15ଜଣଙ୍କୁ ନେତାଜୀ ସୁବାଷ ଚନ୍ଦ୍ର ବୋଷ ସାହସିକତା ପୁରସ୍କାର 2023ପ୍ରଦାନ : Ommtv

15ଜଣଙ୍କୁ ନେତାଜୀ ସୁବାଷ ଚନ୍ଦ୍ର ବୋଷ ସାହସିକତା ପୁରସ୍କାର 2023ପ୍ରଦାନ

15ଜଣଙ୍କୁ ନେତାଜୀ ସୁବାଷ ଚନ୍ଦ୍ର ବୋଷ ସାହସିକତା ପୁରସ୍କାର 2023ପ୍ରଦାନ : Ommtv

15ଜଣଙ୍କୁ ନେତାଜୀ ସୁବାଷ ଚନ୍ଦ୍ର ବୋଷ ସାହସିକତା ପୁରସ୍କାର 2023ପ୍ରଦାନ : Ommtv

ଭୁବେନଶ୍ବର ତା 12,/12 ଇଣ୍ଟର ନ୍ୟାସିନାଲ ହ୍ୟୁମାନ ରାଇଟିସ୍ କାଉନସିଲ ପକ୍ଷରୁ ଅଜି ଅପରାହ୍ନ 5 ଘଟିକା ସମୟରେ ସ୍ଥାନୀୟ ଜୟଦେବ ବିହାର ସ୍ଥିତ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଠାରେ ଆନ୍ତର୍ଜାତିକ ମାନବ ଅଧିକାର ଦିବସ ଏବ୍ଅଓ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ସାହସିକତା ପୁରସ୍କାର 2023ପ୍ରଦାନ୍ କାର୍ଯକ୍ରମ ଆନୁଷ୍ଠାନିକ ଭାବେ ଉଦଘାଟତ ହୋଇଯାଇଛି।
ଉଦ୍ଘଟକ ମଧ୍ୟ୍ୟ ଭୁବନେଶ୍ୱର ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା ଏହି ଉତ୍ସବକୁ ଉଦ୍ଘାଟନ କରି କହିଲେ ଯେ ମାନବ ଅଧିକାର ସୁରକ୍ଷା ହେଉଛି ଆଜିର ସବୁଠି ବଡ ଆବଶ୍ୟକତା।
ମୂଖ୍ୟ ଅତିଥି ଭାବରେ ଭୁବନେଶ୍ବର ମେୟର ଶ୍ରୀମତୀ ସୁଲୋଚନା ଦାସ ଯୋଗଦେଇ ଏହା ଏକ ଗୁରୁତ୍ୱପୂର୍ଣ ପ୍ରସଙ୍ଗ ହେତୁ ମିଳିତ ପ୍ରୟାସ ଲୋଡା ବୋଲି ମତ ଦେଇଥିଲେ।
ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଚାରପତି ଉମାଚରଣ ମିଶ୍ର ମୂଖ୍ୟବକ୍ତା ଭାବରେ ଯୋଗଦେଇ ମାନବ ଅଧିକାର ସୁରକ୍ଷା ପାଇଁ ଲୋକମାନଙ୍କ ମାନସିକତା ବାଦଳିବା ଉପରେ ଗୁରୁତ୍ୱ ଦେଉଥିଲେ। ସମ୍ମାନୀୟ ଅତିଥି ଭାବରେ କେୟାର ହସ୍ପିଟାଲରେ ଆସୋଷିତେ ଉପସଭାପତି ଡାକ୍ତର ଲୋକନାଥ ଦାସ, ଜନସେବି ଡାକ୍ତର ବିଶ୍ଵନାଥ ପଟ୍ଟନାୟକଙ୍କ, ପ୍ରମୁଖ ଉପସ୍ଥିତ ରହି ନିଜର ବାକ୍ତବ୍ୟ ରଖିଥିଲେ।
ଉତ୍ସବର ଆବାହକ ସ୍ତମ୍ବକର ସୁଧାଂଶୁ ମହାପାତ୍ର ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଇନଟରନ୍ୟାସିନାଲ ହ୍ୟୁମାନ ରାଇଟସ କାଉନସିଲର ରାଜ୍ୟ ସଭାପତି ସାଇ ପ୍ରାସାଦ ପରିଡା, ସ୍ୱାଗତ ଭାଷଣ ପ୍ରଦାନ ଓ ଅନୁଷ୍ଠାନର ପ୍ରକ୍ତନ୍ ସଭାନେତ୍ରୀ ଏସ ଶୋଭାରାଣୀ ଅତିଥି ପରିଚୟ ପ୍ରଦାନକରି ଥିଲେ ଓ ଧନ୍ୟବାଦ୍ ପ୍ରଦାନ୍ କରିଥଲେ।
ବିଶିଷ୍ଟ ଜନସେବିକା ମୌଶୁମୀ ଦାସ, ଓ ସାମ୍ୱାଦିକ ସେବାଶ୍ରୀ ପ୍ରମୋଦ କିଶୋର ପରିଡ଼ା ଉତ୍ସବ ପରିଚାଳନା କରିଥିଲେ। ଏହି ଉତ୍ସବ ଅବସରରେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିଥିବା 15ଜଣଙ୍କୁ ନେତାଜୀ ସୁବାଷ ଚନ୍ଦ୍ର ବୋଷ ସାହସିକତା ପୁରସ୍କାର 2023ପ୍ରଦାନ୍ କରାଯାଇଥିଲା ତା ସମେତ ନୀଳାଦ୍ରି ଭଜନ ସନ୍ଦ୍ୟା ପକ୍ଷରୁ ଭଜନ ପରିବେଷଣ କରଯାଇଥିଲା।
JOIN NEW BHUBANESWAR PRESS CLUB (NBPC) : 8908070117