ଅଗ୍ରଣୀଠାରୁ ଆଗେଇ ଅଗ୍ରସ ପଥରେ ଓମଟିଭି ଓ କଳିଙ୍ଗ ସିନେ ଆର୍ଟସ୍ ଫାଉଣ୍ଡେସନ୍

ଓଡ଼ିଶାର ସାମାଜିକ ଓ ସାସ୍କୃତିକ ଅନୁଷ୍ଠାନ କଳିଙ୍ଗ ସିନେ ଆର୍ଟସ୍ ଫାଉଣ୍ଡେସନ୍ ରାଜ୍ୟରେ ଶିକ୍ଷା, ଗରିବ ସେବା, ସଂସ୍କୃୁତିର ପ୍ରଚାର ପ୍ରସାର ଓ ଆଧ୍ୟାତ୍ମିକତା ସମାଜେସେବା ଆର୍ଟ ଅଫ୍ ଗିଭିଂକୁ ଗତ ୨୦୧୩ ଠାରୁ ପରିଚାଳତ କରିଆସୁଅଛି। ଫାଉଣ୍ଡେସନ୍ ଏଥିମଧ୍ୟରେ ୨୦୨୦‌ରୁ ସାମ୍ବାଦିକତା ମାଧ୍ୟମରେ ସାମଜସେବାକୁ ଆଖିଆଗରେ ରଖି ଆରମ୍ଭ କରିଛି ଓମଟିଭି ମିଟିଆ ପ୍ରା.ଲି। ଯାହା ଦେଶ ବିଦେଶ ପାଠକଙ୍କ ପ୍ରଥମ ପସନ୍ଦ ରୂପେ ପରିଗଣିତ ହେଉଛି

ଅଗ୍ରଣୀଠାରୁ ଆଗେଇ ଅଗ୍ରସ ପଥରେ ଓମଟିଭି ଓ କଳିଙ୍ଗ ସିନେ ଆର୍ଟସ୍ ଫାଉଣ୍ଡେସନ୍

ଅଗ୍ରଣୀଠାରୁ ଆଗେଇ ଅଗ୍ରସ ପଥରେ ଓମଟିଭି ଓ କଳିଙ୍ଗ ସିନେ ଆର୍ଟସ୍ ଫାଉଣ୍ଡେସନ୍

ଓଡ଼ିଶାର ସାମାଜିକ ଓ ସାସ୍କୃତିକ ଅନୁଷ୍ଠାନ କଳିଙ୍ଗ ସିନେ ଆର୍ଟସ୍ ଫାଉଣ୍ଡେସନ୍ ରାଜ୍ୟରେ ଶିକ୍ଷା, ଗରିବ ସେବା, ସଂସ୍କୃୁତିର ପ୍ରଚାର ପ୍ରସାର ଓ ଆଧ୍ୟାତ୍ମିକତା ସମାଜେସେବା ଆର୍ଟ ଅଫ୍ ଗିଭିଂକୁ ଗତ ୨୦୧୩ ଠାରୁ ପରିଚାଳତ କରିଆସୁଅଛି। ଫାଉଣ୍ଡେସନ୍ ଏଥିମଧ୍ୟରେ ୨୦୨୦‌ରୁ ସାମ୍ବାଦିକତା ମାଧ୍ୟମରେ ସାମଜସେବାକୁ ଆଖିଆଗରେ ରଖି ଆରମ୍ଭ କରିଛି ଓମଟିଭି ମିଟିଆ ପ୍ରା.ଲି। ଯାହା ଦେଶ ବିଦେଶ ପାଠକଙ୍କ ପ୍ରଥମ ପସନ୍ଦ ରୂପେ ପରିଗଣିତ ହେଉଛି । ଡ଼ିଜିଟାଲ ମାଧ୍ୟମରେ ଖବର ପରିବେଷଣରେ ଲକ୍ଷ ଲକ୍ଷ ପାଠକଙ୍କ ପ୍ରିୟ ଆବୃତ ହୋଇଛି ଓମଟିଭି। ସକରାତ୍ମକ ସମ୍ବାଦ ପରିବେଶଣରେ ପ୍ରଥମ ଥର ଲାଗି କୌଣସି ନେତା ଅଭିନେତା ମନ୍ତ୍ରୀଙ୍କ କଥାକୁ ଗୁରୁତ୍ବ ନଦେଇ ସାଧାରଣ ଲୋକଙ୍କ କଥାକୁ ସ୍ଥାନଦେଇଚାଲିଛି ନିଜ ଡ଼ିଜିଟାଲ ପେଜରେ। ଏବେ ଓମଟିଭି ଡିଜିଟାଲ୍‌ ମିଡିଆ ommtv.in , Omm Tv ର ସମସ୍ତ ଭାରତୀୟ ସାମାଜିକ ପେଜ୍‌ରେ ପ୍ରବେଶ କରିଛି। ମୋବାଇଲ୍‌, ଟାବ୍‌ଲେଟ୍‌ ଓ ବିବିଧ କମ୍ପ୍ୟୁଟର୍‌ରେ ଇଣ୍ଟରନେଟ୍‌ ବ୍ୟବହାରକାରୀ ତଥା ନୂଆପିଢ଼ିର ପାଠକଙ୍କୁ ଏବେ ତାଜା ଖବର ଯୋଗାଇଦେବ ‘ଓମଟିଭି’ର ଏହି ୱେବ୍‌ପୋର୍ଟାଲ୍‌। ଏହାର ପରିକଳ୍ପନା‌ରେ ସାମ୍ବାଦିକତା ଓ ସମାଜସେବାରେ ଉତ୍କଳ ବିଶ୍ବବିଦ୍ୟାଳୟରୁ ସ୍ନାତକତ୍ବ କରି ନିଜ ଜୀବନକୁ ସମାଜସେବାରେ ଉଶ୍ଚଗିକୃତ କରିଥିବା ସାମ୍ବାଦିକ ଓ ମୋଟିଭେସନାଲ ସ୍ପିକର ବିଦ୍ୟାଧର ବାରିକ (ମଧୁ) ନିଜର ମିଡ଼ିଆ ଗୁରୁ ସୌମ୍ୟରଂଜନ ପଟ୍ଟନାୟକ ଓ ସାମାଜିକ ଗୁରୁ ଅଚ୍ୟୁତ ସାମନ୍ତଙ୍କ ଆର୍ଦଶକୁ ପାଥେୟକରି ନିଜର ଅଗ୍ରସର ପଥରେ ଆଗେଇ ଚାଲିଛନ୍ତି। ଆଶା ଏହାରହିଛି ଲୋକମାନଙ୍କ ମନରେ କେବଳ ସକରାତ୍ମକ ଚିନ୍ତାଧାର ଭର୍ତିକରିଦେବା ଏବଂ ନକରାତ୍ମକ ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା। ଏଥିପାଇଁ ଆପଣ ଦର୍ଶକ ଭଗବାନ ଆମ ଓମଟିଭି ଓ କଳିଙ୍ଗ ସିନେ ଆର୍ଟସ୍ ଫାଉଣ୍ଡେସନ୍ କୁ ସବୁବେଳେ ସାହାର୍ଯ୍ୟ ଓ ସହଯୋଗ ଯୋଗାଇ ଦିଅନ୍ତୁ ବୋଲି ଆମର ଏକାନ୍ତ କାମନା। ଜୟ ଜଗନ୍ନାଥ।