ନୂଆଦିଲ୍ଲୀ ରାଜଘାଟସ୍ଥିତ ମହାତ୍ମାଗାନ୍ଧୀଙ୍କ ସମାଧୀ ପୀଠରେ ହିନ୍ଦୋଳ ରାଜା ସାହେବ ଶ୍ରୀ ଶୈଳେନ୍ଦ୍ର ନାରାୟଣ ସିଂହଦେଓ ଶ୍ରଦ୍ଧାଞ୍ଜଳୀ ଅର୍ପଣ : Ommtv

Hindol Raja

(ହିନ୍ଦୋଳ ରତିକାନ୍ତ ଗଡନାୟକ)ଆଜି ନୂଆଦିଲ୍ଲୀ ରାଜଘାଟ ସ୍ଥିତ ମହାତ୍ମାଗାନ୍ଧୀ ଙ୍କ ସମାଧୀ ପୀଠ ଠାରେ ହିନ୍ଦୋଳ ରାଜା ସାହେବ ଶ୍ରୀ ଶୈଳେନ୍ଦ୍ର ନାରାୟଣ ସିଂହଦେଓ ଗଭୀରତମ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି। ୧୯୪୨ ମସିହାରେ କଟକ ବାଲିଯାତ୍ରା ପଡିଆରେ ଆୟୋଜିତ ସମ୍ମିଳନୀ ରେ ମହାତ୍ମାଗାନ୍ଧୀ ଙ୍କ ଆହ୍ଵାନ କ୍ରମେ ହିନ୍ଦୋଳ ଶେଷ ସ୍ଵାଧୀନ ରାଜା ନବ କିଶୋର ସିଂହ ମର୍ଦ୍ଦରାଜ ଜଗଦେବ ଗାନ୍ଧୀ ଙ୍କ ସହ ମଞ୍ଚରେ ମଞ୍ଚାସୀନ ହୋଇଥିଲେ। ସେହି ସମ୍ମିଳନୀ ମଞ୍ଚ ନିର୍ମାଣରେ ସେତେବେଳେ ଆବଶ୍ୟକ ହୋଇଥିବା ସବୁ ବାଉଁଶ ହିନ୍ଦୋଳ ଗଡ ରୁ ରାଜା ନବ କିଶୋର ସିଂହ ପଠାଇଥିଲେ।ଦିର୍ଘ ୮୦ ବର୍ଷ ପରେ ଆଜି ରାଜଘାଟ ରେ ତାଙ୍କର ପୌତ୍ର ହିନ୍ଦୋଳ ରାଜବଂଶ ର ୨୪ ତମ ବର୍ତ୍ତମାନ ରାଜା ମହାତ୍ମା ଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବାର ସୁଯୋଗ ପାଇ ସୌଭାଗ୍ୟ ଅର୍ଜନ କରିଛନ୍ତି ବୋଲି ଜଣାଇଛନ୍ତି । #Dhenkanal #Ommtv #OmTV #trend #NBPC #KalingaCineArts #bollywood #viralpage