ଭୁବନେଶ୍ୱର ରେ ଲୋପାମୁଦ୍ରା ଙ୍କ ଲିଲିଅମ ସାଲୋନ ର ଆରମ୍ଭ 

ଭୁବନେଶ୍ୱର ରେ ଲୋପାମୁଦ୍ରା ଙ୍କ ଲିଲିଅମ ସାଲୋନ ର ଆରମ୍ଭ 

ଭୁବନେଶ୍ୱର ରେ ଲୋପାମୁଦ୍ରା ଙ୍କ ଲିଲିଅମ ସାଲୋନ ର ଆରମ୍ଭ 

ଭୁବନେଶ୍ୱର ରେ ଲୋପାମୁଦ୍ରା ଙ୍କ ଲିଲିଅମ ସାଲୋନ ର ଆରମ୍ଭ 

ଭୁବନେଶ୍ୱରର ଆଇ.ଆର.ସି ଭିଲେଜ୍ (ନୂଆପଲ୍ଲୀ) ଠାରେ ଏହାର ନୂତନ ବିଳାସପୂର୍ଣ୍ଣ 'ଲିଲିୟମ୍ ସାଲୋନ୍' (Lilium Salon) ର ଶୁଭାରମ୍ଭ କରିଛି। ଏହା ସହରବାସୀଙ୍କୁ ଏକ ଉନ୍ନତମାନର ସୌନ୍ଦର୍ଯ୍ୟ ଏବଂ ମାନସିକ ପ୍ରଶାନ୍ତିର ଅନୁଭବ ପ୍ରଦାନ କରିବ।

ଏହି ଉଦ୍‌ଘାଟନୀ ଉତ୍ସବରେ ଓଡ଼ିଆ ଅଭିନେତ୍ରୀ ସୂର୍ଯ୍ୟମୟୀ ଓ ଏଲିନା ସାମନ୍ତରାୟ ଅତିଥି ଭାବେ ଯୋଗ ଦେଇଥିଲେ।

ଏହି ସାଲୋନ୍‌ର କିଛି ବିଶେଷତା:

ଆଧୁନିକ ସୁବିଧା ସୁଯୋଗ: ଶରୀର ଏବଂ ମନକୁ ସତେଜ କରିବା ପାଇଁ ଏଠାରେ ସ୍ଵତନ୍ତ୍ର ଟ୍ରିଟମେଣ୍ଟ୍ ରୁମ୍ ଏବଂ ଷ୍ଟାଇଲିସ୍ ସାଲୋନ୍ ଷ୍ଟେସନ ରହିଛି।ସ୍ୱତନ୍ତ୍ର ମାସାଜ୍ ଏବଂ ଫେସିଆଲ୍: ତ୍ଵଚାର ଯତ୍ନ ଏବଂ ଗଭୀର ବିଶ୍ରାମ ପାଇଁ ଅଭିଜ୍ଞ ଥେରାପିଷ୍ଟଙ୍କ ଦ୍ଵାରା ସେବା।କେଶର ଯତ୍ନ: ଅଭିଜ୍ଞ ହେୟାର ଷ୍ଟାଇଲିଷ୍ଟଙ୍କ ଦ୍ଵାରା କଟିଂ, କଲରିଂ ଏବଂ ଅନ୍ୟାନ୍ୟ ଅତ୍ୟାଧୁନିକ ଟ୍ରିଟମେଣ୍ଟ୍।ହୋଲିଷ୍ଟିକ୍ ୱେଲନେସ୍: ଆରୋମାଥେରାପି ଏବଂ ବଡ଼ି ରାପ୍ସ ଭଳି ସ୍ୱତନ୍ତ୍ର ସେବା। ଆଇଆରସି ଭିଲେଜ ରେ ଅବସ୍ଥିତ The Lilium Salon ର ସ୍ଥାପିକା ଲୋପାମୁଦ୍ରା ପ୍ରଧାନ, ଯିଏ Naturals ଓ Page 3 ଭଳି ପ୍ରସିଦ୍ଧ ସାଲୁନ୍‌ରେ 15 ବର୍ଷରୁ ଅଧିକ ଅନୁଭବ ରଖନ୍ତି, ସେ ନିଜ ଦକ୍ଷତା ଓ ଦୃଷ୍ଟିକୋଣ ସହିତ ଏହି ନୂତନ ଉଦ୍ୟମ ଆରମ୍ଭ କରିଛନ୍ତି।

The Lilium Salon ରେ Redken, Skeyndor, L’Oréal ଓ Jeannotceuticals ଭଳି ହାଇ-ଏଣ୍ଡ ପ୍ରୋଡକ୍ଟ ବ୍ୟବହାର କରାଯାଉଛି, ଯାହା ଗ୍ରାହକମାନଙ୍କୁ ଇଣ୍ଟରନ୍ୟାସନାଲ୍ ମାନଙ୍କର ସେବା ଅନୁଭବ ଦେଇଥାଏ।

ଲଗ୍ଜରୀକୁ ସମସ୍ତଙ୍କ ପାଇଁ ସହଜଲଭ୍ୟ କରିବା ଲକ୍ଷ୍ୟ ସହ, The Lilium Salon ଭୁବନେଶ୍ୱରର ବ୍ୟୁଟି ଇଣ୍ଡଷ୍ଟ୍ରିରେ ଏକ ନୂଆ ପରିଚୟ ସୃଷ୍ଟି କରୁଛି—ଯେଉଁଠାରେ “Luxury is Affordable” କେବଳ ଏକ ଧାରଣା ନୁହେଁ, ବରଂ ଏକ ଅନୁଭବ।