ମୁଁ ମରିଯିବି ମୋତେ ବଞ୍ଚାଅ ଏଭଳି ଆକୁଳ ନିବେଦନ କରି ସହାୟତା ମାଗୁଛି ସରୋଜିନୀ : ଓମଟିଭି

ସରକାର ମାଳ ମାଳ ଯୋଜନା  ଯାଉଛି କେଉଁଆଡେ ,ଏଠି  ଗରିବ ମରୁଛି ନ ଖାଇପିଇ , ଗରିବ କହୁଛି ଆମେ ଗରିବ ବୋଲି କଣ ଏ ସମାଜରେ ଆମର ବଞ୍ଚିବାର ଅଧିକାରୀ ନାହିଁ ଏଭଳି କିଛି ହୃଦୟ ବିଚାରକ ଘଟଣା ଘଟିଛି ଅନୁଗୋଳ ଜିଲ୍ଲାର ଛେଣ୍ଡିପଦା ବ୍ଲକ କଙ୍କରାଇ ଗ୍ରାମର ରାଉତ ନାୟକଙ୍କ  ଝିଅ  ସରୋଜିନୀ ନାୟକଙ୍କ ଦୁଃଖ କାହାଣୀ    ସେ ଦୁଇ ବର୍ଷ ହେବ ଟିମର ରୋଗରେ ପୀଡିତ ସ୍ୱାମୀ ହେଉଛନ୍ତି ମାନସିକ ରୋଗୀ ଏଥିସହ ତାଙ୍କର 3ଜଣ ଛୁଆ ଥିବା ବେଳେ ପାଳନ ପୋଷଣ ନକରିପାରିବାରୁ ଜଣେ କନ୍ୟା ସନ୍ତାନକୁ ଅନାଥ ଆଶ୍ରମ ରେ ଛାଡ଼ି ଦେଇଛନ୍ତି । ବାପା ମା , ପରି

ମୁଁ ମରିଯିବି ମୋତେ ବଞ୍ଚାଅ ଏଭଳି ଆକୁଳ ନିବେଦନ କରି ସହାୟତା ମାଗୁଛି ସରୋଜିନୀ : ଓମଟିଭି

ମୁଁ ମରିଯିବି ମୋତେ ବଞ୍ଚାଅ ଏଭଳି ଆକୁଳ ନିବେଦନ କରି ସହାୟତା ମାଗୁଛି ସରୋଜିନୀ : ଓମଟିଭି

(ରିପୋର୍ଟ: ‌ଜିତେନ୍ ସାହୁ): ସରକାର ମାଳ ମାଳ ଯୋଜନା  ଯାଉଛି କେଉଁଆଡେ ,ଏଠି  ଗରିବ ମରୁଛି ନ ଖାଇପିଇ , ଗରିବ କହୁଛି ଆମେ ଗରିବ ବୋଲି କଣ ଏ ସମାଜରେ ଆମର ବଞ୍ଚିବାର ଅଧିକାରୀ ନାହିଁ ଏଭଳି କିଛି ହୃଦୟ ବିଚାରକ ଘଟଣା ଘଟିଛି ଅନୁଗୋଳ ଜିଲ୍ଲାର ଛେଣ୍ଡିପଦା ବ୍ଲକ କଙ୍କରାଇ ଗ୍ରାମର ରାଉତ ନାୟକଙ୍କ  ଝିଅ  ସରୋଜିନୀ ନାୟକଙ୍କ ଦୁଃଖ କାହାଣୀ    ସେ ଦୁଇ ବର୍ଷ ହେବ ଟିମର ରୋଗରେ ପୀଡିତ ସ୍ୱାମୀ ହେଉଛନ୍ତି ମାନସିକ ରୋଗୀ ଏଥିସହ ତାଙ୍କର 3ଜଣ ଛୁଆ ଥିବା ବେଳେ ପାଳନ ପୋଷଣ ନକରିପାରିବାରୁ ଜଣେ କନ୍ୟା ସନ୍ତାନକୁ ଅନାଥ ଆଶ୍ରମ ରେ ଛାଡ଼ି ଦେଇଛନ୍ତି । ବାପା ମା , ପରିବାର ଚଳାଇବା ପାଇଁ  ପାଖରେ ଟଙ୍କାଟେ ନାହିଁ କିନ୍ତୁ ସରୋଜିନୀଙ୍କ ଟିମର  ରୋଗ ହୋଇଥିବା ବେଳେ ଜାଗା ବିକ୍ରିକରି  କିଛି ଟଙ୍କାରେ ଚିକିତ୍ସା କରାଇଥିଲେ କିନ୍ତୁ ସେତିକି ଟଙ୍କାରେ ଚିକିତ୍ସା ହୋଇପାରିଲା ନାହିଁ , ଏବେ ତାଙ୍କର ଅବସ୍ଥା ସଙ୍କଟାପନ୍ନ ଅବସ୍ଥାକୁ ଆସି ସାରିଲାଣି । ନା ରହିବା ପାଇଁ ଘର ଖଣ୍ଡେ ଅଛି ନା ପରିବାର ଚଳାଇବା ସକ୍ଷମ ଅଛନ୍ତି, ସ୍ବାମୀ ମୂଲ ମଜୁରୀ କରି ତାଙ୍କ ବାପା ଯାହା ଆଣନ୍ତି ସେତିକିରେ ଚଳିଯାଆନ୍ତି ପରିବାରର 5ସଦସ୍ୟ  ହେଲେ , ପରିବାର ସଦସ୍ୟ ଅନାଇ ବସିଛନ୍ତି କେବେ ମିଳିବ ସରକାରୀ ସହାୟତା ସରକାରଙ୍କ ଏତେ ମାଳ ମାଳ ଯୋଜନାରୁ କେବେ ମିଳିବ 2ଟି ଯୋଜନା  କେବେ ମିଳିବ ସରକାରୀ ସହାୟତା ଘର ଖଣ୍ଡେ ଓ ଚିକିତ୍ସା ପାଇଁ  ଯୋଗାଇଦେବେ ସହାୟତା ହଁ ଦର୍ଶକ ବନ୍ଧୁ ଏ ଆଶା ନେଇ ବଞ୍ଚିଛି ପରିବାର ସଦସ୍ୟ ଆସନ୍ତୁ ଆପଣ ମାନେ ମଧ୍ୟ ଏ  ଦୁଃଖୀ ଦରିଦ୍ର ପରିବାରକୁ ସାହାଯ୍ୟର ହାତ ବଢ଼ାଇବା ଯଦି ଆପଣ ମାନେ ଏକ ଟଙ୍କା ଲେଖା ଯଦି ସରୋଜିନୀଙ୍କୁ ସହାୟତା କରନ୍ତେ  ତାହେଲେ ମରିମରି ବଞ୍ଚୁଥିବା ସରୋଜିନୀ ବଞ୍ଚିପାରନ୍ତା ବୋଲି ଗଣ ମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି । ପରିବାର ସଦସ୍ୟ ଯେଉଁ ସଦସ୍ୟ ମାନେ ସହାୟତା କରିବାକୁ ଚାହିଁବେ  . 
ସରୋଜିନୀ ନାୟକ Mob 7735739630 ଫୋନ୍ ନମ୍ବର ମାଧ୍ୟମରେ ଯୋଗା ଯୋଗ କରି କିମ୍ୱା ଏହି ବ୍ୟାଙ୍କ ବହି ସହାୟତାରେ ଟଙ୍କା ପଠାଇପାରିବେ ।