ଉତ୍କଳ ହସ୍ପିଟାଲରେ ପ୍ରଥମ ଥର ପାଇଁ ପ୍ରଥମ ଶିଶୁ ଯକୃତ ପ୍ରତିରୋପଣ ସଫଳତାର ସହ ସମ୍ପନ୍ନ : Ommtv Round The Clock

ତା 23.07.2024 ଭୁବନେଶ୍ୱର ନୀଳାଦ୍ରି ବିହାର ସ୍ଥିତ ରାଜ୍ୟର ପ୍ରମୁଖ ସୁପର ମଲ୍ଟି speciality ଉତ୍କଳ ହସ୍ପିଟାଲରେ ରାଜ୍ୟର ପ୍ରଥମ ଶିଶୁ ଯକୃତ ପ୍ରତିରୋପଣ ସଫଳତାର ସହ ସମ୍ପନ୍ନ ହୋଇଯାଇଅଛି 
ଆସନ୍ତାକlଲି ଶିଶୁଟି ତାର ପରିବାର ସଦସ୍ୟ ମାନଙ୍କ ସହିତ ଡାକ୍ତରଖlନlରୁ discharge ହୋଇ ସୁସ୍ଥ ଥାଇ ଘରକୁ ପ୍ରତ୍ୟାବର୍ତ୍ତନ କରିବେl
ଝିଅଟିର ବୟସ ୧୩ ବର୍ଷ , ଗ୍ରାମ:Dabriguda,Block: Umarkot,ଜିଲ୍ଲା Nabarangpur, ଓଡ଼ିଶା ପାଖାପାଖି ଦୁଇ ବର୍ଷହେବ ଅନେକ ସ୍ଥାନରେ ଡକ୍ଟରଙ୍କୁ ଦେଖାଇ ହlରlସ ହେବାପରେ ଶେଷରେ ଉତ୍କଳ ହସ୍ପିଟାଲରେ ବରିଷ୍ଟ ଲିଭର୍ transplant surgeon Dr.ସତ୍ୟପ୍ରକାଶ ରାୟ ଚୌଧୁରୀ ଙ୍କୁ ଦେଖାକରି ଶିଶୁଟିର ସମସ୍ତ ସ୍ବାସ୍ଥ୍ୟ ପରୀକ୍ଷା କରାଇ ଥିଲେ ଏହାପରେ ତାଙ୍କର liver transplant ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ ଏବଂ ତତ୍ତ୍ କାଳ ଏକ ଡ଼ାକ୍ତରୀ ଟିମ୍ ଗଠନ କରାଯାଇ ସମ୍ପୂର୍ଣ ବିଚାରବିମର୍ଶ ପରେ ଶିଶୁଟିର ତା ୦୭.୦୭.୨୦୨୪ ଶ୍ରୀ ଗୁଣ୍ଡିଚା ଦିନ ଶରୀରରେ ଯକୃତ ପ୍ରତ୍ୟାରୋପଣ ହୋଇଥିଲା l 
ଏହାଥିଲା ରାଜ୍ୟର ପ୍ରଥମ ଶିଶୁ ଯକୃତ ପତ୍ୟlରୋପଣ ଏବଂ ରାଜ୍ୟର ଦ୍ଵିତୀୟ cadaveric liver transplantation.

ଏହି ଜଟିଳ ଚିକିତ୍ସାରେ ଉତ୍କଳ ହସ୍ପିଟାଲର ଶୁଦକ୍ଷ ଡାକ୍ତର ଡ ସତ୍ୟପ୍ରକାଶ ରାୟଚୌଧୁରୀ ଏବଂ hyderabad ସ୍ଥିତ AIG hospital ର Director of liver Transplant surgery Dr.P. Balachandran Menon ସଫଳତାର ସହ ସମ୍ପନ୍ନ କରିଥିଲେ l
Hospital ତରଫରୁ ଯକୃତ ପ୍ରଦାନକାରୀଙ୍କ ପରିବାରକୁ ଏହି ମହତ କାର୍ଯ୍ୟ ପାଇଁ ଧନ୍ୟବାଦ ପ୍ରଦାନ କରାଯାଇଅଛି l