍ରାମର ସତ୍ୟନାରାୟଣ ପାଠାଗାର ଆନୁକୁଲ୍ୟରେ ଦିର୍ଘ ୨୫ ବର୍ଷଧରି ନିରବିଛନ୍ମ ଭାବେ ପ୍ରକାଶ ପାଇଆସୁଥିବା ଜନଚେତନାର ପ୍ରତୀକ ଓଡିଆ ସାହିତ୍ୟ ପତ୍ରିକା ସ୍ମୃତିଲିପିର ରଜତ ଜୟନ୍ତୀ ବିଶେଷାଙ୍କଙ୍କୁ ଆଜି ପୁର୍ବାହ୍ନରେ ଆନ୍ଧ୍ରର ମହାମହିମ ରାଜ୍ୟପାଳ ଶ୍ରୀଯୁକ୍ତ ବିଶ୍ବଭୁଷଣ ହରିଚନ୍ଦନଙ୍କୁ ଉପହାର ଦେବାସହ ଆଗାମୀ ଅକ୍ଟୋବର ମାସରେ ପତ୍ରିକାର ରଜତ ଜୟନ୍ତୀ ଉତ୍ସବର ଉଦଯାପନ ଉତ୍ସବରେ ମାନ୍ୟବର ଆନ୍ଧ୍ରର ରାଜ୍ୟପାଳ ଶ୍ରୀଯୁକ୍ତ ବିଶ୍ଵଭୁଷଣ ହରିଚନ୍ଦନଙ୍କୁ ମୁଖ୍ୟ ଅତିଥି ଭାବେ ଆସିବାକୁ ଅନୁରୋଧ କରିଥିଲେ . ରାଜ୍ୟପାଳ ଶ୍ରୀଯୁକ୍ତ ହରିଚନ୍ଦନ ସୌଜନ୍ୟମୁଳକ ଭାବେ ତାଙ୍କ ଭୁବନେଶ୍ଵରସ୍ଥିତ   ବାସଭବନରେ ଆଲୋଚନା କରିଥିଲେ .ଉକ୍ତ ଆଲୋଚନାରେ ସ୍ମୃତିଲିପିର ଉପଦେଷ୍ଟା ଇଂଜିନିୟର ଲଡ଼ୁ କିଶୋର ପଢିହାରୀ ଉପସ୍ଥିତ ଥିଲେ .