Doctors At KIMS Meet Emphasize Importance of Sleep, Exercise & Reduced Screen Time For Arthritis Patients : Ommtv

Doctors At KIMS Meet Emphasize Importance of Sleep, Exercise & Reduced Screen Time For Arthritis Patients

Doctors At KIMS Meet Emphasize Importance of Sleep, Exercise & Reduced Screen Time For Arthritis Patients : Ommtv

Doctors At KIMS Meet Emphasize Importance of Sleep, Exercise & Reduced Screen Time For Arthritis Patients : Ommtv

Bhubaneswar, Oct 12: Arthritis patients should modify their lifestyle with adequate sleep and exercise to stay healthy, apart from having nutritional food and remaining stress-free, said noted physician in the field Prof Prasanta Padhan.

 

Speaking at an event to commemorate, organised by the Department of Clinical Immunology and Rheumatology, Dr Padhan stressed the need to minimize the use of Social Media, and TV, especially serials with stressful storylines. He emphasised yoga and nurturing spiritualism to reinvent a new self. Medication should not be stopped as arthritis, as a systemic disease, stays till the end of one’s life, he said.

 

Advisor to the Founder (KIMS) Dr R N Samanta, speaking as the chief guest on the occasion, said, “We started the Department of Clinical Immunology and Rheumatology at KIMS more than a decade ago and it has truly lived up to its expectations and has set a benchmark for its patient-care and research.’

 

Assistant Prof Debashis Maikap advised patients to abstain from alcohol and smoking for better recovery and result.

 

With the theme of the day being “Living With Arthritis”, Associate Professor of the Department Dr Sakir Ahmed advised the participants to disclose everything to the doctor for better treatment and never go by the influence of online knowledge sharing. “We are here to treat you and discuss with us and do not seek online advice,’’ he said.

 

Dr Padhan, in his address, also advised arthritis patients not to identify themselves with the disease. He said that one should move out of the shadow of the mindset of a chronic illness and move forward with better lifestyle modifications and re-engineering self.

 

Earlier, during the inaugural session Medical Superintendent Prof Rama Chandra Das, Principal in-charge, KIMS Prof (Dr) Shubhransu Patro, Facility Director (Super Speciality and KIMS Cancer Centre) Dr Shaktimaya Mohapatra spoke on the importance of World Arthritis Day and how KIMS has started providing a 360-degree holistic approach in diagnostics and treatment in a broad spectrum of all the ailments on its campus under a single roof.

 

