ପ୍ରଦର୍ଶନୀ “ବାସ୍ତୁ” ଶୁଭ ଉଦ୍‌ଘାଟନ: Ommtv

ପ୍ରଦର୍ଶନୀ “ବାସ୍ତୁ” ଶୁଭ ଉଦ୍‌ଘାଟନ: Ommtv

ପ୍ରଦର୍ଶନୀ “ବାସ୍ତୁ” ଶୁଭ ଉଦ୍‌ଘାଟନ: Ommtv

 ପ୍ରଦର୍ଶନୀ “ବାସ୍ତୁ” ଶୁଭ ଉଦ୍‌ଘାଟନ: Ommtv

ଶିଳ୍ପୀ ଶ୍ରୀ ଶୁଭମୟ ବିଶ୍ଵାଳଙ୍କ ଦ୍ବାରା ଉକ୍ତ ଏକକ ଚିତ୍ରକଳା ପ୍ରଦର୍ଶନୀରେ ୧୧ ଗୋଟି ଚିତ୍ରଉ ପସ୍ଥାପନ କରାଯାଇଅଛି । ଉକ୍ତ ଚିତ୍ର ଗୁଡିକ “ବାସ୍ତୁ” ଉପରେ ଆଧାରିତ ହୋଇଅଛି । ପ୍ରକାଶଥା ଉକି ଉକ୍ତ ଚିତ୍ର ପ୍ରଦର୍ଶନୀରେ ଉଦ୍‌ଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବଡ଼ଚଣା ବିଧାୟକ ଶ୍ରୀଯୁକ୍ତ ଅମର କୁମାର ନାୟକ ମହୋଦୟ ଉଦ୍‌ଘାଟନ କରୁଅଛନ୍ତି । ତତ୍ସହିତ ସମ୍ମାନିତ ଅତିଥଭାବରେ ଡକ୍ଟର ଚନ୍ଦ୍ରଶେଖର ହୋତା (ସେକ୍ରେଟାରୀ, ଓଡିଶା ସଙ୍ଗୀତ ନାଟକ ଏକାଡେମୀ) ଏବଂପ୍ରଖ୍ୟାତ ଚିତ୍ରଶିଳ୍ପୀ ଶ୍ରୀଯୁକ୍ତ ମାନସ ରଞ୍ଜନ ଜେନା ମହୋଦୟ ଉପସ୍ଥିତ ରହି । ଚିତ୍ର ପ୍ରଦର୍ଶନୀରେବାସ୍ତୁ ତା ୧୨.୦୫.୨୦୨୫ ରିଖ ଠାରୁ ତା୧୫.୦୫.୨୦୨୫ ରିଖ ପର୍ଯ୍ୟନ୍ତ ସର୍ବସାଧାରଣଙ୍କନିମନ୍ତେ ଉନ୍ମୁକ୍ତ ରହଲା।