OMM TV Bhubaneswar Commissionerate Police's 37th Foundation Day Celebrated

OMM TV Bhubaneswar Commissionerate Police's 37th Foundation Day Celebrated

OMM TV Bhubaneswar Commissionerate Police's 37th Foundation Day Celebrated
OMM TV ଭୁବନେଶ୍ୱର କମିଶନରେଟ ପୋଲିସର ୮୮ତମ ପ୍ରତିଷ୍ଠା ଦିବସ ପାଳନ
ଆଜି ଭୁବନେଶ୍ଵର ରିଜର୍ଭ ପୁଲିସ ଗ୍ରାଉଣ୍ଡ ଠାରେ ଓଡ଼ିଶା ପୁଲିସର ୮୮ତମ ପ୍ରତିଷ୍ଠା ଦିବସ ଖୁବ ସମାରୋହରେ ପାଳିତ ହୋଇଯାଇଛି । ଆଜିର ଏହି ପୁଲିସ ପ୍ରତିଷ୍ଠା ଦିବସ ଉପଲକ୍ଷେ ଏକ ପ୍ୟାରେଡ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି ପ୍ୟାରେଡରେ କମିଶନରେଟ ପୁଲିସ ବିଭାଗରେ କାର୍ଯ୍ୟରତ ଅଧିକାରୀ ଏବଂ କର୍ମଚାରୀ ମାନେ ଅଂଶଗ୍ରହଣ କରିଥିବା ବେଳେ ଭୁବନେଶ୍ବର-କଟକ ଦ୍ଵୈତନଗରୀର ପୁଲିସ କମିଶନର ଶ୍ରୀ ସୌମେନ୍ଦ୍ର ପ୍ରିୟଦର୍ଶୀ, ଆଇପିଏସ, ମୁଖ୍ୟ ଅତିଥି ଭାବେ ଯୋଗଦାନ କରିବା ସହିତ ଅଭିବାଦନ ଗ୍ରହଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ବର-କଟକର ଅତିରିକ୍ତ ପୁଲିସ କମିଶନର ଡଃ ଉମାଶଙ୍କର ଦାଶ, ଆଇପିଏସ, ଭୁବନେଶ୍ୱର ଡିସିପି ଶ୍ରୀ ପ୍ରତୀକ ସିଂହ, ଆଇପିଏସଙ୍କ ସହିତ ଅନ୍ୟାନ୍ୟ ବରିଷ୍ଠ ପୋଲିସ ଅଧିକାରୀ ମାନେ ଏହି ପ୍ୟାରେଡ କାର୍ଯ୍ୟକ୍ରମ ସମୟରେ ଉପସ୍ଥିତ ରହି ଅଂଶଗ୍ରହଣକାରୀଙ୍କୁ ଉତ୍ସାହିତ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଆଜିର ମୁଖ୍ୟ ଅତିଥି, ଚାକିରି ଜୀବନରେ ନିସ୍ଵାର୍ଥପର ସେବାରେ ନିଜକୁ ନିୟୋଜିତ କରିଥିବା କିଛି ପୁଲିସ କର୍ମଚାରୀ ମାନଙ୍କୁ ଅର୍ଥରାଶି ପୁରସ୍କାର ଆକାରରେ ପ୍ରଦାନ କରିଥିଲେ । ପୁରସ୍କୃତ ପୁଲିସ କର୍ମଚାରୀ ମାନଙ୍କ ମଧ୍ୟରେ ଏସଆଇ ଜ୍ୟୋତିରଞ୍ଜନ ପରିଡା, ଏଏସଆଇ ବୈକୁଣ୍ଠନାଥ ବେହେରା, ହାବିଲଦାର ଶେଖାୱତ ଅଲ୍ଲୀଖାନ, କନଷ୍ଟେବଳ ଗୋବିନ୍ଦ ଚନ୍ଦ୍ର ବିଶ୍ୱାଳ, କନଷ୍ଟେବଳ ପଞ୍ଚାନନ ଗଉଡ, ଏବଂ ଟ୍ରାଫିକ କନଷ୍ଟେବଳ ଶୁଭ୍ରାଂଶୁ ଶେଖର ସାହୁ ଅନ୍ତର୍ଭୁକ୍ତ । #Odishapolice #Odisha #India #Kalingacinearts #OmmTv #OmTV #utkaldiwas

OMM TV Bhubaneswar Commissionerate Police's 37th Foundation Day Celebrated
Today at Bhubaneswar Reserve Police Ground, the 39th foundation day of Odisha Police was celebrated with a lot of celebrations. A parade program was organized on the occasion of this police foundation day. Shri Soumendra Priyadarshi, IPS, Chief Guest of Police Commissioner of Bhubaneswar-Cuttack Dwaitanagari participated in the parade while officers and employees of Commissionerate Police Department participated in the parade. Bhubaneswar-Cuttack Additional Commissioner of Police Dr. Umaskar Dash, IPS, Bhubaneswar DCP Shri Pratik Singh, IPS along with other senior police officers were present during this parade programme and encouraged the participants. Today's chief guest at the end of the program, presented monetary awards to some police personnel who have dedicated themselves to selfless service in their job life. Awarded police personnel include SI Jyotiranjan Parida, ASI Baikunthanath Behera, Habildar Shekhawat Allikhan, Constable Govind Chandra Biswal, Constable Panchanan Goud, and Traffic Constable Subhranshu Sekhar Sahu. #OdishaPolice #Odisha #India #Kalingacinearts #OmmTv #OmTV #utkaldiwas