ଗଣ୍ଠିବାତରୁ ମୁକ୍ତି ପାଇଁ ଜୀବନଶୈଳୀରେ ପରିବର୍ତ୍ତନ ଜରୁରୀ: କିମ୍‌ସ ବିଶେଷଜ୍ଞ

ଗଣ୍ଠିବାତ ରୋଗୀ ସୋସିଆଲ ମିଡିଆଟିଭି ଓ ଚାପପୂର୍ଣ୍ଣ କାହାଣୀ ଥିବା ଧାରାବାହିକରୁ ଦୂରେଇ ରହନ୍ତୁ

ଭୁବନେଶ୍ୱର,୧୨ ।୧୦: ଆର୍ଥ୍ରାଇଟିସ୍ ବା ଗଣ୍ଠିବାତ ରୋଗରୁ ମୁକ୍ତି ପାଇବା ପାଇଁ ଜୀବନ ଶୈଳୀରେ ପରିବର୍ତ୍ତନ ଆଣବା ଜରୁରୀ ବୋଲି କିମ୍‍ସର ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି। ଆଜି କିମ୍‍ସ କ୍ଲିନିକାଲ ଇମ୍ୟୁନୋଲୋଜି ଓ ରୁମାଟୋଲୋଜି ବିଭାଗ ପକ୍ଷରୁ ବିଶ୍ୱ ଗଣ୍ଠିବାତ ଦିବସ ପାଳନ ଅବସରରେ ଡା. ପ୍ରଶାନ୍ତ ପଧାନ ସୂଚନା ଦେଇ କହିଛନ୍ତିଏହି ରୋଗରେ ଆକ୍ରାନ୍ତ ରୋଗୀମାନେ ପର୍ଯ୍ୟାପ୍ତ ଆରାମ ନେବା ସହ ନିୟମିତ ବ୍ୟାୟ୍ୟାମ ଓ ଦୈନନ୍ଦିନ ଚାପମୁକ୍ତ ଜୀବନ ଯାପନ କରିବା ଉଚିତ। ସୁସ୍ଥ ରହିବା ପାଇଁ ପୁଷ୍ଟିକର ଖାଦ୍ୟ  ଖାଇବା ଆବଶ୍ୟକ ବୋଲି ଡା. ପଧାନ କହିଥିଲେ। ଆର୍ଥ୍ରାଇଟିସକୁ ସିଷ୍ଟମିକ୍ ରୋଗ କୁହାଯାଏ। ଏହା ଜୀବନର ଶେଷ ପର୍ଯ୍ୟନ୍ତ ରହିଥାଏ। ଏହାର ଔଷଧ ସେବନ ବନ୍ଦ ନକରିବା କୁ ଡା. ପଧାନ ସମସ୍ତଙ୍କୁ ଅନୁରୋଧ କରିଥିଲେ। ସୋସିଆଲ ମିଡିଆଟିଭି ଏବଂ ବିଶେଷ କରି ଚାପପୂର୍ଣ୍ଣ କାହାଣୀ ଥିବା ଧାରାବାହିକ ଆଦିରୁ ଦୂରରେ ରହି ଯୋଗଆଧ୍ୟାତ୍ମିକତା ଅଭ୍ୟାସ କରିବା ଆବଶ୍ୟକ ବୋଲି ସେ କହିଥିଲେ । ଚଳିତ ବର୍ଷ ବିଶ୍ୱ ଆର୍ଥ୍ରାଇଟିସ୍ ଦିବସର ବିଷୟ ବସ୍ତୁ ରହିଛି ଲିଭିଂ ୱିଥ୍ ଆର୍ଥ୍ରାଇଟିସ୍‌'

ଏହି ଅବସରରେ କିମ୍‌ସର ଉପଦେଷ୍ଟା ଡ. ଆର୍ ଏନ୍ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେଆମେ ଏକ ଦଶନ୍ଧିରୁ ଅଧିକ ସମୟ ପୂର୍ବରୁ କିମ୍‌ସରେ କ୍ଲିନିକାଲ୍ ଇମ୍ୟୁନୋଲୋଜି ଏବଂ ରୁମାଟୋଲୋଜି ବିଭାଗ ଆରମ୍ଭ କରିଥିଲୁ। ପ୍ରକୃତରେ ଏହା ଆଶା ପୂରଣ କରିବା ସହ ରୋଗୀ ସେବା ଏବଂ ଗବେଷଣା ପାଇଁ ଏକ ମାନଦଣ୍ଡ ସ୍ଥାପନ କରିଛି।

ଏହି ଅବସରରେ ବିଭାଗର ଆସୋସିଏଟ୍ ପ୍ରଫେସର ଡା. ସାକିର ଅହମ୍ମଦ ରୋଗୀର ଉତ୍ତମ ଚିକିତ୍ସା ପାଇଁ ରୋଗୀ ଡାକ୍ତରଙ୍କୁ ବିବରଣୀ ପ୍ରକାଶ କରିବା ଉଚିତ ବୋଲି କହିଥିଲେ। ଏହା ସହ ଅନଲାଇନରେ ଦିଆଯାଉଥିବା ପରାମର୍ଶ ପ୍ରଭାବରେ କେବେ ବି ନ ଯିବାକୁ କହିଥିଲେ। ସହକାରୀ ପ୍ରଫେସର ଦେବାଶିଷ ମାଇକାପ ଆର୍ଥ୍ରାଇଟିସ୍ ଉପରେ ଥିବା ଭୁଲ୍ ଧାରଣାଉପରେ ବକ୍ତବ୍ୟ ରଖି ଲୋକମାନଙ୍କ ସନ୍ଦେହ ଦୂର କରିବାକୁ ଚେଷ୍ଟା କରିଥିଲେ। ଆର୍ଥ୍ରାଇଟିସରୁ ମୁକ୍ତି ପାଇଁ ମଦ୍ୟପାନ ଏବଂ ଧୂମପାନରୁ ଦୂରେଇ ରହିବାକୁ ସେ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ମେଡିକାଲ ଅଧୀକ୍ଷକ ପ୍ରଫେସର ରାମଚନ୍ଦ୍ର ଦାସଉପାଧ୍ୟକ୍ଷ ପ୍ରଫେସର ଶୁଭ୍ରାଂଶୁ ପାତ୍ରଫେସିଲିଟି ଡାଇରେକ୍ଟର ଡା. ଶକ୍ତିମୟ ମହାପାତ୍ର ବିଶ୍ୱ ଆର୍ଥ୍ରାଇଟିସ୍ ଦିବସର ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ।