ଆଗ ମାଟି ତାପରେ ପାର୍ଟି : ତିନି ଦଳର ନେତା ଗୋଟିଏ ମଞ୍ଚରେ : ଓମଟିଭି

ଆଗ ମାଟି ତାପରେ ପାର୍ଟି : ତିନି ଦଳର ନେତା ଗୋଟିଏ ମଞ୍ଚରେ : ଓମଟିଭି

ଆଗ ମାଟି ତାପରେ ପାର୍ଟି : ତିନି ଦଳର ନେତା ଗୋଟିଏ ମଞ୍ଚରେ : ଓମଟିଭି

ଆଗ ମାଟି ତାପରେ ପାର୍ଟି : ତିନି ଦଳର ନେତା ଗୋଟିଏ ମଞ୍ଚରେ : ଓମଟିଭି

ଖୋଦ୍ଧା (ଓମ ): ଆଜି ଖୋର୍ଦ୍ଧା ରୋଡ ଷ୍ଟେସନ ଠାରେ ପଟିଆ ପାସେଞ୍ଜର ହଲ ଓ ବାଣୀବିହାର ପାସେଞ୍ଜର ହଲ ର ନୂତନ BUILDING ର ଉଦଘାଟନ ଉତ୍ସବ ରେ ମାନ୍ୟବର କେନ୍ଦ୍ରମନ୍ତ୍ରୀ ରେଳମନ୍ତ୍ରୀ ଶ୍ରୀଯୁକ୍ତ ଅଶ୍ୱିନୀ ବୈଷ୍ଣବ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଙ୍କ ସହିତ ଉତ୍ତର ଭୁବନେଶ୍ୱରର ମଉଡମଣୀ ସୁଖଦୁଃଖର ସାଥି ମାନ୍ୟବର ଜନପ୍ରିୟ ଯୁବ ବିଧାୟକ ଶ୍ରୀଯୁକ୍ତ ସୁଶାନ୍ତ ରାଉତ, ଜଟଣୀ ବିଧାୟକ ସୁରରାଉତରାୟ ଯୋଗଦେଇଛନ୍ତି, ଏହି ସମୟରେ ନିଜ ନିଜ କ୍ଷେତ୍ରର ଉର୍ନତି ପାଇଁ କିଭଳି କାମ କରାଯିବ ତାହା ନେଇ ଆଲୋଚନା ହୋଇଥିଲା. ସବୁ ଦଳ ନିର୍ବିଶେଷରେ ଏକ ହୋଇ କାମ କରିବା ଲକ୍ଷରେ ସୁର ବାବୁ. ଧର୍ମେନ୍ଦ୍ର ବାବୁ ଓ ସୁଶାନ୍ତ ବାବୁ ହାତରେ ହାତ ମିଶାଇ ଲକ୍ଷକୁ ପରିଣାମ ଦେଇଥିଲେ.