ଓଲିଉଡ଼ ପାଇଁ ଓ ଯଲିଉଡ ପାଇଁ ଦୁଃଖଦ ଖବର. ବରିଷ୍ଠ ଅଭିନେତା ରାଇମୋହ ପରିଡା ନିଜ ପଳାଶୁଣି ଘରେ ଆତ୍ମହତ୍ୟା କରିଛନ୍ତି.

Ommtv.in ଓଲିଉଡ଼ ପାଇଁ ଓ ଯଲିଉଡ ପାଇଁ ଦୁଃଖଦ ଖବର. ବରିଷ୍ଠ ଅଭିନେତା ରାଇମୋହ ପରିଡା ନିଜ ପଳାଶୁଣି ଘରେ ଆତ୍ମହତ୍ୟା କରିଛନ୍ତି. ପାରିବାରିକ ପାଇଁ ମାନସିକ ଚାପରେ ଥିବା ସୂଚନା.

ନିଜର କ୍ୟାରିୟର ସମ୍ପର୍କରେ ଏବଂ ଅତିବାହିତ ଜୀବନ ଶୈଳୀରେ ଯାହା ସବୁ ଶିଖିଛନ୍ତି ତତସତ ଅର୍ଜନ କରିଛନ୍ତି ସେ ସମ୍ପର୍କରେ। ଏହିଠାରେ ସେ କହିଛନ୍ତି ତାଙ୍କ ର ପ୍ରଥମେ ୧୯୮୫ ମସିହା ରୁ କ୍ୟାରିୟର ଗଢିବା ପାଇଁ ବାହାରକୁ ଆସିଥିଲେ ଏବଂ ଲଗାତାର ୫ ବର୍ଷ ମଧ୍ୟରେ ସେ ଅନେକ ଥିଏଟର ରେ ଅଭିନୟ କରିଥିଲେ। ନିଜର ଅଭିଜ୍ଞାତ ବଢିବାରୁ ସେ ସିନେମା ରେ ପ୍ରୟାସ କରିଥିଲେ ଯାହା ଦ୍ୱାରା ଲୋକପ୍ରିୟତା ହାସଲ କରି ପାରିଥିଲେ। ଅଭିନବ ପ୍ରୟାସ ଦ୍ୱାରା ଆଜି ସେ ସଫଳତାର ଶୀର୍ଷ ରେ ପହଂଚି ପାରିଛନ୍ତି।
ଆଉ ତା ପରବର୍ତ୍ତୀ ସମୟରେ ସେ ଅନେକ ସିନେମା କରିବା ସହିତ ଲୋକ ଲୋଚନକୁ ଧୀରେ ଧୀରେ ଆସିଥିଲେ ଏବଂ କିଛି ଦିନ ପରେ ଫିଲ୍ମ ସହିତ ଯାତ୍ରା ଜଗତରେ ମଧ୍ୟ ପାଦ ଦେଇଥିଲେ। ସେ ପରେ ଯାତ୍ରା ରେ ସମ୍ପୂର୍ଣ୍ଣ ନିଜକୁ ସମୟ ଦେଇଥିଲେ ଯାହା ପାଇଁ ସେ ଏବେ ଘରେ ଘରେ ସୁପରିଚିତ ହୋଇ ପାରିଛନ୍ତି।ଶେଷରେ ସେ ସିରିଏଲ ଜଗତରେ ନିଜ କ୍ୟାରିୟର ପୁଣି ଆରମ୍ଭ କରିଥିଲେ ଯାହା ତାଙ୍କ ଜୀବନର ଶେଷ ପାହାଚ ଥିଲା। ଆଉ ସେ ଏଠାରେ କହିଛନ୍ତି ଯେ ମୋ ଜୀବନ ଶୈଳି ରେ ମୁଁ ଚାରୋଟି ଜିନିଷ କୁ ପାଇଛି ଯାହା ପାଇଁ ସେ ବହୁତ ଉତ୍ସାହିତ ମଧ୍ୟ ଅଛନ୍ତି। ଆଉ ତାଙ୍କର ଜୀବନ ର ସବୁ ଅଭିଜ୍ଞତା ଏଠାରେ ବଖାଣିଛନ୍ତି।