ଜିଲ୍ଲା କଂଗ୍ରେସ ତରଫ ରୁ ଦରଦାମ  ବୃଦ୍ଧି ବିରୋଧ ରେ ଅନୁଗୋଳ  ନଗର ପରିକ୍ରମା : ଓମଟିଭି

ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀଯୁକ୍ତ ବିପ୍ଳବ ଜେନା ଙ୍କ ନେତୃତ୍ୱରେ ଜନ ସ୍ୱାର୍ଥ ବିରୋଧୀ  ବି ଜେ ପି ମୋଦି ସରକାର ଙ୍କ ବିରୋଧ ରେ ଜନ ସଚେତନତା ସୃଷ୍ଟି ନିମନ୍ତେ  "ମହଂଗାଇ ପର ଚର୍ଚ୍ଚା"  କାର୍ଯ୍ୟକ୍ରମ ସ୍ଥାନୀୟ କଂଗ୍ରେସ ଭବନ ଠାରୁ ବାହାରି ପଦଯାତ୍ରା କରି ବଜାର ଛକ, ସେଣ୍ଟ୍ରାଲ ଲଜ ଛକ, ଜେଲ ଛକ, ରାଜା ଛକ ,ବସଷ୍ଟାଣ୍ଡ ଠାରେ  ପଥ ସଭା କରି ଜନସାଧରଣ ଙ୍କୁ ସଚେତନା କରାଇଥିଲେ, ସଭା ରେ ବ୍ୟକ୍ତା ମନେ

ଜିଲ୍ଲା କଂଗ୍ରେସ ତରଫ ରୁ ଦରଦାମ  ବୃଦ୍ଧି ବିରୋଧ ରେ ଅନୁଗୋଳ  ନଗର ପରିକ୍ରମା : ଓମଟିଭି

ଜିଲ୍ଲା କଂଗ୍ରେସ ତରଫ ରୁ ଦରଦାମ  ବୃଦ୍ଧି ବିରୋଧ ରେ ଅନୁଗୋଳ  ନଗର ପରିକ୍ରମା : ଓମଟିଭି

(ରିପୋର୍ଟ: ଜିତେନ୍ ସାହୁ): ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀଯୁକ୍ତ ବିପ୍ଳବ ଜେନା ଙ୍କ ନେତୃତ୍ୱରେ ଜନ ସ୍ୱାର୍ଥ ବିରୋଧୀ  ବି ଜେ ପି ମୋଦି ସରକାର ଙ୍କ ବିରୋଧ ରେ ଜନ ସଚେତନତା ସୃଷ୍ଟି ନିମନ୍ତେ  "ମହଂଗାଇ ପର ଚର୍ଚ୍ଚା"  କାର୍ଯ୍ୟକ୍ରମ ସ୍ଥାନୀୟ କଂଗ୍ରେସ ଭବନ ଠାରୁ ବାହାରି ପଦଯାତ୍ରା କରି ବଜାର ଛକ, ସେଣ୍ଟ୍ରାଲ ଲଜ ଛକ, ଜେଲ ଛକ, ରାଜା ଛକ ,ବସଷ୍ଟାଣ୍ଡ ଠାରେ  ପଥ ସଭା କରି ଜନସାଧରଣ ଙ୍କୁ ସଚେତନା କରାଇଥିଲେ, ସଭା ରେ ବ୍ୟକ୍ତା ମନେ ୨୦୧୪ମସିହା ରେ ପେଟ୍ରୋଲ ଦର ୭୧ଟଙ୍କା ଥିବା ବେଳେ ୨୦୨୨ମସିହା ରେ ୪୬.୩%ବୃଦ୍ଧି ପାଇ୧୦୩ଟଙ୍କା ,ସେହି ପରି ଡିଜେଲ ୫୭ଥିଲା ବେଳେ୭୫%ବଢି୯୫.୧୫ଟଙ୍କା ,LPG ସିଲିଣ୍ଡର (ରନ୍ଧନ ଗ୍ୟାସ) ୪୧୦ଟଙ୍କା ଥିବାବେଳେ ୧୬୨%ବୃଦ୍ଧି ପାଇ ୧୦୮୦ ଟଙ୍କା ହୋଇଛି,ସୋରିଷ ତେଲ୯୦ଟଙ୍କା ରହିଥିଲା ବେଳେ ୧୨୨%ବୃଦ୍ଧି ପାଇ ୨୦୦ଟଙ୍କା ହୋଇଅଛି, କ୍ଷୀର୩୫ଟଙ୍କା ଥିବା ବେଳେ,୪୫%ବଢି ୫୦ଟଙ୍କା ହୋଇଅଛି ଅଟା ୨୨ଟଙ୍କା ଥିଲା ବେଳେ ୮୧%ବୃଦ୍ଧି ପାଇ ୩୫ରୁ୪୦ଟଙ୍କା ହୋଇଅଛି ସେହିପରି ବିସ୍କୁଟ ୨୫ଟଙ୍କା ରୁ ୪୫ଟଙ୍କା ,ଜୀବନ ରକ୍ଷାକରି ଔଷଧ (ତୁଳନାତ୍ମକ) ୧୦୦ଟଙ୍କା ରୁ ୨୨୫ଟଙ୍କା, ସାର ଓ କୀଟ ନାଶକ ଔଷଧ (ତୁଳନାତ୍ମକ)୨୦ଟଙ୍କା ରୁ ୬୦ଟଙ୍କା, ଗୋ ଖାଦ୍ୟ୧୩ଟଙ୍କା ରୁ ୩୦ଟଙ୍କା ଗୃହ ନିର୍ମାଣ ନିମନ୍ତେ ଲୁହା ଛଡ଼ ୩୬୫୦ଟଙ୍କା ରୁ ୭୦୦୦ଟଙ୍କା ,ବାଲି ଟ୍ରାକ୍ଟର ପ୍ରତି ୫୦୦ଟଙ୍କା ରୁ ୧୫୦୦ଟଙ୍କା ,ସିମେଣ୍ଟ


