କନ୍ଧମାଳ ନୂତନ ଯୁବ ଜ଼ିଲ୍ଲାପାଳ ଶ୍ରୀ ଆଶିଷ ଈଶ୍ୱର ପାଟିଲ ଙ୍କୁ b k s s ଟିକାବାଲି ତରଫରୁ ସ୍ୱାଗତ ସମ୍ବର୍ଦ୍ଧନl 

କନ୍ଧମାଳ ଜ଼ିଲ୍ଲା ଟିକାବାଲି ବ୍ଲକ କଳାସଂକୃତି ସଂଘ ତରଫରୁ ନୂତନ ଭାବରେ ଯୋଗ ଦେଇଥିବା କନ୍ଧମାଳ ଯୁବ ଜ଼ିଲ୍ଲାପାଳ ଶ୍ରୀ ଆଶିଷ ଈଶ୍ୱର ପାଟିଲ ମହୋଦୟ ଙ୍କୁ ପୁଷ୍ପଗୁଛ ଅର୍ପଣ କରି ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା

କନ୍ଧମାଳ ନୂତନ ଯୁବ ଜ଼ିଲ୍ଲାପାଳ ଶ୍ରୀ ଆଶିଷ ଈଶ୍ୱର ପାଟିଲ ଙ୍କୁ b k s s ଟିକାବାଲି ତରଫରୁ ସ୍ୱାଗତ ସମ୍ବର୍ଦ୍ଧନl 

କନ୍ଧମାଳ ନୂତନ ଯୁବ ଜ଼ିଲ୍ଲାପାଳ ଶ୍ରୀ ଆଶିଷ ଈଶ୍ୱର ପାଟିଲ ଙ୍କୁ b k s s
ଟିକାବାଲି ତରଫରୁ ସ୍ୱାଗତ ସମ୍ବର୍ଦ୍ଧନl 

 ଫୁଲବାଣୀ (ଓମ) : କନ୍ଧମାଳ ଜ଼ିଲ୍ଲା ଟିକାବାଲି ବ୍ଲକ କଳାସଂକୃତି ସଂଘ ତରଫରୁ ନୂତନ ଭାବରେ ଯୋଗ ଦେଇଥିବା କନ୍ଧମାଳ ଯୁବ ଜ଼ିଲ୍ଲାପାଳ ଶ୍ରୀ ଆଶିଷ ଈଶ୍ୱର ପାଟିଲ ମହୋଦୟ ଙ୍କୁ ପୁଷ୍ପଗୁଛ ଅର୍ପଣ କରି ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା ସୁସମ୍ପର୍କ, ସୁଶାସନ, ଶୃଙ୍ଖଳିତ ଭାବରେ କନ୍ଧମାଳ ଜ଼ିଲ୍ଲାକୁ ବିକାଶ ଦିଗରେ ଆଗେଇ ନେବାକୁ ଦୃଢ଼ ପଦକ୍ଷେପନେଇ ଗରିବ ଜନସାଧାରଣ ଙ୍କୁ ଉର୍ନତି ର ସହାୟକ ହେବାସହ କଳାକାର ମାନଂକୁ ଭତା,ଜନସଚେତନତା ଲୋକନୃତ୍ୟ କାର୍ଯ୍ୟକ୍ରମ, ଭାଗବତ ଟୁଙ୍ଗିର ପୁନଃରୁଦ୍ଧର b k s s ଏବଂ z k s s ର ଉପସଭାପତି ବିଦ୍ଧି ବଦ୍ଧ ଭାବରେ ଚୟନ କରି କଳାଏବଂ କଳାକାର ସଂଘ କୁ ସୁଦୃଢ଼ କରିବାକୁ ଅନୁରୋଧ କରି ଥିଲେ l ଏଥିରେ ବ୍ଲକ କଳା ସଂକୃତିକ ସଂଘ ର ଉପ ସଭାପତି ତଥା ବନବାସୀ କଳା ସଂକୃତିକ ବିକାଶ ପରିଷଦ, ଟିକାବାଲି, ର ସମ୍ପାଦକ ଶ୍ରୀ କ୍ରିଷ୍ଣା ଚନ୍ଦ୍ର ଡିଗଲ, ଭକ୍ତ ପ୍ରେମୀ ବାବା ସଂକ୍ରିତନ ମଣ୍ଡଳୀ ଟିକାବାଲି, ଚକାପାଦ ର ମୁଖ୍ୟ ଗୁରୁ ଶ୍ରୀ ସିମାଞ୍ଚଳ ମାଝୀ, ଅନନ୍ତ ନାୟକ, ସୁମନ୍ତ କହଁର, ସମ୍ପଦ ଡିଗାଲ, ମଙ୍ଗଳା ଚରଣ ବେହେରା, ମଦନ ନାୟକ, ବୀର ବିଶୟୀ, ବିଜୟ ବିଷୋୟୀ, ବନଶ୍ରୀ କଳା ସଂକୃତିକ ଯୁବ ପରିଷଦ ର ସମ୍ପାଦିକା ଲପିତା ପ୍ରଧାନ, ସୁଶୀଳା କହଁର ପ୍ରମୁଖ କଳାକାର ଜ଼ିଲ୍ଲାପାଳ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଉଛବ ରେ ଯୋଗ ଦେଇଥିଲେ l