ଭଦ୍ରକ ଜିଲ୍ଲା ଭଣ୍ଡାରି ପୋଖରୀ ବ୍ଲକ ଅନ୍ତର୍ଗତ ଷୋଳମପୁର ଗ୍ରାମରେଏକ ପେଡ ମା କେ ନାମ :Ommtv
ଭଦ୍ରକ ଜିଲ୍ଲା ଭଣ୍ଡାରି ପୋଖରୀ ବ୍ଲକ ଅନ୍ତର୍ଗତ ଷୋଳମପୁର ଗ୍ରାମରେଏକ ପେଡ ମା କେ ନାମ :Ommtv
ଭଦ୍ରକ ଜିଲ୍ଲା ଭଣ୍ଡାରି ପୋଖରୀ ବ୍ଲକ ଅନ୍ତର୍ଗତ ଷୋଳମପୁର ଗ୍ରାମରେଏକ ପେଡ ମା କେ ନାମ :Ommtv

ଷୋଳମପୁର ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପକ୍ଷରୁ ସରପଞ୍ଚ ପରମାନନ୍ଦ ନାୟକଙ୍କ ତତ୍ତ୍ଵାବଧାନରେ "ଏକ ପେଡ ମା କେ ନାମ " ନମୋ -୨.୦ କାର୍ଯ୍ୟକ୍ରମ ସଫଳ ରୂପାୟନ ହୋଇପାରିଛି। ପ୍ରଥମ ପର୍ଯ୍ୟାୟରେ ମଣିନାଥପୁର ଏନକେପି ସରକାରୀ ହାୟର ସେକେଣ୍ଡାରୀ ସ୍କୁଲ ପରିସର,ଷୋଳମପୁର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ , ଷୋଳମପୁର ସରସ୍ଵତୀ ଶିଶୁ ମନ୍ଦିର ପରିସର ସମେତ ବିଭିନ୍ନ ବିଦ୍ୟାଳୟ ,ଅଙ୍ଗନୱାଡ଼ି କେନ୍ଦ୍ର ,କ୍ଲବ ,ମନ୍ଦିର ବେଢ଼ା,ମହିଳା ମହାସଙ୍ଘ କାର୍ଯ୍ୟାଳୟ, ଆରୋଗ୍ୟ ମନ୍ଦିରରେ ୪୦୦ ରୁ ଉର୍ଦ୍ଧ ବିଭିନ୍ନ ପ୍ରକାରର ବୃକ୍ଷରୋପଣ କରାଯାଇଥିଲା।ଏହି ଅବସରରେ ସରପଞ୍ଚଙ୍କ ତତ୍ତ୍ଵାବଧାନରେ ଷୋଳମପୁର ଗାଁ ଭିତର ସାନ୍ତେଶ୍ୱରୀ - ବୌଦ୍ଧବିହାର ଡ୍ରେନ ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା।ପଞ୍ଚାୟତ ପକ୍ଷରୁ ସରପଞ୍ଚଙ୍କ ସମେତ ଏଡ଼ିଓ ସଞ୍ଜୟ ଦାସ,ପିଇଓ ରଜନୀକାନ୍ତ ବଳ,ଯୁବନେତା ସୁରଥ ଦାସ ସମେତ ବରିଷ୍ଠ ସମାଜସେଵୀ ସମସ୍ତ କାର୍ଯ୍ୟକ୍ରମକୁ ତଦାରଖ କରିବା ସହିତ "ଏକ ପେଡ ମା କେ ନାମ "କାର୍ଯ୍ୟକ୍ରମକୁ ସଫଳ କରିଥିଲେ।
ଭଦ୍ରକ ଜିଲ୍ଲା ରୁ ନନ୍ଦ କିଶୋର ବେହୁରିଆ କ ରିପୋର୍ଟ, ଭଣ୍ଡାରି ପୋଖରୀ ବ୍ଲକ ଅନ୍ତର୍ଗତ ଷୋଳମପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ
