Attacks and killings of Hindus in protest - Ommtv

Attacks and killings of Hindus in protest

Attacks and killings of Hindus in protest - Ommtv

ହିନ୍ଦୁ ମାନଙ୍କ ଉପରେ ଆକ୍ରମଣ ଓ ହତ୍ୟ ପ୍ରତିବାଦରେ : Ommtv

(ରିପୋର୍ଟ : ନନ୍ଦ ) ସମ୍ବଲପୁର ରେ ହିନ୍ଦୁ ମାନଙ୍କ ଉପରେ ଆକ୍ରମଣ ଓ ହତ୍ୟ ପ୍ରତିବାଦରେ ଭଣ୍ଡାରି ପୋଖରୀ ରେ ବିକ୍ଷଭ ଓ ପ୍ରତିବାଦ,, ଭଦ୍ରକ ଜିଲ୍ଲା, ଭଣ୍ଡାରି ପୋଖରୀ ରେ ପବିତ୍ର ହନୁମାନ ଜୟନ୍ତୀ ପାଳନ ଅବସରରେ ସମ୍ବଲପୁରରେ, ହିନ୍ଦୁ ମାନଙ୍କ ଉପରେ ଆକ୍ରମଣ ଓ ହାତ୍ୟ ପ୍ରତିବାଦ ରେ ଆଜି ଭଣ୍ଡାରି ପୋଖରୀ ସମଗ୍ର ହିନ୍ଦୁ ସମାଜ ପକ୍ଷରୁ ବିକ୍ଷପ ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି, ଏହି ଅବସରରେ ବିଭିନ୍ନ ହିନ୍ଦୁ ସପକ୍ଷବାଦୀ ସାଗଠାନ ର କାଜ୍ୟ କାରିମନେ ପାଳଦ ବାଙ୍କ ଠାରୁ ଏକ ମଟର ସାଇକେଲ ରେ ସୋଭ ଯାତ୍ରା ବାହାରି ବ୍ଲକ ଅଫିଶି ସମ୍ମୁଖରେ ପହଚି ପ୍ରତିବାଦ କରିଥିଲେ, ବଜରଗ ଦଳର ସଯୋଜକ ଚଦ୍ର ଶେଖର ରାଉତ, ଓ, ଭାଜପାର ରାଜ୍ୟ କାଯ୍ୟ କାରିଣୀ ସଦ୍ରସ୍ୟ ବଦ୍ରି ନାରାୟଣ ଧଳ କ ଉପସ୍ଥିତି ରେ ବହୁ ହିନ୍ଦୁ ଧର୍ମ ଲୋକ ବ୍ଲକ ଘେରାଉ କରି ମହାମହିମ ରାଜ୍ୟ ପାଳ କ ଉଦ୍ଦେଶ୍ୟରେ ଭଣ୍ଡାରି ପୋଖରୀ ବିଡ଼ିଓ କୁ ଦାବି ପତ୍ର ପ୍ରଦାନ କରିଥିଲେ| #Bhadrak #Bhandaripokhari #OmmTv #OmTV #RSS #KalingaCineArts #NBPC