କିଟ୍ ରୋଡ଼ରେ ଅତ୍ୟାଧୁନିକ ଚା’ ସୋରୁମ୍ ଉଦଘାଟିତ : Ommtv

କିଟ୍ ରୋଡ଼ରେ ଅତ୍ୟାଧୁନିକ ଚା’ ସୋରୁମ୍ ଉଦଘାଟିତ : Ommtv

କିଟ୍ ରୋଡ଼ରେ ଅତ୍ୟାଧୁନିକ ଚା’ ସୋରୁମ୍ ଉଦଘାଟିତ : Ommtv

କିଟ୍ ରୋଡ଼ରେ ଅତ୍ୟାଧୁନିକ ଚା’ ସୋରୁମ୍ ଉଦଘାଟିତ : Ommtv

: ଆଜି କିଟ୍ ରୋଡ଼ରେ ଉଦଘାଟିତ ହୋଇଯାଇଛି ଫ୍ୟାଟ୍ ଟାଇଗର ବ୍ରାଞ୍ଚ। ଦେଶର ବିଭିନ୍ନ ମୋଟ୍ରୋ ସିଟିରେ ବେଶ ସଫଳତା ହାସଲ କରିଥିବା ଫ୍ୟାଟ୍ ଟାଇଗର ଫୁଡ ବ୍ରାଣ୍ଡ ପ୍ରଥମ ଥର ପାଇଁ ଭୁବନେଶ୍ୱରରେ ଏହାର ଏକ ନୂତନ ବ୍ରାଞ୍ଚର ଶୁଭାରମ୍ଭ କରିଛି। ବ୍ରାଞ୍ଚର ନିର୍ଦ୍ଦେଶକ ନିହା ଗୁପ୍ତା ଓ ପାରୁଲ ଅଗ୍ରୱାଲ ଉପସ୍ଥିତ ଅତିଥିଙ୍କ ସହ କେକ୍ କାଟିବା ସହ ଫିତା କାଟି ଷ୍ଟୋରର ଉଦ୍‌ଘାଟନ କରିଥିଲେ । ବଲିଉଡ ନାୟିକା ପରିନିତି ଚୋପ୍ରାଙ୍କ ପ୍ରିୟ ଖାଦ୍ୟ ବ୍ରାଣ୍ଡ ହୋଇଥିବାରୁ ଯୁବ ଗୋଷ୍ଟିଙ୍କ ମଧ୍ୟରେ ଏହାର ବହୁତ ଚାହିଦା ରହିଛି ବୋଲି ନିର୍ଦେଶକ କହିଥିଲେ। ଗରମ ଏବଂ ଥଣ୍ଡା ଚା କଫିର ଏକ ନୂତନ ଉପହାର ଅଟେ । ଏହା ହେଉଛି ପ୍ରଥମ ଭାରତୀୟ ବ୍ରାଣ୍ଡ ଯାହା ମଧ୍ୟବିତ୍ତ ଗ୍ରାହକଙ୍କୁ ଆଧୁନିକ ଚା, କଫି, ମିଲ୍କ ସେକ୍ ମୋଜିଟୋ ସହ ବର୍ଗର, ମୋମୋ, ସାଣ୍ଡଉଇଚ୍‌, ପିଜା ଓ ଅନ୍ୟାନ ଫାଷ୍ଟଫୁଡ ଖାଦ୍ୟ  ଅଳ୍ପ ମୂଲ୍ୟରେ ଗ୍ରାହକମାନଙ୍କୁ ଯୋଗାଇଥାଏ ।