,ବସ ଭଡା, ଟ୍ରେନ ଭଡା, ଆଦି ନିହାତି ଦରକାରୀ ସାମଗ୍ରୀ ରେ ଦର ଆକାଶ ଛୁଆଁ ଭଳି ବଢି ଚାଲିଛି।ଏହି ବିଷୟ ରେ ବ୍ୟକ୍ତା ମାନେ ନିଜର ଅଭିଭାଷଣ ଦେଇ ଜନ ସାଧାରଣ ଙ୍କୁ ସଚେତନା କରାଇଥିଲେ ଉକ୍ତ ପଥ ସଭା ରେ ଜିଲ୍ଲା ଶ୍ରମିକ କଂଗ୍ରେସ ସଭାପତି ଦିଗାମ୍ବର ଗଡନାୟକ ,ବରିଷ୍ଟ କଂଗ୍ରେସ ନେତା ଜୟନ୍ତ ସାହୁ, ରାଜ୍ୟ ଓ ବି ସି ସେଲ ସମ୍ପାଦକ ଜିତେନ୍ଦ୍ର ସାହୁ ,ଅନୁଗୋଳ ନଗର ସଭାପତି ସୁଦିପ୍ ମିଶ୍ର,ଅନୁଗୋଳ ବ୍ଲକ ସଭାପତି ଅମୂଲ୍ୟ ବେହେରା, ବନରପାଳ ସଭାପତି ବିନୋଦ ମାଝୀ, ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ତପଶ୍ୱନୀ ବିଶ୍ୱାଳ,ଜିଲ୍ଲା ଲିଗାଲ ସେଲ ସଭାପତି ଧର୍ମେନ୍ଦ୍ର ନାଥ ମିଶ୍ର, ଏ .ସି ସେଲ ସଭାପତି ନୀଳ କଣ୍ଠ ନାୟକ,ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ରାକେଶ ମିଶ୍ର, ଜିଲ୍ଲା କଂଗ୍ରେସ କୋଷଦକ୍ଷ ସଂଜୀବ କୁମାର ମାଣ୍ଡୁଠିଆ, ଜିଲ୍ଲା କଂଗ୍ରେସ ସମ୍ପାଦକ  ରଶ୍ମିରଞ୍ଜନ ସାହୁ,ନଗର ମହିଳା କଂଗ୍ରେସ ସଭାନେତ୍ରୀ ଅଳକା ରାଣୀ ମହାପାତ୍ର,ଦିଲୀପ ସାମଲ,ଟିକନ ବେହେରା, ମାନିନି ପ୍ରଧାନ, ଶାନ୍ତି ଲତା ବେହେରା, ବାପୁନ ଦେହୁରୀ, ଉପେନ୍ଦ୍ର ପ୍ରଧାନ, କୈଳାସ ପ୍ରଧାନ,ସଂଗ୍ରାମ ବେହେରା,ପ୍ରମୁଖ ଉପସ୍ଥିତ ଥିଲେ