ଓଲିଉଡ଼ ଅଭିନେତ୍ରୀ ଶିବାନୀଙ୍କ ସମାଜସେବା କାର୍ଯ୍ୟ : ଓମଟିଭି

ଆଜି ହେଉଛି ଜାତୀୟ ଅଭିଭାବକ ଦିବସ । ଏହି ଅବସରରେ କଟକ ବୟାଲୀଶମୌଜା ସ୍ଥିତ ଆନନ୍ଦାଳୟରେ ଥିବା ଭିନ୍ନକ୍ଷମ ମାନଙ୍କୁ ନେଇ ଆୟୋଜିତ ହୋଇଛି ଏକ ଅନନ୍ୟ ଉତ୍ସଵ । ଏହି ଉତ୍ସବରେ ମୁଖ୍ୟ

ଓଲିଉଡ଼ ଅଭିନେତ୍ରୀ ଶିବାନୀଙ୍କ ସମାଜସେବା କାର୍ଯ୍ୟ : ଓମଟିଭି

ଓଲିଉଡ଼ ଅଭିନେତ୍ରୀ ଶିବାନୀଙ୍କ ସମାଜସେବା କାର୍ଯ୍ୟ : ଓମଟିଭି

କଟକ:୨୫.୭.୨୨(ଓମ): ଆଜି ହେଉଛି ଜାତୀୟ ଅଭିଭାବକ ଦିବସ । ଏହି ଅବସରରେ କଟକ ବୟାଲୀଶମୌଜା ସ୍ଥିତ ଆନନ୍ଦାଳୟରେ ଥିବା ଭିନ୍ନକ୍ଷମ ମାନଙ୍କୁ ନେଇ ଆୟୋଜିତ ହୋଇଛି ଏକ ଅନନ୍ୟ ଉତ୍ସଵ । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡ଼ିଆ  ସିନେ ତାରକା ଶିବାନୀ ସଂଗୀତା ଯୋଗ ଦେଇ ଭିନ୍ନକ୍ଷମ ମାନଙ୍କୁ କେକ ଖୁଆଇବା ସହିତ ଵସ୍ତ୍ର ବଣ୍ଟନ କରିଥିଲେ । ଆନନ୍ଦାଳୟ ଓଡିଶା ସରକାରଙ୍କ ଦ୍ୱାରା ପରିଚାଳିତ ଭିକାରୀ ଥଇଥାନ ଯୋଜନାରେ କାଜ୍ୟରତ କେନ୍ଦ୍ର ଯାହା କଟକ ସହରରେ ବିଭିନ୍ନ ସ୍ଥାନରେ ଭିକ୍ଷାବୃତିରେ ନିୟୋଜିତ ଥିବା ୩୫ରୁ ଅଧିକ ଭିକାରୀଙ୍କୁ ଥଇଥାନ କରିବାରେ ନିଜ ପାରଦର୍ଶିତା ପ୍ରତିପ୍ରାଦନ କରିଛି । ଆଜି ଆୟୋଜିତ କାଯ୍ୟକ୍ରମ ରେ ଅନ୍ତେବାସୀମାନଙ୍କୁ ପାରିବାରିକ ପରିବେଶର ବାତାବରଣ ସୃଷ୍ଟି କରିବା ସହିତ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ମୁଖ୍ୟ ଉଦେଶ୍ୟ ବୋଲି ଅନୁଷ୍ଠାନ ର ମୁଖ୍ୟ ଆଭାରାଣୀ ଚୌଧୁରୀ ପ୍ରକାଶ କରିଛନ୍ତି । (ରିପୋର୍ଟ: ସ୍ମୁତି)