ECoR GENERAL MANAGER INSPECTED MANCHESWAR CARRIAGE REPAIR WORKSHOP : Ommtv

ECoR GENERAL MANAGER INSPECTED MANCHESWAR CARRIAGE REPAIR WORKSHOP : Ommtv

ECoR GENERAL MANAGER INSPECTED MANCHESWAR CARRIAGE REPAIR WORKSHOP : Ommtv

ECoR GENERAL MANAGER INSPECTED MANCHESWAR CARRIAGE REPAIR WORKSHOP : Ommtv

General Manager, East Coast Railway Shri Roop Narayan Sunkar inspected the Mancheswar Carriage Repair Workshop at Bhubaneswar, today along with senior officials of East Coast Railway.During the inspection, General Manager reviewed the overhauling of Coaches. Shri Sunkar laid laid emphasis on maintenance and modernisation of the passenger amenities like improved quality of seats, flooring, easy to clean toilets, fire retardant, upholstery, mobile charging points and emergency lights. He also lauded the process and quality control measures and steps undertaken to increase the production.Shri Sunkar also inaugurated the CTRB Mounting Section for modern utilities and amenities provided in the coaches being maintained at Mancheswar Carriage Workshop.Hon’ble Railway Minister Shri Ashwini Vaishnaw has given emphasis to provide more comfort to the passengers during their train journey by installing advance Technologies and amenities.Principal Chief Mechanical Engineer of ECoR Shri R. Rajagopal assisted General Manager during his inspection. Chief Workshop Manager (CWM) Shri S. C. Kar co-ordinated the programme.

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ମଞ୍ଚେଶ୍ୱର ରେଳଡବା ମରାମତି କାରଖାନା ନୀରିକ୍ଷଣ : Ommtv

ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ରୂପ ନାରାୟଣ ସୁନକର ଆଜି ରେଳପଥର ବରିଷ୍ଠ ଅଧିକାରୀମାନଙ୍କ ସହିତ ମଞ୍ଚେଶ୍ୱର ସ୍ଥିତ ରେଳଡବା ମରାମତି କାରଖାନା ନୀରିକ୍ଷଣ କରିଛନ୍ତି |
ନୀରିକ୍ଷଣ ସମୟରେ ମହାପ୍ରବନ୍ଧକ କୋଚମାନଙ୍କର ମରାମତି ସମୀକ୍ଷା କରିଥିଲେ | ଯାତ୍ରୀମାନଙ୍କ ସୁବିଧାଗୁଡ଼ିକର ରକ୍ଷଣାବେକ୍ଷଣ ତଥା ଆଧୁନିକୀକରଣ ଉପରେ ଉନ୍ନତ ମାନର ସିଟ୍, ଚଟାଣ, ଶୌଚାଳୟ ସଫା କରିବା ସହଜ, ଅଗ୍ନି ନିରାପତ୍ତା, ମୋବାଇଲ୍ ଚାର୍ଜିଂ ପଏଣ୍ଟ ଏବଂ ଜରୁରୀକାଳୀନ ଆଲୋକ ଉପରେ ଶ୍ରୀ ସୁନକର ଗୁରୁତ୍ୱାରୋପ କରିଥିଲେ |  ଉତ୍ପାଦନ ବୃଦ୍ଧି ପାଇଁ ନିଆଯାଇଥିବା ପ୍ରକ୍ରିୟା ଏବଂ ଗୁଣବତ୍ତା ନିୟନ୍ତ୍ରଣ ପଦକ୍ଷେପ ଗୁଡିକୁ ମଧ୍ୟ ସେ ନିରୀକ୍ଷଣ କରିଥିଲେ |ଶ୍ରୀ ସୁନକର ମଧ୍ୟ କୋଚ ଗୁଡିକରେ ଆଧୁନିକ ଯାତ୍ରୀ ପରିସେବା ଓ ଅନ୍ୟାନ ସୁବିଧା ଗୁଡିକର ରକ୍ଷଣାବେକ୍ଷଣ ପାଇଁ ସିଟିଆରବି ମାଉଣ୍ଟିଙ୍ଗ ବିଭାଗକୁ ଉଦ୍ଘାଟନ କରିଥିଲେ |ଟ୍ରେନ କୋଚ ଗୁଡିକରେ ଆଧୁନିକ ଜ୍ଞାନକୌଶଳ ଓ ଯାତ୍ରୀ ପରିସେବା ଯୋଗାଇଦେବା ସହିତ ଯାତ୍ରୀ ମାନଙ୍କୁ ଟ୍ରେନରେ ଯାତ୍ରା ସମୟରେ ଆରାମଦାୟକ ସୁବିଧା ଉପଲବ୍ଧ କରାଇବାକୁ ମାନ୍ୟବର ରେଳମନ୍ତ୍ରୀ ଶ୍ରୀ ଅଶ୍ବିନୀ ବୈଷ୍ଣବ ଗୁରୁତ୍ୱାରୋପ କରିଆସୁଛନ୍ତି |ପୂର୍ବତଟ ରେଳପଥର ପ୍ରମୁଖ ଯାନ୍ତ୍ରିକ ଯନ୍ତ୍ରୀ ଶ୍ରୀ ଆର. ରାଜାଗୋପାଳ ଏହି ନୀରିକ୍ଷଣ ସମୟରେ ମହାପ୍ରବନ୍ଧକଙ୍କୁ ସହାୟତା କରିଥିବାବେଳେ ରେଳଡବା ମରାମତି କାରଖାନାର ମୁଖ୍ୟ କାରଖାନା ପ୍ରବନ୍ଧକ (CWM) ଶ୍ରୀ ଏସ୍ ସି କର ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ |

पूर्व तट रेलवे महाप्रबंधक ने मंचेश्वर कैरिज मरम्मत कार्यशाला का निरीक्षण किया : Ommtv


 
भुवनेश्वर:  पूर्व तट रेलवे के महाप्रबंधक श्री रूप नारायण सुनकर ने आज भुवनेश्वर स्थित मंचेश्वर कैरिज रिपेयर वर्कशॉप का निरीक्षण किया। निरीक्षण के दौरान महाप्रबंधक ने कोचों के ओवरहालिंग की समीक्षा की. श्री सुनकर ने सीटों की बेहतर गुणवत्ता, फर्श, आसानी से साफ होने वाले शौचालय, अग्निरोधी सामग्री का उपयोग, कोचों की साज-सज्जा, मोबाइल चार्जिंग प्वाइंट और आपातकालीन रोशनी जैसी यात्री सुविधाओं के रखरखाव और आधुनिकीकरण पर जोर दिया। उन्होंने प्रक्रिया और गुणवत्ता नियंत्रण उपायों और उत्पादन बढ़ाने के लिए उठाए गए कदमों की भी सराहना की। श्री सुनकर ने मंचेश्वर कैरिज वर्कशॉप में बनाए जा रहे कोचों में आधुनिक उपयोगिताओं और सुविधाओं के लिए सीटीआरबी माउंटिंग सेक्शन का भी उद्घाटन किया। पूर्व तट रेलवे के प्रधान मुख्य यांत्रिक इंजीनियर श्री आर. राजगोपाल भी निरीक्षण के दौरान महाप्रबंधक के साथ थे। मुख्य कार्यशाला प्रबंधक (सीडब्ल्यूएम) श्री एस.सी. कर ने निरीक्षण कार्यक्रम का समन्वयन किया।