76th INDEPEDENCE DAY CELEBRATED AT EcoRWWO : OMMTV

ପୂର୍ବତଟ ରେଳପଥ ମହିଳା କଲ୍ୟାଣ ସଂଗଠନ (ଇକୋରୋ) ର ସଦସ୍ୟମାନେ ଏହାର ଅଧ୍ୟକ୍ଷ୍ୟା ଶ୍ରୀମତୀ ଅନୁପମା ଶ୍ରୀବାସ୍ତବଙ୍କ ନେତୃତ୍ୱରେ ଭୁବନେଶ୍ୱରସ୍ଥିତ ରେଳବାଇ କେନ୍ଦ୍ରୀୟ ଚିକିତ୍ସାଳୟଠାରେ ଚିକିତ୍ସିତ ହେଉଥିବା ରୋଗୀ ଓ ଶିଶୁମାନଙ୍କୁ ଫଳ, ଖାଦ୍ୟ ପ୍ୟାକେଟ ଓ ଉପହାର ପ୍ରଦାନ କରିଥିଲେ  l

76th INDEPEDENCE DAY CELEBRATED AT EcoRWWO : OMMTV

76th INDEPEDENCE DAY CELEBRATED AT EcoRWWO : OMMTV

The East Coast Railway Women’s Welfare Organisation (ECoRWWO) under the leadership of its President Smt. Anupama Srivastava distributed food packets & gifts to the patients & new born babies at East Coast Railway Central Hospital at Mancheswar, Bhubaneswar.
Earlier, Smt. Srivastava unfurled the National flag at ECoRWWO run Phulwari School at Rail Vihar. ECoRWWO General Secretary Smt. Manmita Mandal coordinated the programme. 

ପୂର୍ବତଟ ରେଳପଥ ମହିଳା କଲ୍ୟାଣ ସଂଗଠନ (ଇକୋରୋ) ର ସଦସ୍ୟମାନେ ଏହାର ଅଧ୍ୟକ୍ଷ୍ୟା ଶ୍ରୀମତୀ ଅନୁପମା ଶ୍ରୀବାସ୍ତବଙ୍କ ନେତୃତ୍ୱରେ ଭୁବନେଶ୍ୱରସ୍ଥିତ ରେଳବାଇ କେନ୍ଦ୍ରୀୟ ଚିକିତ୍ସାଳୟଠାରେ ଚିକିତ୍ସିତ ହେଉଥିବା ରୋଗୀ ଓ ଶିଶୁମାନଙ୍କୁ ଫଳ, ଖାଦ୍ୟ ପ୍ୟାକେଟ ଓ ଉପହାର ପ୍ରଦାନ କରିଥିଲେ  l
ଏହା ପୂର୍ବରୁ ଶ୍ରୀମତୀ ଶ୍ରୀବାସ୍ତବ ରେଳ ବିହାର ଠାରେ ମହିଳା କଲ୍ୟାଣ ସଂଗଠନ ପରିଚାଳିତ ଫୁଲୱାରୀ ସ୍କୁଲ ଠାରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ I  ମହିଳା କଲ୍ୟାଣ ସଂଗଠନର ସମ୍ପାଦିକା ଶ୍ରୀମତୀ ମନମିତା ମଣ୍ଡଳ ଏହି କାର୍ଯ୍ୟକ୍ରମ ଗୁଡିକୁ ପରିଚାଳନା କରିଥିଲେ I