ଜନତା କଲେଜ ପରିସରରେ ଆଜି ଯୁକ୍ତ ଦୁଇ ଯୁକ୍ତ ତିନି ଛାତ୍ରଛାତ୍ରୀ ମାନଙ୍କର ଲୋକନୃତ୍ୟ ପ୍ରତିଯୋଗୀତା : Ommtv

ଜନତା କଲେଜ ପରିସରରେ ଆଜି ଯୁକ୍ତ ଦୁଇ ଯୁକ୍ତ ତିନି ଛାତ୍ରଛାତ୍ରୀ ମାନଙ୍କର ଲୋକନୃତ୍ୟ ପ୍ରତିଯୋଗୀତା

ଜନତା କଲେଜ ପରିସରରେ ଆଜି ଯୁକ୍ତ ଦୁଇ ଯୁକ୍ତ ତିନି ଛାତ୍ରଛାତ୍ରୀ ମାନଙ୍କର ଲୋକନୃତ୍ୟ ପ୍ରତିଯୋଗୀତା : Ommtv

(ଢେଙ୍କାନାଳ ଶଶିକାନ୍ତ ଗଡନାୟକ) ହିନ୍ଦୋଳ ବ୍ଲକ୍ ଅନ୍ତର୍ଗତ ସାତ ମାଇଲ ସ୍ଥିତ ଜନତା କଲେଜ ପରିସରରେ ଆଜି ଯୁକ୍ତ ଦୁଇ ଯୁକ୍ତ ତିନି ଛାତ୍ରଛାତ୍ରୀ ମାନଙ୍କର ଲୋକନୃତ୍ୟ ପ୍ରତିଯୋଗୀତା ର ଉଦଘାଟନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆଲୁମ୍ନି ସଭାପତି ଶ୍ରୀ ରତିକାନ୍ତ ଗଡନାୟକ ପ୍ରଦୀପ ପ୍ରଜ୍ଜ୍ଵଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। କଲେଜ ଅଧ୍ୟକ୍ଷ ପ୍ରଫେସର ମହେଶ୍ଵର ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବ ରେ ସମ୍ମାନିତ ଅତିଥି ଭାବେ +3 ନୋଡାଲ ଅଫିସର ଡଃ ପୁଷ୍ପାରାଣୀ ଦାଶ +2 ନୋଡାଲ ଅଫିସର ଡଃ ଗୌତମୀ ନାୟକ, ପ୍ରାଧ୍ୟାପକ ବସନ୍ତ କୁମାର ପଟ୍ଟନାୟକ ଯୋଗଦାନ କରିଥିଲେ। ଅଧ୍ୟାପକ ନରେଶ ନାୟକ ସଂଯୋଜନା ସହ ଧନ୍ୟବାଦ ଅର୍ପଣ କରିଥିଲେ। ସଭା ପରେ ବିଚାରକ ଭାବେ ଅଧ୍ୟାପିକା ସନ୍ଧ୍ୟାରାଣୀ ଦାସ ଓ ରୁନଲି ନନ୍ଦ ସମସ୍ତ ଅଂଶଗ୍ରହଣକାରୀ ମାନଙ୍କର ମୂଲ୍ୟବାନ କରିଥିଲେ। ଓଡିଶା ଭାଷା ସାହିତ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଏହି ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା।

Join New Bhubaneswar Press Club : 9439177630                                                       

Actress Wanted to Kalinga Cine Arts New Music Album : Contact - 89080701 17

Alumni President Mr. Rathikant Gadnayak lit the lamp and formally inaugurated the opening ceremony of the folk dance competition of two and three students today in Janata College campus located at seven miles under Hindob block. 3rd Nodal Officer Dr. Pushpharani Das, 2nd Nodal Officer Dr. Gautami Naik, Professor Basant Kumar Patnaik joined the function presided over by College President Prof. Maheshwar Patnaik. Thanks to Professor Naresh Nayak for coordination